Home Left

ଡାଳିମ୍ବ ଚୋପା ଖାଇଲେ ଦୂର ହୁଏ ଏହି ରୋଗ

ସାଧାରଣତଃ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ମାତ୍ର ସେଥିରେ  ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ । ଡାଳିମ୍ବ ଚୋପା ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର…

ଖୁସି ଖବର, ଷ୍ଟାଡିୟମରେ ବସି ଭାରତ-ଇଂଲଣ୍ଡ ମ୍ୟାଚ୍‌ ଉପଭୋଗ କରିପାରିବେ ଦର୍ଶକ!

ଚେନ୍ନାଇ,୨୨।୧: ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ସିରିଜରେ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳେ। ଚେନ୍ନାଇର ଚେପାକ ଷ୍ଟାଡିୟମ ଏବଂ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ…

ଏହି କ୍ରିକେଟର ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ମନ୍ତ୍ର ଶିଖିଥିଲେ ବିରାଟ କୋହଲି

କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍‌ନେସ୍‌ ଲାଗି ମଧ୍ୟ ସେ ଅନ୍ୟ ଖେଳାଳିଙ୍କ ନିମନ୍ତେ ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍‌ ରଖିବା…

ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ ଚିଠି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଉଦାରତାପୂର୍ଣ୍ଣ ଚିଠି ଲେଖିଛନ୍ତି। ଏ ନେଇ ବାଇଡେନ୍‌ ହ୍ବାଇଟ ହାଉସ୍‌ ପରିସରରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ତେବେ ଏହା ବ୍ୟକ୍ତିଗତ ଏବଂ ଟ୍ରମ୍ପ୍‌ଙ୍କ ସହ କଥା ନ ହେବା…

ଭାରତକୁ ଟିକା ମାଗିଲେ ୯୨ ଦେଶ

ପୁଣେ, ୨୨।୧:ଭାରତର କୋଭିଡ୍‌ ଟିକା ଗୁରୁବାର ବାଂଲାଦେଶ ଓ ନେପାଳରେ ପହଞ୍ଚତ୍ଛି। ୩୦ ଲକ୍ଷ କୋଭିଶିଲ୍ଡ ଟିକା ନେଇ ଦୁଇଟି ଭାରତୀୟ ବିମାନ ଗୁରୁବାର ଢ଼ାକା ଓ କାଠମାଣ୍ଡୁରେ ଅବତରଣ କରିଛି। ଶୁକ୍ରବାର ସିଚେଲ୍ସ ଏବଂ ମ୍ୟାନ୍‌ମାରରେ ଏହି ଟିକା ପହଞ୍ଚତ୍ବ।…

ବାଇଡେନ୍‌ ଅର୍ଡର

ଓ୍ବାଶିଂଟନ,୨୨ା୧:ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଜୋ ବାଇଡେନ୍‌ ନିଜ ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ପଲଟାଇବା ଆରମ୍ଭ କରିଦେଇଛନ୍ତି । ଶପଥ ଗ୍ରହଣ ପରେ କାମ ଆରମ୍ଭ କରିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଅଭିମୁଖେ ଯିବାବେଳେ…

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ ଆବାସ ସିଦ୍ଦିକି ଇଣ୍ଡିଆନ ସେକୁଲାର ଫ୍ରଣ୍ଟ (ଆଇଏଫ୍‌ଏସ୍‌) ନାମକ ଦଳ ଗଠନ କରିଛନ୍ତି। ଧର୍ମ…

ପଢ଼ାରେ ବାଧକ ୨ ଗୁଣ ବସ୍‌ ଭଡ଼ା

ବଇଣ୍ଡା,୨୨।୧(ଡି.ଏନ.ଏ.) କେବେଠୁ ଉଠିଗଲାଣି ଲକ୍‌ଡାଉନ୍‌। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ସବୁଠି କୋହଳ ହୋଇସାରିଛି କୋଭିଡ୍‌ କଟକଣା। ସହର, ବଜାର ସ୍ଥିତି ସ୍ବାଭାବିକ ହୋଇସାରିଥିବା ବେଳେ ସରକାରୀ, ବେସରକାରୀ ଅଫିସ ସହ କୋର୍ଟ କାର୍ଯ୍ୟ ମଧ୍ୟ ପୂର୍ବପରି ଚାଲିଛି। ଧର୍ମାନୁଷ୍ଠାନ ପରେ ଶିକ୍ଷାନୁଷ୍ଠାନକୁ…

କେଶୁ ଦାସ ‘ବିଶ୍ୱ ଓଡ଼ିଶା କଳା ପରିଷଦ’ର ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୨୨।୧: ବାଲେଶ୍ୱର ବିଶିଷ୍ଟ ଶିଳ୍ପୀ କେଶୁ ଦାସଙ୍କୁ ‘ବିଶ୍ୱ ଓଡ଼ିଶା କଳା ପରିଷଦ’ର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ୱ ଓଡ଼ିଶା’ର ନବବର୍ଷ ସଂକଳ୍ପ କାର୍ଯ୍ୟକ୍ରମ…

ଯେବେଠୁ ବିବାହ କଲେଣି, ସେବେଠୁ ଲିଫ୍ଟରେ ଯିବାକୁ ଭୟ ଲାଗୁଛି, କାହିଁକି ଏମିତି କହିଥିଲେ ବୀରେନ୍ଦ୍ର ସେହ୍ବାଗ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିକେଟର୍‌ୁ ଅବସର ନେବା ପରେ ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ସେ ସୋସିଆଲ ମିଡିଆରେ  ମଜାକିଆ ପୋଷ୍ଟ କରି ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେହ୍ବାଗ ୨୦୦୪ରେ ଆରତୀ ଅହଲାଓ୍ବତଙ୍କୁ ବିବାହ…

୨ ଫୁଟ ଉଠିଲା ୨ ମହଲା କୋଠା

କେନ୍ଦୁଝର,୨୧ା୧: ଅତ୍ୟାଧୁନିକ ଜ୍ଞାନ କୌଶଳରେ ଏକ ଦୁଇ ମହଲା କୋଠାଘରକୁ ୨ଫୁଟ ଉପରକୁ ଉଠାଯିବା ଘଟଣା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି। ବିହାର ଅଞ୍ଚଳର ପପୁ ଯାଦବ ଏବଂ ତାଙ୍କ ସାଥୀଙ୍କ ସହଯୋଗରେ ଜେକ ଲଗାଇ ଏହି ଘରକୁ ଉଠାଯାଇଛି। ଏହା…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ,୨୧।୧: ପାକିସ୍ତାନ ପକ୍ଷରୁ ଗୁରୁବାର ପୁଣି ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଛି। ଏଥିରେ ଭାରତର ଜଣେ ଯବାନ ଶହୀଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଏହି ଘଟଣା ଘଟିଛି। ଶହୀଦ ଯବାନ ଜଣକ ହାବିଲଦାର୍‌ ର୍ନିମଲ ସିଂହ ବୋଲି ସେନା ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri