Home Left

କମୁଛି ଜଳ, ବଢୁଛି ଦୁଃଖ

ଖଇରା, ୨୯।୫ (ଡି.ଏନ.ଏ.)-ବାତ୍ୟା ୟାସ୍‌ ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ ବ୍ୟାପକ କ୍ଷତି ଘଟିଛି। କେଉଁଠି ବ୍ୟବସାୟୀଙ୍କ ଦୋକାନରେ ପାଣି ପଶି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି ତ ଆଉ କେଉଁଠି ଘରେ ପାଣି ପଶି ବର୍ଷକର…

ଷ୍ଟେଜ୍‌ ୧୯ ଜିତିଲେ ସିମନ ୟେଟ୍ସ

ରୋମ୍‌, ୨୯ା୫:ଗ୍ରେଟ୍‌ ବ୍ରିଟେନର ସିମନ ୟେଟ୍ସ (ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌) ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୯ତମ ଷ୍ଟେଜ୍‌ ଜିତିଛନ୍ତି। ଆବିଏଟ୍‌ଗ୍ରାସୋଠାରୁ ଆଲ୍ପ ଡି’ ମିରା ପର୍ଯ୍ୟନ୍ତ ୧୬୬ କିଲୋମିଟର ବିଶିଷ୍ଟ ଏହି ମାଉଣ୍ଟେନ ଷ୍ଟେଜ୍‌କୁ ସେ ୪ ଘଣ୍ଟା…

ସ୍ବାମୀଙ୍କ ଏମିତି ପୋଷ୍ଟ ଦେଖି ରହିପାରିଲେନି ଏହି ଅଭିନେତ୍ରୀ: ସିଧା କହିଲେ ବେଡ୍‌କୁ ଆସ, ପରେ ୟୁଜର୍ସ ଲେଖିଲେ ଏମିତି

ବଲିଉଡ ଅଭିନେତ୍ରୀ ତଥା ଫ୍ୟାଶନ୍‌ ସେନ୍ସେଶନ ସୋନମ କପୁର ତାଙ୍କ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ଅନେକ ସମୟରେ ସେ ସ୍ବାମୀଙ୍କ ସହ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସେ…

ଖାଲି ମଣିଷ ନୁହେଁ, ହାତୀକୁ ଦେଖି କେମିତି ଦୌଡ଼ୁଛି ବାଘ ଦେଖନ୍ତୁ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହାତୀ ଆସୁଥିବା ବେଳେ ବାଘଟି ରାସ୍ତାରେ ଶୋଇଥିବା ଦେଖିବାକୁ…

ଗାଡ଼ି ଯାଞ୍ଚ ବେଳେ ଗୁଳି ଭର୍ତ୍ତି ବନ୍ଧୁକ ସହ ଚାଳକ ଗିରଫ

ଝାରସୁଗୁଡା ଅଫିସ୍‌,୨୮।୫: ଝାରସୁଗୁଡା ଜିଲା ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ ଶୁକ୍ରବାର ସନ୍ଧ୍ୟାରେ ଲକ୍‌ଡାଉନ ପାଇଁ ସ୍ଥାନୀୟ ସ୍ବାଧୀନ କମ୍ପ୍ଲେକ୍ସ ନିକଟରେ ଯାନବାହାନ ଯାଞ୍ଚ କରୁଥିଲେ। ସେତିକିବେଳେ ଜଣେ ବାଇକ୍‌ ଚାଳକ ପହଞ୍ଚି ଥିଲେ। ପୋଲିସ ଯାଞ୍ଚ ବେଳେ ତାଙ୍କଠାରୁ…

ଫିଲ୍ମ ଷ୍ଟାଇଲରେ ଦ୍ୱିପ୍ରହରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା

ଭରତପୁର (ରାଜସ୍ଥାନ),୨୮ା୫- ପୂରା ଫିଲ୍ମ ଷ୍ଟାଇଲରେ ସ୍ପଷ୍ଟ ଦିବାଲୋକରେ ଡାକ୍ତର ଦମ୍ପତିଙ୍କୁ ଗାଡ଼ି ଭିତରେ ଗୁଳିକରି ହତ୍ୟା କରିଛନ୍ତି ଦୁଇ ଦୁର୍ବୃତ୍ତ। ରାଜସ୍ଥାନର ଭରତପୁର ଜିଲାର ନିମଦା ଗେଟ ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଘଟିଛି ଏହି ହତ୍ୟାକାଣ୍ଡ। ଡ. ସୁଦୀପ ଗୁପ୍ତା…

ଶତ୍ରୁତାକୁ ନେଇ ପୋଲ ତଳକୁ ଠେଲିଦେଇଥିଲେ

ଦେବଗଡ଼,୨୮ା୫: ଦେବଗଡ଼ ଥାନା ଅଧୀନ ଶୁଳିଆ ପୋଲତଳୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ୨୩ ତାରିଖରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ ରିଆମାଳ ଥାନା ଧଉରାଗୋଠ ଗ୍ରାମର ଉପେନ୍ଦ୍ର ବେହେରା। ଏ ନେଇ ମୃତକଙ୍କ ପୁଅ…

 ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ୟୁରୋପରେ ଫାଇଜରକୁ ମିଳିଲା ଅନୁମତି

ଦ ହେଗ (ନେଦରଲାଣ୍ଡ୍ସ),୨୮ା୫- ୧୨ରୁ ୧୫ ବର୍ଷର ପିଲାଙ୍କ ଠାରେ ଫାଇଜର/ବାୟୋଏନ୍‌ଟେକ୍‌ର କରୋନା ଭାଇରସ ଟିକାକୁ ବ୍ୟବହାର ଲାଗି ଶୁକ୍ରବାର ଅନୁମତି ଦେଇଛି ୟୁରୋପର ଡ୍ରଗ ଓ୍ବାଚଡଗ। ଏହି ବୟସ ବର୍ଗଙ୍କ ପାଇଁ ଅନୁମତି ପାଇବାରେ ଫାଇଜର ବିଶ୍ୱରେ ପ୍ରଥମ ଟିକା।…

ନବଜାତ ଶିଶୁଙ୍କ ଚିକିତ୍ସାରେ ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୮ା୫: ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ) ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ୧୫ଟି ଦିଗରେ ଉନ୍ନତ ପ୍ରଦର୍ଶନକୁ ବିଚାରକୁ ନେଇ ଏହି ସମ୍ମାନ ନିମନ୍ତେ…

ଗଣବଳାତ୍କାର ମାମଲା: ୨ ଅଭିଯୁକ୍ତଙ୍କୁ ଗୁଳି କଲା ପୋଲିସ

ବେଙ୍ଗାଲୁରୁ,୨୮ା୫- କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଗଣବଳାତ୍କାର ମାମଲାରେ ଗିରଫ ହୋଇଥିଲେ ୬ ବାଂଲାଦେଶୀ। ଶୁକ୍ରବାର ପୋଲିସ ସେମାନଙ୍କୁ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ପାଇଁ ଘଟଣାସ୍ଥଳକୁ ନେଇଥିଲା। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୋଲିସକୁ ଆକ୍ରମଣ କରି ଖସିବାକୁ ଉଦ୍ୟମ କରିଥିଲେ।…

ବୋହୂ କରୋନା ଆକ୍ରାନ୍ତ ହେବା ପରେ ଘରୁ ମିଳିଲା ଶାଶୁ-ଶ୍ୱଶୁରଙ୍କ ମୃତଦେହ

ବ୍ରଜରାଜନଗର,୨୮ା୫: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା କାଳୀନଗର କଲୋନୀ ଏକ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ ଉକ୍ତ କ୍ୱାର୍ଟର୍ସରେ ସଦାନନ୍ଦ ବିଶ୍ୱାଳ (୮୦) ଓ ତାଙ୍କର ସ୍ତ୍ରୀ ମାୟା ବିଶ୍ୱାଳ ପୁଅ…

ଫିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବ୍ରେକଫାଷ୍ଟ ବିଲର ତଦନ୍ତ ହେବ

ହେଲସିନ୍‌କି,୨୮।୫: ଟିକସଦାତାଙ୍କ ଟଙ୍କାରେ ଫିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ବ୍ରେକଫାଷ୍ଟରେ ରିହାତି ଦିଆଯାଉଥିବା ଅଭିଯୋଗ ଆସିଛି। ଏହାର ତଦନ୍ତ କରାଯିବ ବୋଲି ପୋଲିସ ଶୁକ୍ରବାର ଘୋଷଣା କରାଯାଇଛି। କେସାରାଣ୍ଟା ବାସଭବନରେ ରହୁଥିବା ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ପରିବାରର ବ୍ରେକଫାଷ୍ଟ ବାବଦକୁ ମାସିକ ୩୦୦ ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?