Posted inଫୁରସତ

ଭିନ୍ନ ଷ୍ଟାଇଲ୍‌ରେ ବାଳକର କେଶ କାଟିଲେ ‘ଦ ଗ୍ରେଟ୍‌ ଖଲି’, ଭିଡିଓ ଭାଇରାଲ ପରେ…

ଡବ୍ଲ୍ୟୁଡବ୍ଲ୍ୟୁଇରେ ଯେତେବେଳେ ଭାରତୀୟ ରେସଲରଙ୍କ କଥା ଆଲୋଚନା ହୁଏ ସେତେବେଳେ ନିଶ୍ଚିତ ଗ୍ରେଟ୍‌ ଖଲିଙ୍କ ନାଁ ଆଗକୁ ଆସେ। ତାଙ୍କର ଅସଲ ନାଁ ଦିଲୀପ ସିଂ ରାଣା। ଖଲିଙ୍କର ଭାରତରେ ଲକ୍ଷ ଲକ୍ଷ ଫଲୋଅର୍ସ।

ଦ ଗ୍ରେଟ୍‌ ଖଲି ଇନ୍‌ଷ୍ଟାଗ୍ରାମରେ କିଛି ନା କିଛି ଭିନ୍ନ ଧରଣର ପୋଷ୍ଟ କରିଥାନ୍ତି। ଏହା ସହିତ ନିଜର ଦିନଚର୍ଯ୍ୟା ବି ଶେୟାର କରିଥାନ୍ତି। ଏବେ ଏକ ପୋଷ୍ଟ ଶେୟାର କରିଛନ୍ତି ଯାହା ଖୁବ୍‌ ଚର୍ଚ୍ଚା ହେଉଛି। ଏମିତିକି ଖଲିଙ୍କ ଫଟୋ କି ଭିଡିଓ ପୋଷ୍ଟ ହେବାର ମାତ୍ର କିଛିକ୍ଷଣ ମଧ୍ୟରେ ଏହା ତୀବ୍ର ବେଗରେ ଭାଇରାଲ ହୋଇଥାଏ।

ଖଲି ଏବେ ଯେଉଁ ଭିଡିଓ ଶେୟାର କରିଛନ୍ତି, ଏଥିରେ ସେ ଜଣେ ବାଳକଙ୍କ କେଶ କାଟୁଥିବା ନଜର ଆସିଛନ୍ତି। ଭିନ୍ନ ଷ୍ଟାଇଲ୍‌ରେ ସେ କେଶ କାଟୁଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖି ଜଣେ ୟୁଜର ଲେଖିଛନ୍ତି, ତାଙ୍କ କେଶକୁ ବାଥ୍‌ରୁମ୍‌ ବ୍ରଶ ତିଆରି କରିଦିଅ। ଆଉ ଜଣେ ୟୁଜର ଲେଖିଛନ୍ତି, ଫୁଙ୍କି କି ଲଣ୍ଡା କରିଦିଅ।

ହିମାଚଳ ପ୍ରଦେଶରେ ରହୁଥିବା ଖଲି କେବଳ ନିଜର ବିଶାଳ ଚେହେରାକୁ ନେଇ ବେଶ୍‌ ପ୍ରସିଦ୍ଧ। ଡବ୍ଲ୍ୟୁଡବ୍ଲ୍ୟୁଇର ରିଙ୍ଗଠାରୁ ଖଲି ବର୍ତ୍ତମାନ ଦୂରେଇ ରହୁଥିଲେ ହେଁ ତାଙ୍କ ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା କମ୍‌ ନାହିଁ। ଖାଲି ସୋସିଆଲ ମିଡିଆ ନୁହେଁ ସେ ସବୁବେଳେ ଲୋକଙ୍କ ହୃଦୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri