ଲାଞ୍ଚ ନେଇ କଲେଜ ଅଧ୍ୟକ୍ଷା ଗିରଫ
ବଙ୍ଗୋମୁଣ୍ଡା,୧୯।୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଯୁକ୍ତ୨ ଜୁନିୟର କଲେଜ ଅଧ୍ୟକ୍ଷା ମିନତୀ ରଥ ଲାଞ୍ଚ ନେଇ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଲେଜରେ କାର୍ଯ୍ୟରତ ଲାଇବ୍ରେରିଆନ୍ ଡୋଳାମଣି ମେହେରଙ୍କଠାରୁ ଲାଞ୍ଚ ବାବଦ ୮୦ ହଜାର ଟଙ୍କା ନେଲା ବେଳେ…
ପୂର୍ବତନ ପ୍ରେମିକାଙ୍କ ରକ୍ତ ପିଇବାକୁ ଚାହୁଁଛନ୍ତି ଏହି ଅଭିନେତା
ଫିଲ୍ମ ‘କଲ୍ ମି ୟୋର ନେମ୍’ରୁ ଚର୍ଚ୍ଚାକୁ ଆସିଥିବା ହଲିଉଡ୍ ଅଭିନେତା ଆର୍ମି ହମର ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ଲୁକ୍ ଏବଂ ରିଲେସନଶିପ୍କୁ ନେଇ ସବୁବେଳେ ଆଲୋଚନାରେ ରହୁଥିବା ଆର୍ମିଙ୍କ ଡାର୍କ ସାଇଡ୍ ଏବେ ସାମ୍ନାକୁ ଆସିଛି। ସୋସିଆଲ…
ଦ୍ୱିତୀୟ ଦିନରେ ଟିକା ନେଲେ ୩୦,୧୬୧
ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ସୁରୁଖୁରୁରେ ଚାଲିଛି। ଇତିମଧ୍ୟରେ ଟିକାକରଣ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଥିବାବେଳେ ସୋମବାର ଦ୍ୱିତୀୟ ଦିନରେ ୩୮୦ ସେସନରେ ପ୍ରାୟ ୩୦,୧୬୧ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି। ମୋଟ ୩୧,୯୦୨ଜଣଙ୍କୁ ଟିକା ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲାବେଳେ ୯୫ ପ୍ରତିଶତ…
ଷ୍ଟମ୍ପ ପଛରେ ଏହି ଗୀତ ଗାଉଥିଲେ ପନ୍ତ, ମାଇକ୍ରେ କଏଦ
ବ୍ରିସବେନ୍,୧୯।୧: ଭାରତୀୟ ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନେକ ସମୟରେ ଉଇକେଟ ପଛରେ କିଛି କଥା ହେଉଥିବା ଜଣାପଡେ। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଉଇକେଟ ପଛରୁ ତାଙ୍କର ନିରନ୍ତର ସ୍ବର ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସିଡନୀ କ୍ରିକେଟ…
ରେଳ ପ୍ରକଳ୍ପ: ଓଡ଼ିଶାର ଦାବି ୭,୨୦୦ କୋଟି
ଭୁବନେଶ୍ୱର,୧୯।୧(ବ୍ୟୁରୋ): କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଆସନ୍ତା ବଜେଟରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂତନ ଭାବେ ନିଆଯାଇଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୭,୨୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଦାବି…
ଚଣ୍ଡୀପ୍ରସାଦ ହେବେ ଭାରତୀୟ ସେନା ଉପମୁଖ୍ୟ
ଜଗତ୍ସିଂହପୁର ଅଫିସ୍/ଭୁବନେଶ୍ୱର, ୧୯।୧ (ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଆରବିଆଇ ଗଭର୍ନର ଶଶିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଭଳି ଆଉ ଜଣେ ଓଡ଼ିଆ ଜାତୀୟ ସ୍ତରରେ…
ଜେପିସି ତଦନ୍ତ ଦାବିକଲା ଏନ୍ସିପି
ମୁମ୍ବାଇ, ୧୯।୧(ପି.ଟି.): ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (ବିଏଆର୍ସି)ର ପୂର୍ବତନ ମୁଖ୍ୟ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ ତଥାକଥିତ ହ୍ବାଟ୍ସଆପ୍ ଚାଟିଂର ତଦନ୍ତ ଲାଗି ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ଲାଗି…
‘ଥ୍ରି ଇଡିୟଟ୍’ ଷ୍ଟାଇଲରେ ପ୍ରସବ
ଲକ୍ଷ୍ନୌ, ୧୯ା୧: ଅମୀର ଖାନଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଥ୍ରି ଇଡିୟଟ’ ଷ୍ଟାଇଲରେ ଜଣେ ଗର୍ଭବତୀଙ୍କ ପ୍ରସବ କରାଇଛନ୍ତି ଜଣେ ଦିବ୍ୟାଙ୍ଗ ଯୁବକ। ଉପସ୍ଥିତ ବୁଦ୍ଧି ଖଟାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ସେ ବିନା କୌଣସି ସ୍ବାସ୍ଥ୍ୟ ଉପକରଣ ବ୍ୟବହାରକରି ମହିଳାଙ୍କ…
ରାଲି ଅଧିକାର ଚାଷୀଙ୍କର ରହିଛି: ସଂଘ
ନୂଆଦିଲ୍ଲୀ, ୧୯।୧(ପି.ଟି.): ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି ବାହାର କରିବାର ସାମ୍ବିଧାନିକ ଅଧିକାରୀ ଚାଷୀଙ୍କର ରହିଛି ବୋଲି ଆନ୍ଦୋଳନରତ କୃଷକ ସଂଘ ନେତାମାନେ ସୋମବାର କହିଛନ୍ତି। ଜାନୁୟାରୀ ୨୬ ଟ୍ରାକ୍ଟର ରାଲିରେ ହଜାର ହଜାର ଲୋକ ଭାଗ ନେବେ ବୋଲି ସଂଘ…
ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳକୁ ଫେରିବେ କୋହଲି
ସିଡ୍ନୀ, ୧୮ା୧ (ପି.ଟି.)- ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ କ୍ରିକେଟ ଟେଷ୍ଟ ପାଇଁ ଖେଳାଳି ଚୟନ ମଙ୍ଗଳବାର ସନ୍ଧ୍ୟାରେ ହେବ। ପିତୃତ୍ୱ ଛୁଟି ଶେଷ ହୋଇଥିବାରୁ ଅଧିନାୟକ ବିରାଟ କୋହଲି ଦଳକୁ ଫେରିବେ। ସିନିୟର ପେସ୍ ବୋଲର ଈଶାନ୍ତ ଶର୍ମା ଇଞ୍ଜୁରୀ…
ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲା ‘ତାଣ୍ଡବ’ର ପୂରା ଟିମ୍
ନୂଆଦିଲ୍ଲୀ,୧୮।୧: ଆମାଜନ ପ୍ରାଇମ ଭିଡିଓର ନୂଆ ଓ୍ବେବ ସିରିଜ୍ ‘ତାଣ୍ଡବ’ କାଷ୍ଟ ଓ କ୍ରୁ ମେମ୍ବର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଓ୍ବେବ ସିରିଜ୍ର କିଛି ଦୃଶ୍ୟରେ ଅଭିନେତାମାନେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଏ…
ମହଙ୍ଗା ହେବ ଇଲେକ୍ଟ୍ରୋନିକ୍ସ ଆପ୍ଲାଏନ୍ସ
ନୂଆଦିଲ୍ଲୀ: ପ୍ରାୟ ୫୦ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଆମଦାନୀ ଟିକସ ବଢ଼ାଇପାରନ୍ତି। ୫ରୁ ୧୦% ଟିକସ ବୃଦ୍ଧି ନେଇ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ, ଆପ୍ଲାଏନ୍ସ ଭଳି ଅନ୍ୟ ସାମଗ୍ରୀ ଏହା ମଧ୍ୟରେ ସାମିଲ ରହିଛି।…
Archives


