ବଲିଉଡ୍ରେ ଡେବ୍ୟୁ କରିବେ ଇସାବେଲ
ମୁମ୍ବାଇ: ବଲିଉଡ୍ର ହିଟ୍ ନାୟିକା କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍କି ଧଡକନ । ଏବେ ତାଙ୍କ ଭଉଣୀ ଇସାବେଲ କୈଫ ବଲିଉଡ୍ରେ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳିଛି । ସେ ଫିଲ୍ମ ‘ସୁସ୍ୱାଗତମ ଖୁସାମଦିଦ’ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବେ…
ଏମିତି ବୁଲେଟ୍ ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା
ଆପଣ କେବେ କାଠର ବୁଲେଟ୍ ଦେଖିଛନ୍ତି? କିନ୍ତୁ କେରଳର ଜଣେ ଯୁବକ ଏମିତି ନିଆରା ବୁଲେଟ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ବୁଲେଟ୍ଟି ସମ୍ପୂର୍ଣ୍ଣ କାଠରେ ତିଆରି। ଏହାକୁ ଯିଏ ଦେଖୁଛି ଘଡ଼ିଏ ଅଟକି ରହିଯାଉଛି। କାରୁଲଇ କଲାମ ଅଞ୍ଚଳ ଶାଗୁଆନ…
ଜେଲରୁ ମୁକୁଳିଲେ ଅଭିନେତ୍ରୀ
ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ ମାମଲାରେ ପ୍ରାୟ ମାସେ ହେବ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଏଥିରୁ ମୁକ୍ତି ପାଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟ ପରେ ତାଙ୍କୁ ଜାମିନ ମିଳିଛି। ଡ୍ରଗ୍ସ କାରବାର ମାମଲାରେ ରାଗିଣୀଙ୍କୁ ୪ ସେପ୍ଟେମ୍ବର ୨୦୨୦ରେ ଗିରଫ…
ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..
ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍ ଟିମ୍କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍ରାଙ୍କ ଭଳି ଦିଗ୍ଗଜ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦଳ ଇତିହାସ ରଚିଥିଲା। କାମଚଳା ଅଧିନାୟକ ଅଜିଙ୍କ୍ୟ…
ଅର୍କ କୁମାର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୂଳପତି ନିଯୁକ୍ତ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ର। ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏବେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ନେସ୍ ଆଡମିନିଷ୍ଟ୍ରେଶନ ପ୍ରଫେସର ଅଛନ୍ତି।
ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଭାଜପା ଏମ୍ପି ଗମ୍ଭିର
ନୂଆଦିଲ୍ଲୀ,୨୧ ।୧: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଚାନ୍ଦା ଏକାଠି କରାଯାଉଛି । ଭାରତୀୟ ଜନତା ପାର୍ଟି(ଭଜାପା)ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭିର ଏଥିପାଇଁ ୧ କୋଟି ଟଙ୍କା ଦାନ…
ଦୁର୍ଘଟଣାରେ ଚାଲିଗଲା ମା’, ଝିଅଙ୍କ ଜୀବନ; ବାପା ଗୁରୁତର
ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲା ଭେଡେନ ବ୍ଲକ ବୁର୍ଦ୍ଦା ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାମୁହିଁ ଧକ୍କା ହେବାରୁ ବାଇକ୍ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ମା, ଝିଅଙ୍କ…
ବାଗଦାଦ ଆତ୍ମଘାତି ବିସ୍ଫୋରଣ: ୮ ମୃତ ୧୫ ଆହତ
ବାଗଦାଦ,୨୧ ।୧: ଇରାକର ରାଜଧାନୀ ବାଗଦାଦରେ ଗୁରୁବାର ଏକ ଆତ୍ମଘାତି ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଅନେକେ ଗୁରୁତର ଥିବା…
ପାକିସ୍ତାନ କ୍ଷେପଣାସ୍ତ୍ର ପାଲଟିଲା ବୁମେରାଂ
ଇସଲାମାବାଦ୍, ୨୧।୧: ପାକିସ୍ତାନ ପକ୍ଷରୁ ଶାହିନ୍-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ତେବେ ଏହା ବୁମେରାଂ ପାଲଟିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ବହୁ ଲୋକ ଆହତ ହୋଇଛନ୍ତି। ପରୀକ୍ଷଣ ବାଲୁଚିସ୍ତାନର ଡେରା ଗାଜି ଖାଁସ୍ଥିତ ରାଖିଠାରେ କରାଯାଇଥିଲା। ଏହା ଡେରା ବୁଗ୍ତି…
ପୋଖରୀ ହୁଡ଼ାରେ ପଡ଼ି ରହିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ: ପହଞ୍ଚିଲା ଭୋଗରାଇ ପୋଲିସ
ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଫୁଲ୍ବଣି ଗ୍ରାମର ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଶାନ୍ତି ମଣ୍ଡଳ, ବାସନ୍ତି ମଣ୍ଡଳ। ଘରୋଇ କଳହ କାରଣରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା…
ଆସୁଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍ମେଟ୍’
ପ୍ରେମକୁ ଆଧାର କରି ଏକ ଭିନ୍ନ ଧରଣର ଓଡ଼ିଆ ସିନେମା ନିର୍ମିତ ହେବାକୁ ଯାଉଛି, ଯାହାର ଟାଇଟଲ ରହିଛି ‘ପ୍ରେମ ସାଥୀ-ଦ ଟ୍ରୁ ଲଭ୍ମେଟ୍’। ନବାଗତ ପ୍ରଯୋଜକ ସତ୍ୟବ୍ରତ ଜେନା ଏବଂ ଜଗନ୍ନାଥ ପାଣିଙ୍କ ପ୍ରଯୋଜନାରେ ଏହାର ପ୍ରାରମ୍ଭିକ କାମ ଶେଷ…
ଏହି ହ୍ୟାଣ୍ଡସମ୍ଙ୍କ ପ୍ରେମରେ ପଡ଼ିଛନ୍ତି ବୋଲ୍ଡ ନିଆ ଶର୍ମା, ଲୁଚାଛପାରେ ଚାଲିଛି…
ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ଅଭିନେତା ରାହୁଲ ସୁଧୀରଙ୍କୁ ସେ ଦୀର୍ଘଦିନରୁ ଡେଟ୍ କରୁଛନ୍ତି। ନିଆ ଉଭୟଙ୍କ ସମ୍ପର୍କକୁ ଲୁଚାଇ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ଏବେ ଲୁଚାଛପାରେ ସବୁକିଛି ଚାଲିଛି। ଖୁବ୍ଶୀଘ୍ର ସେମାନେ ଅଫିସିଆଲି ପ୍ରଶଂସକଙ୍କୁ…
Archives


