ଟ୍ରେଣ୍ଡି ଲୁକ୍‌ ପାଇଁ ହେୟାର୍‌ କଟ୍‌

 

ରାଉଣ୍ଡ ଫେସ୍‌: ଯେଉଁମାନଙ୍କ ମୁହଁ ଗୋଲ୍‌ ବା ରାଉଣ୍ଡ ସେମାନଙ୍କୁ ଷ୍ଟ୍ରେଟ୍‌ ଏବଂ ଲଙ୍ଗ୍‌ ହେୟାର କଟ୍‌ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ୍‌ କଟ୍‌ ଖୁବ୍‌ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଛୋଟ ବା ଗାଲ ପର୍ଯ୍ୟନ୍ତ କଟାଯାଇଥିବା ହେୟାର ଷ୍ଟାଇଲ କଲେ ମୁହଁ ଅଧିକ ବଡ ଲାଗିଥାଏ ଏବଂ ସୁଟ୍‌ କରି ନ ଥାଏ। ବିଶେଷ କରି ରାଉଣ୍ଡ ଫେସ୍‌ ଥିବା ମହିଳାଙ୍କର କର୍ଲି ହେୟାର ଥିଲେ ଶର୍ଟ ହେୟାର କଟ୍‌ କଲେ ମୁହଁ ଅପେକ୍ଷାକୃତ ବଡ ଲାଗିଥାଏ।
ଲଙ୍ଗ୍‌ ଫେସ୍‌: ଯେଉଁମାନଙ୍କର ମୁହଁ ଲମ୍ବା ସେମାନଙ୍କୁ ଲଙ୍ଗ୍‌ ପରିବର୍ତ୍ତେ ଶର୍ଟ ହେୟାର୍‌ କଟ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ। ଯଦି ଲଙ୍ଗ୍‌ ହେୟାର ଷ୍ଟାଇଲ୍‌ ପସନ୍ଦ ହେବେ ଏଭଳି ଫେସ୍‌ ଶେପ୍‌ ଲାଗି ଲଙ୍ଗ୍‌ ଲେୟାର କିମ୍ବା ଷ୍ଟେପ୍‌ କଟ୍‌ ସାଙ୍ଗକୁ ଚିକ୍‌ବୋନ୍‌ ପର୍ଯ୍ୟନ୍ତ ଫ୍ରଣ୍ଟ କଟ୍‌ କଲେ ମୁହଁ ଗୋଲ ଏବଂ ସୁନ୍ଦର ଲାଗିଥାଏ।
ଓଭାଲ ଫେସ୍‌: ଏଭଳି ଫେସ୍‌ ସେପ୍‌ର ମହିଳାମାନଙ୍କୁ ସାଧାରଣତଃ ଅଧିକାଂଶ ହେୟାର କଟ୍‌ରେ ଷ୍ଟାଇଲିସ୍‌ ଲାଗିଥାଏ। ହେଲେ ମୋଟା ଏବଂ କର୍ଲି ହେୟାର୍‌ ଥିଲେ ବ୍ଲଣ୍ଟ କଟ୍‌ରେ ମୁହଁ ଅଧିକ ଲମ୍ବା ଲାଗିଥାଏ। କିନ୍ତୁ ଆପଣ ଚାହିଁଲେ ବ୍ଲଣ୍ଟ ବ୍ୟାଙ୍ଗ୍‌ କିମ୍ବା ସାଇଡ୍‌ ବ୍ୟାଙ୍ଗ୍‌ ବବ୍‌ କଟ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚିରଞ୍ଜିବ କରୋନା ପଜିଟିଭ

ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।...

ଅଭିନେତା ସମୀର ଖଖରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖଖର। ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସମୀର ଖଖରଙ୍କ...

କରୋନାକୁ ଡରିଲେ ‘ବାହୁବଳୀ’: ଆଇସୋଲେଶନରେ ୧୪ ଦିନ

ମୁମ୍ବାଇ: କରୋନା ଭୟ ଏବେ ସମସ୍ତଙ୍କୁ। ସାରା ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଥିବା ବେଳେ ଭାରତରେ ବି କରୋନା ତା’ର ଉପସ୍ଥିତି ଜାହିର...

ନିଜ ବିବାହ ଫଟୋ ବିକ୍ରି କରି ଏତିକି ଟଙ୍କା ରୋଜଗାର କରିଥିଲେ ଏସବୁ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କ ବିବାହ ପ୍ରଶଂସକଙ୍କ ପାଇଁ ଉତ୍ସାହର କଥା। ବିଶେଷକରି ପ୍ରଶଂସକମାନେ ସେମାନଙ୍କ ମନ ପସନ୍ଦର ଅଭିନେତ୍ରୀ-ଅଭିନେତାଙ୍କ ବିବାହ ଫଟୋ ଦେଖିବାକୁ ବେଶ୍‌ ଆଗ୍ରହୀ।...

କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା...

ସମୟ ହୋଇନି

କ୍ୟାଟ୍ରିନାଙ୍କୁ ସବୁ କଥା ପଚାରନ୍ତୁ ହେଲେ ମ୍ୟାରେଜ୍‌ କଥା ଉଠିଲେ ତାଙ୍କର ମୁହଁ ଆମ୍ବିଳା ହୋଇଯାଉଛି। ଏବେ କୁଆଡ଼େ ଘରସଂସାର କରିବାକୁ ତାଙ୍କୁ ସମୟ ହୋଇନାହିଁ।...

ରାମ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଲେ ଏହି ସୁପରଷ୍ଟାର

ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ...

ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡନେସ ଫଟୋ ଶେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ଏଥିରେ ସେ ଲିଓପାର୍ଡ...

Advertisement
Archives

Model This Week