Home Left

ବଜେଟ ଦିନ ଚାଷୀଙ୍କ ସଂସଦ ଭବନ ପଦଯାତ୍ରା

ନୂଅ।ଦିଲ୍ଲୀ, ୨୬।୧ (ପି.ଟି.): ସାଧାରଣତନ୍ତ୍ର ଦିବସରେ ଅ।ନ୍ଦୋଳନରତ ହଜାର ହଜାର ଚାଷୀ ଦିଲ୍ଲୀରେ ଟ୍ରାର ରାଲି କରିବାକୁ ଯାଉଥତ୍ବାବେଳେ ଫେବୃୟାରୀ ୧ ବଜେଟ ଉପସ୍ଥାପନ ଦିନ ସେମାନେ ପାର୍ଲାମେଣ୍ଟ ଭବନ ଅଭିମୁଖେ ପଦଯାତ୍ରାରେ ବାହାରିବେ ବୋଲି ସୋମବାର ଘୋଷଣା କରିଛନ୍ତି। ୩…

ଇ-ଭୋଟର ପରିଚୟପତ୍ର ଜାରି

ନୂଅ।ଦିଲ୍ଲୀ, ୨୬ା୧ (ପି.ଟି.): ଭାରତର ନିର୍ବାଚନ କମିଶନ ସୋମବାର ଭୋଟର ଫଟୋ ପରିଚୟପତ୍ରର ଇଲେ୍ରୋନିକ୍ ଭର୍ସନ (ଇ-ଭୋଟର କାର୍ଡ) ଜାରି କରିଛନ୍ତି। ଏହି ଡିଜିଟାଲ ପରିଚୟପତ୍ରକୁ ଭୋଟର ନିଜ ମୋବାଇଲ ଫୋନ୍ରେ ଷ୍ଟୋର କରିବା ସହ ବ୍ୟକ୍ତିଗତ କମ୍ପୁ୍ୟଟରରେ ଡାଉନ୍ଲେଡ୍ କରିହେବ।…

ସୈନ୍ୟ ପ୍ରତ୍ୟାହାର ଲାଗି ସହମତି

ନୂଆଦିଲ୍ଲୀ, ୨୬ା୧ (ପି.ଟି.): ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅନ୍ତର୍ଗତ ଅଞ୍ଚଳରେ ଦୀର୍ଘ ୯ ମାସ ହେଲା ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥତ୍ବାବେଳେ ଅଚଳାବସ୍ଥା ଦୂର ପାଇଁ ଉଭୟ ପକ୍ଷର ସେନା…

ହିନ୍ଦୁ ଦେବତାଙ୍କୁ ଥଟ୍ଟା ଅଭିଯୋଗ: ଅଭିନେତା ଗିରଫ

ମୁମ୍ବାଇ, ୨୬ା୧: ହିନ୍ଦୁ ଦେବଦେବୀଙ୍କୁ ଥଟ୍ଟା କରିବା ଅଭିଯୋଗରେ ଭାରତୀୟ ହାସ୍ୟ ଅଭିନେତା ମୁନାଓ୍ବର ଫାରୁକିଙ୍କୁ ଗିରଫ କରାଯାଇଛି। ତେବେ ଯେଉଁ ଶୋରେ ସେ ଏପରି କରିଥତ୍ବା ଅଭିଯୋଗ ହୋଇଛି । ସେଠାରେ ସେ ଅ।ଦୌ ଯୋଗ ଦେଇ ନ ଥତ୍ଲେ।…

ପୁସ୍ତକ ଅସୁମାରି ସ୍ବପ୍ନ ସମାଜ ପାଇଁ ଆଲୋକ ବର୍ତ୍ତିକା

ସୋନପୁର,୨୬ା୧(ନି.ପ୍ର.) – ପୁସ୍ତକ ଅସୁମାରି ସ୍ବପ୍ନ ଏକ ପ୍ରବନ୍ଧ ସଙ୍କଳନ। ଏହା ସମାଜରେ ସୁଧାର ଆଣିବ। ସମସାମୟିକ ସାମାଜିକ ସମସ୍ୟା ସମ୍ପର୍କରେ ଏଥିରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଶିଶୁ ଅଧିକାର, ସୁରକ୍ଷା, ବାଲ୍ୟ ବିବାହ ଓ ପ୍ରାଥମିକ ଶିକ୍ଷା ସମ୍ପର୍କିତ…

ଦୁର୍ଘଟଣାର ଦ୍ରୁତଗତି

ଅମିତ କୁମାର ସାମଲ ଅନୁଗୋଳ ଅଫିସ,୨୬ା୧- କରୋନା ସଂକ୍ରମଣ ରୋକିବାକୁ ଗତବର୍ଷ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଥିଲା। ଫଳରେ ୨୦୨୦ରେ ରାଜ୍ୟର ଅନେକ ଜିଲାରେ ସଡ଼କ ଦୁର୍ଘଟଣା ପୂର୍ବାପେକ୍ଷା ହ୍ରାସ ପାଇଛି। କିନ୍ତୁ ଅନୁଗୋଳ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ଭାଇଚାରାର ପରମ୍ପରା ‘ଜୁଗିନୀଗିଡି’

ବାରିପଦା ଅଫିସ,୨୬।୧-ଭାରତୀୟ ସଂସ୍କୃତିର ଆଦି ନିର୍ମାତା ଭାବେ ଆଦିବାସୀମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଜାବୁଡ଼ି ଧରିଥାନ୍ତି। ଏହାମଧ୍ୟରେ ‘ଜୁଗିନୀଗିଡି’ ହେଉଛି ସେମାନଙ୍କର ଅନନ୍ୟ ଏକ ପରମ୍ପରା। ଏହି ପରମ୍ପରାରେ ରହିଛି ଭାଇଚାରା, ସ୍ବଚ୍ଛତା, ସାମାଜିକ ଚଳଣୀ ଓ ପରିବେଶ ସୁରକ୍ଷାର…

ଫୁଟ୍‌ବଲ ପାଇଁ ଦୁଃଖଦ ଦିନ: ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଫୁଟ୍‌ବଲରଙ୍କ ଜୀବନ

ରିଓ ଡି’ଜେନିରୋ, ୨୫ା୧- ବ୍ରାଜିଲିଆନ କ୍ଲବ ପାମାସର ୪ ଜଣ ଫୁଟବଲ ଖେଳାଳି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ ଏହି ଖେଳାଳିମାନେ ଏକ ପୃଥକ୍‌ ବିମାନରେ ଗୁଏନାକୁ ଯାଉଥିଲେ। ସେଠାରେ ଭିଲା ନୋଭା…

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ରେଡ୍‌ ୮ ଉଇକେଟରେ ୟେଲୋକୁ ପରାସ୍ତ କରିଛି। ପୂର୍ବରୁ ୨ଟି ମ୍ୟାଚରେ…

ଏସ୍‌ଆର ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୬ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲର ତନ୍ମୟ ୪.୫ ପଏଣ୍ଟ ପାଇ ତୃତୀୟ ଥର ପାଇଁ…

ଶତ୍ରୁକୁ ପରାସ୍ତ କରେ ଏହି ସାମାନ୍ୟ ଜିନିଷ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ… ସେ କହିଛନ୍ତି,…

ନାଇଟ୍‌କ୍ଲବ୍‌ରେ ପ୍ରଥମଥର ଦେଖି ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି କ୍ରିକେଟର୍‌

ଟେଷ୍ଟ କ୍ରିକେଟର ଅନ୍ୟତମ ସଫଳ ବୋଲର ହେଲେ ଇଂଲଣ୍ଡର ଜିମି ଆଣ୍ଡରସନ। ୧୫୭ଟି ମ୍ୟାଚରେ ୬୦୦ରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ସେ ବିଶ୍ୱର ଏକମାତ୍ର ପେସ୍‌ ବୋଲର୍‌। ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୫୦୦ରୁ ଅଧିକ ଉଇକେଟ ନେବାରେ କେବଳ ସ୍ପିନରମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri