Posted inଫୁରସତ

ବେଦୀରେ ମନ୍ତ୍ର ପଢ଼ି ଥକି ଗଲେ ପଣ୍ଡିତ, ଶେଷରେ ବରକନ୍ୟା କଲେ ଏମିତି; ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ବିବାହ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓରେ ବିବାହ ବେଦୀରେ ଅଗ୍ନି ସାମ୍ନାରେ ବସିଛନ୍ତି ବରକନ୍ୟା। ପଣ୍ଡିତ ବିବାହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଶେଷରେ ପଣ୍ଡିତ ମନ୍ତ୍ର ପଢ଼ି ପଢ଼ି ଥକି ପଡ଼ିବାରୁ କିଛି ସମୟ ଆରାମ କରିବାରେ ଲାଗିଲେ। ବେଦୀରେ ବସିଥିବା ବରକନ୍ୟା ଉପାୟ ନ ପାଇ ଟାଇମ୍‌ ପାସ୍‌ କରିବାରେ ଲାଗିଲେ।

ଭିଡିଓରେ ଦେଖିବେ ବରକନ୍ୟା ବିବାହ ବେଦୀରେ ବସିଥିବା ବେଳେ ଆଖପାଖରେ କିଛି ଲୋକ ବସିଛନ୍ତି। ବରକନ୍ୟା ବେଦୀରେ ଏତେ ସମୟ ବସି ବସି ବୋର୍‌ ହୋଇଗଲେଣି। ପଣ୍ଡିତ ଥକି ବସିପଡ଼ିବାରୁ ସେମାନେ ମଧ୍ୟ ଏକ ବୋତଲ ଆଣି ଖେଳିବାରେ ଲାଗିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଲୋକେ ବାରମ୍ବାର ଏହି ଭିଡିଓକୁ ଦେଖୁଛନ୍ତି।

ୟୁଜରମାନେ ଭିଡିଓ ଦେଖି ମଜାଳିଆ କମେଣ୍ଟ୍‌ ବିି ସବୁ ଦେଇଛନ୍ତି। ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୬୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ବାସ୍‌ ଏଇଆ ହିଁ କରିବାର ଥିଲା। ଆଉ ଜଣେ ୟୁଜର ଲେଖିଛନ୍ତି, ଆମେ ତ ଚଢ଼େଇ ଉଡ଼ିଯିବା ଖେଳ ଖେଳିବୁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଚିକେନ ନଗେଟ୍‌ : ପ୍ୟାକେଟରେ ଥିଲା ଏମିତି କିଛି…

ଯଦି ଅନ୍‌ଲାଇନ୍ରେ‌ କିଛି ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଡ୍‌ସ୍‌, ଇଂଲଣ୍ଡର ଲିଲି ଡେଣ୍ଟନ ନାମକ ମହିଳା ଅନ୍‌ଲାଇରେ ଏକ ସାଇଡ୍‌ରୁ...

ଯିଏ ପକାଇଥିଲେ ଏସିଡ୍‌, ତାଙ୍କୁ ହେଲେ ବାହା

ତୁର୍କୀ,୨୬ା୧୨: ତୁର୍କୀର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଉଦାରତା ଏବେ ଚର୍ଚ୍ଚାରେ ରହିଛିି। ଯେଉଁ ଯୁବକ ତାଙ୍କ ମୁହଁକୁ ଏସିଡ୍‌ ପକାଇଥିଲେ ସେହି ଯୁବକଙ୍କୁ ବିବାହ...

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ସମୁଦ୍ର ମଧ୍ୟରେ ଶୋଇଛି ୭୫ ଫୁଟ ଲମ୍ବର ବିଶାଳକାୟ ଜୀବ: ଲୋକେ ହେଲେ ଆଶ୍ଚର୍ଯ୍ୟ

ବେଳେବେଳେ ସମୁଦ୍ର ବିଷୟରେ ଅନେକ କୌତୁହଳପୂର୍ଣ୍ଣ ସୂଚନା ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଆସିଥାଏ। ସେଥିରୁ ଅନେକ ଘଟଣାକୁ କଳ୍ପନା କରି ହୁଏ ନାହିଁ। ସୋସିଆଲ ମିଡିଆରେ...

୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, ତାଙ୍କ ପାଖରେ ନାହିଁ କରୋନା ଖବର

୨୦୨୦ରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଏହା କେବଳ ଲୋକଙ୍କ ଜୀବନ ନେଇନାହିଁ ଅନେକ କ୍ଷତି ମଧ୍ୟ ଘଟାଇଛି। କିଛି ଲୋକଙ୍କ ମାନସିକ...

ଦୀର୍ଘବର୍ଷ ବଞ୍ଚିବା ପାଇଁ ଏହି ବ୍ୟକ୍ତି ଥରକୁ ଖର୍ଚ୍ଚ କରୁଛନ୍ତି ଏତିକି ଟଙ୍କା, ଜାଣିଲେ…

ଆମେରିକାର ଜଣେ କୋଟିପତି ତଥା ବ୍ୟବସାୟୀ ୧୮୦ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା...

ବଙ୍ଗ ନବାବମହଲ ଅଳଙ୍କାରରେ କୁଳତୁଙ୍ଗମାଢ଼

ଇତିହାସରେ ବର୍ଣ୍ଣିତ ଅଛି ଗଜପତି ନରସିଂହ ଦେବ ଲକ୍ଷ୍ମଣାବତୀ ଆକ୍ରମଣ କରିବା ପରେ ବଙ୍ଗ ନବାବ ତୁହ୍ମାନ ଖଁା ପ୍ରାଣରକ୍ଷା କରିବାକୁ ପଳାୟନ କରିଥିଲେ। ବାୟାଚକଡ଼ା...

ପୁରୁଣା ଟାୟାରରୁ ସୁନ୍ଦର ଜୋତା

ଅଦରକାରୀ ଜିନିଷକୁ କେବେ ହେୟ ମନେକରିବା ଉଚିତ ନୁହେଁ। କାରଣ ସେଥିରୁ ବି ବହୁ ଦରକାରୀ ଜିନିଷ ତିଆରି ହୋଇପାରେ। ଠିକ୍‌ ଯେମିତି ପୁଣେର ୨୮...

Advertisement
Archives

Model This Week