ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ବରଗଡ଼ ଅଫିସ୍,୨୬।୧: ବରଗଡ଼ରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଜିଲାପାଳ…
ଦଳ ଛାଡୁଥିବା ନେତାଙ୍କୁ ଅଟକାଇବାକୁ କଂଗ୍ରେସର ‘ଡ୍ୟାମେଜ କଣ୍ଟ୍ରୋଲ’ କମିଟି
ଗୁଜରାଟ,୨୬ ।୧: ଏବେ କଂଗ୍ରେସରୁ ଜଣକ ପରେ ଜଣେ ନେତା ଦଳଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଉଛନ୍ତି । ଯାହା ଫଳରେ ଗୁଜରାଟରେ ଦିନକୁ ଦିନ ଦୁର୍ବଳ ହୋଇ ପଡିଛି କଂଗ୍ରେସ । ଗୁଜରାଟରେ ଆଗକୁ ନିର୍ବାଚନ ଥିବା ବେଳେ…
ହିଟଲର-ଟ୍ରମ୍ପ୍ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ
ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର ତ୍ରିପାଠି…
ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧିତ ହେଲେ କରୋନା ଯୋଦ୍ଧା
ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ଜିଲା ଷ୍ଟାଡିୟମ୍ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲାର…
ସାଧାରଣତନ୍ତ୍ର ଦିବସରେ ଏମିତି ଟୁଇଟ୍ କରି ହୃଦୟ ଜିତିଲେ ସେହ୍ବାଗ
ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଖେଳ, ବଲିଉଡ୍ ସେଲିବ୍ରିଟିମାନେ ଦେଶବାବସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ପୂର୍ବତନ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ। ସେ ସାଧାରଣତନ୍ତର…
ମହିଳାଙ୍କ ପାଇଁ ସୁପରଫୁଡ
ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ହର୍ମୋନରେ ପରିବର୍ତ୍ତନ ହୋଇଥାଏ ତେଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପୋଷଣର ଅାବଶ୍ୟକ ପଡ଼ିଥାଏ ଏହି ଦୃଷ୍ଟିରୁ ମହିଳାଙ୍କ ପାଇଁ କିଛି ଖାଦ୍ୟ ସୁପରଫୁଡ୍ ଭଳି ହୋଇଥାଏ ସେସବୁକୁ ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ… ଲୋ…
ଖାଦ୍ୟ ରୁଚି : ଅଟା କେକ୍
ଆବଶ୍ୟକ ସାମଗ୍ରୀ- ଅଟା- ଏକ କପ୍, ଚିନି – ଏକ କପ୍, ରିଫାଇନ୍ ତେଲ କିମ୍ବା ବଟର- ୧/୪ କପ୍, ଦହି- ୩ ରୁ ୪ ଛୋଟ ଚାମଚ, ଗୁଜୁରାତି(୪ରୁ ୫ଟି)- ଗୁଣ୍ଡ, ଅମୁଲ ବା ମିଲ୍କ ପାଉଡର- ୧/୪ କପ୍,…
ଗଞ୍ଜାମ ବ୍ଲକରେ ଅଗ୍ନିକାଣ୍ଡ: ଜଳିଗଲା ୬ ବଖରା
ଗଞ୍ଜାମ, ୨୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ପୋଇରାଶି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ଟି ବଖରା ସମ୍ପୂର୍ଣ ଜଳିଯାଇଛି l ଖବର ପାଇ ଦମକଳ ଗାଡି ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…
ବଦଳିଗଲା ପେସା
ପାଠ ପଢ଼ା ସମୟରେ ସମସ୍ତେ କିଛି ନା କିଛି ଲକ୍ଷ୍ୟ ରଖତ୍ ସେହି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିଥାନ୍ତି ା କେତେଜଣ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି ତ ଅାଉ କେତେଜଣଙ୍କ ଭାଗ୍ୟରେ ବିଡମ୍ବନା ଘଟେ, ପ୍ରତିକୂଳ ପରିସ୍ଥିତି ଓ ନୂଅା କିଛି…
ପୂଜାରାଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଅଶ୍ୱିନ୍: ଏମିତି କରିଦେଲେ ଫାଳେ ନିଶ କାଟିଦେବି
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ୍ ନିଜ ସାଥୀ ଖେଳାଳି ଚେତେଶ୍ୱର ପୂଜାରାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ଯଦି ପୂଜାରା ତାଙ୍କର ଚ୍ୟାଲେଞ୍ଜ ପୂରଣ କରିଦେଲେ ତେବେ ମୁଁ ଫାଳେ ନିଶ କାଟିଦେବି…
ଫଳ ଚୋପାରୁ ସୌନ୍ଦର୍ଯ୍ୟ
ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି କିନ୍ତୁ ପ୍ରାକୃତିକ ଉପାୟରେ କିଭଳି ବିଭିନ୍ନ ପ୍ରକାରର ଫଳ ଚୋପାରୁ ବି ସୌନ୍ଦଯର୍ୟ ବୃଦ୍ଧି କରିହେବ ଜାଣି ରଖନ୍ତୁ ଡାଳିମ୍ବ ଚୋପା- କେଶକୁ ମୁଲାୟମ ତଥା…
୪୦ କୋଟି ୟୁଜରଙ୍କ ଡାଟା ଚୋରି କରିଛି ଟେଲିଗ୍ରାମ୍ ଆପ୍
ନୂଆଦିଲ୍ଲୀ, ୨୬।୧: ଟେଲିଗ୍ରାମ୍ ଆପ୍ ଦ୍ୱାରା ଦେଶର ୪୦ କୋଟି ୟୁଜରଙ୍କ ଡାଟା ଚୋରି ହୋଇଛି। ଏହି ଆପ୍ ମାଧ୍ୟମରେ ଫେସ୍ବୁକ୍ ୟୁଜରଙ୍କ କଣ୍ଟେଟ୍ ସମ୍ପର୍କିତ ବିସ୍ତୃତ ତଥ୍ୟ ଚୋଲାଇ ନିଆଯାଇଛି। ହ୍ୟାକର ରିସର୍ଚ୍ଚ ସର୍ଚ୍ଚ ଟ୍ରିକ୍ ଦ୍ୱାରା ଫେସ୍ବୁକ୍ ଆଇଡି…
Archives


