Home Left

ସ୍ବାମୀଙ୍କୁ ଚାପୁଡା ମାରିଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ଅନୀତା ହାସନନ୍ଦାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ମା’ ହେବା ପରଠାରୁ ସେ ନିଜ ପୁଅ ସହ ଏବେ ସମୟ ବିତାଉଛନ୍ତି। ସେ ପ୍ରାୟତଃ ପୁଅ ଏବଂ ସ୍ବାମୀ ରୋହିତ ରେଡ୍ଡୀଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର…

ବିବାଦୀୟ ମନ୍ତବ୍ୟରୁ ଓହରିଲେ ରାମଦେବ

ନୂଆଦିଲ୍ଲୀ,୨୩।୫: ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସାକୁ ନେଇ ଶନିବାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦୁର୍ଭାଗ୍ୟ ଜନକ କହିବା ପରେ ରାମଦେବ ଟୁଇଟ୍‌ କରି ନିଜ ମନ୍ତବ୍ୟରୁ ସେ ଓହରିଛନ୍ତି ବୋଲି କହିଛନ୍ତି। ଟୁଇଟରେ…

କୋଭିଡ୍‌ ଟେଷ୍ଟ ଡରରେ ଷ୍ଟେଶନରୁ ଦୌଡ଼ିଲେ ଶହ ଶହ ଯାତ୍ରୀ

ଗୁଆହାଟି, ୨୩।୫ : ଲୋକେ ଏବେ ବି ସଜାଗ ନାହାନ୍ତି। କୋଭିଡ୍‌-୧୯ ଭାଇରସକୁ ନୁହେଁ ଲୋକେ ଟେଷ୍ଟକୁ ଡରୁଛନ୍ତି। ଆସାମର ଯୋଗୀ ରୋଡ଼ ଷ୍ଟେଶନରୁ ଆସିଥିବା ଭିଡିଓରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ମହିଳା ଓ ଛୁଆଙ୍କ ସମେତ ପ୍ରାୟ ୪୦୦ ପ୍ରବାସୀ…

କମ୍ପାନୀକୁ ୧୨ କୋଟି ଟଙ୍କାର ଚୂନା ଲଗାଇଥିଲେ କ୍ୟାସିୟର

ଝାରସୁଗୁଡା ଅଫିସ୍‌,୨୩।୫, ଝାରସୁଗୁଡ଼ା ସରବାହାଲ ସ୍ଥିତ ଓଡ଼ିଶା-ବେଙ୍ଗଲ କ୍ୟାରିୟର ଲିଃ ନାମକ ଟ୍ରାନ୍ସପୋର୍ଟ କମ୍ପାନୀରୁ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ କମ୍ପାନୀରେ କାର୍ଯ୍ୟରତ କ୍ୟାସିୟର ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି।…

କୋଭିଡ୍ ନିୟମ ଭାଙ୍ଗି ବଦ୍ରିନାଥ ମନ୍ଦିରରେ ପହଞ୍ଚିଲେ ମନ୍ତ୍ରୀଙ୍କ ସହ ଭାଜପା ନେତା

ଚାମୋଲି (ଉତ୍ତରାଖଣ୍ଡ), ୨୩।୫ : କୁମ୍ଭ ମେଳା ଓ ଚାର ଧାମ ଯାତ୍ରା ଭଳି ଧାର୍ମିକ କାର୍ଯ୍ୟକ୍ରମରେ କୋଭିଡ୍‌-୧୯ ନିୟମ ପାଳନ ହେଉନଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଉତ୍ତରାଖଣ୍ଡ ହାଇକୋର୍ଟ। ଏହାର ଗୋଟିଏ ଦିନ ପରେ କୋଭିଡ୍‌-୧୯ ମୁକାବିଲା ଦାୟିତ୍ୱରେ…

‘ ଭୁଲ ହୋଇଗଲା, ଦିଦି ମୋତେ କ୍ଷମା କର ’

କୋଲକାତା, ୨୩।୫ : ମୋର ଭୁଲ ହୋଇଗଲା, ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ମୋତେ କ୍ଷମାକର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଫେରିବାକୁ ଚାହୁଁଥିବା ସାରାଳା ମୁର୍ମୁ ଏଭଳି କହିଛନ୍ତି। ନିର୍ବାଚନ ପୂର୍ବରୁ ଚାହୁଁଥିବା…

ଦୁର୍ଘଟଣାରେ ମାମୁ-ଭଣଜା ମୃତ, ଭାଣିଜୀ ଗୁରୁତର

ମାଲକାନଗିରି,୨୩।୫: ମାଲକାନଗିରି ଜିଲା ଗୌଡ଼ଗୁଡ଼ାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁ ଓ ଭଣଜାଙ୍କ ମୃତ୍ୟୁ ଘଟିଛି। ସେହିପରି ଭାଣିଜୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଏମ୍‌ଭି-୦୧ ଗ୍ରାମର ମାମୁ ମିଥୁନ ବଶ୍ୱାସ(୨୮) ଏବଂ ଭଣଜା ପୀୟୂଷ…

ଶିଶୁ ବିଶେଷଜ୍ଞ ବୋଲାଉଥିବା ନକଲି ଡାକ୍ତର ଗିରଫ

ଝାରସୁଗୁଡ଼ା ଅଫିସ,୨୩ା୫: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅଞ୍ଚଳରୁ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିିଛି। ସେ ହେଲେ ଛତିଶଗଡ଼ ଦୁର୍ଗ ଜିଲା ଭଂସୁଲିର ରମେଶ କୁମାର ସାହୁ(୪୫)। ଏ ନେଇ ବେଲପାହାଡ଼ ଥାନା ପୋଲିସ…

ଜିଲାପାଳଙ୍କ ମାଡ଼ ଘଟଣା : ପୀଡ଼ିତଙ୍କୁ ମିଳିବ ନୂଆ ମୋବାଇଲ

ରାୟପୁର, ୨୩।୫ : ଛତିଶଗଡ଼ରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ସୁରଜପୁର ଜିଲାପାଳ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ଘଟଣାର ଭିଡିଓ। ଗୋଟିଏ ଦିନ ପରେ ପୀଡ଼ିତଙ୍କୁ ନୂଆ ମୋବାଇଲ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…

୨ଟି ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିବେ ସୋନୁ ସୁଦ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଆନ୍ଧ୍ରପ୍ରଦେଶର ନେଲୁରସ୍ଥିତ ୨ଟି ହସ୍ପିଟାଲରେ ନିଜ ଖର୍ଚ୍ଚରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍‌ରେ ଆନ୍ଧ୍ରପ୍ରଦେଶର କୁର୍ନୁଲ ସରକାରୀ ହସ୍ପିଟାଲ ଏବଂ ନେଲୁର ଆତ୍ମକୁର ଜିଲା ହସ୍ପିଟାଲରେ ଏହି ଅକ୍ସିଜେନ…

ପ୍ରତ୍ୟେକ ସିରିଜ୍‌ରେ ଛିଣ୍ଡା ବୁଟ୍‌ରେ ଅଠା ମାରି ଖେଳୁଛନ୍ତି କ୍ରିକେଟର

ହରାରେ, ୨୩।୫ : ମିଳୁନାହାନ୍ତି ସ୍ପନସର। ଏଥି ଯୋଗୁ ପ୍ରତ୍ୟେକ ସିରିଜ୍‌ ପୂର୍ବରୁ ବୁଟ୍‌ରେ ଅଠା ମାରି ଖେଳିବାକୁ ପଡ଼ୁଛି ବୋଲି ଟୁଇଟ୍‌ କରିଛନ୍ତି ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ ରିଆନ ବୁର୍ଲ। ଏଥିସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଛିଣ୍ଡା ବୁଟ୍‌ରେ…

ଆଇଏସ୍‌ଆଇ ସହ ଯୋଗଯୋଗରେ ଥିଲେ ୨ ଶିକ୍ଷୟିତ୍ରୀ ଭଉଣୀ

ଭୋପାଳ, ୨୩ା୫: ଆଇଏସ୍‌ଆଇ ସହ ସମ୍ପୃକ୍ତ ପାକିସ୍ତାନର ୨ ନାଗରିକଙ୍କ ସହ ଯୋଗାଯୋଗରେ ଥିବା ଦୁଇ ଭଉଣୀଙ୍କୁ ଇନ୍ଦୋର ପୋଲିସ ମୋହ କ୍ୟାଣ୍ଟନମେଣ୍ଟରୁ ରବିବାର ଗିରଫ କରିଛି। ପୋଲିସ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ଘଟଣାର ତଦନ୍ତ ଚଲାଇଛନ୍ତି। ଗିରଫ ଦୁଇ ଭଉଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?