Home Left

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ଲୁଟିନେଲେ ୧ ଲକ୍ଷ ୬୦ ହଜାର

ପଦ୍ମପୁର(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ଲୁଟ୍‌ ହୋଇଛି। ବାସୁଦେବପୁର ବ୍ଲକ ଅଧୀନ ରଘୁପୁର ଗ୍ରାମର ଶରତ ବେହେରା ବ୍ୟାଙ୍କରୁ ଟଙ୍କା ଉଠାଇ ମେଡିକାଲ ସାମ୍ନାକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବକ ବାଇକ୍‌ରେ ଆସି…

ଜାତୀୟ ପତାକାକୁ ଅସମ୍ମାନ କଲେ ଅଙ୍ଗନଓ୍ବାଡି ଦିଦି: ରାତିସାରା ଉଡ଼ିଲା ତ୍ରିରଙ୍ଗା

ପାଟଣା,୨୭।୧(ସ୍ବ.ପ୍ର.): ସାରାଦେଶରେ ମଙ୍ଗଳବାର ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତେବେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଡିକାପଦା ଗ୍ରାମ ପଞ୍ଚାୟତ ଗୋହିରା ସାହି ଅଙ୍ଗନଓ୍ବାଡି କେନ୍ଦ୍ରରେ ଜାତୀୟ ପତାକା ରାତିସାରା ଉଡିଛି। ଏହି ଦିବସକୁ ଅସମ୍ମାନ ଘଟଣା ସ୍ଥାନୀୟ ଅଞ୍ଚଳରେ…

ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ ଏହି ଦୁଇଜଣଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫଳରେ କିଛିବର୍ଷ ଧରି ଦୁହେଁ କଥାବାର୍ତ୍ତା…

ରୋହିତଙ୍କ ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୨୭।୧: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ  ଅନୁଷ୍କା ଶର୍ମା। ଟିମ୍‌ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍‌ ଲଣ୍ଡନରେ ଭାରତର ହାଇ କମିଶନରଙ୍କୁ ଭେଟିବାକୁ ଯାଇଥିଲା । ଏହି ସମୟରେ ଅନୁଷ୍କା ବିରାଟଙ୍କ ସହ…

ବିବାହ ପରେ ପ୍ରଥମଥର ପ୍ରଶଂସକଙ୍କୁ ଟୁଇଟ୍‌ କଲେ ବରୁଣ, ଲେଖିଲେ ଏମିତି କଥା…

ମୁମ୍ବାଇ : ବଲିଉଡ୍‌ ଅଭିନେତା ବରୁଣ ଧାଓ୍ବନ ଗତ ୨୪ ତାରିଖରେ ତାଙ୍କର ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଦୁହେଁ ଦୁହିଁଙ୍କୁ ଦୀର୍ଘଦିନରୁ ଡେଟ୍‌ କରୁଥିଲେ। ପ୍ରଶଂସକମାନେ ବି ଚାହିଁ…

ଘରୋଇ ମଇଦାନରେ ରୋହିତଙ୍କ ରହିଛି ଏଭଳି ରେକର୍ଡ, ଫିକା ପଡ଼ିପାରନ୍ତି ଇଂଲଣ୍ଡ ବୋଲର୍‌

ନୂଆଦିଲ୍ଲୀ,୨୭।୧: କୋଭିଡ-୧୯ ପରେ ଭାରତରେ ପ୍ରଥମ ଥର ପାଇଁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳାଯିବ। ଇଂଲଣ୍ଡର ଟିମ୍‌ ସିରିଜ୍‌ ଖେଳିବା ଲାଗି ଭାରତ ଗସ୍ତରେ ଆସିବ। ଫେବୃୟାରୀ ୫ରୁ ଚେନ୍ନାଇରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା…

ଅନ୍‌ଲାଇନ ଠକେଇ ମାମଲା: ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା,୨୭।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାରୁ ଅନ୍‌ଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶ ହମିରପୁରରୁ ୫ ସାଇବର ଠକଙ୍କୁ ଗିରଫ କରାଯାଇଛି। ମୋବାଇଲ ଫୋନ ଜରିଆରେ ଅଭିଯୁକ୍ତ ଲଟେରି ଟଙ୍କା ପୈଠ ଲୋଭ ଦେଖାଇ ଅନ୍‌ଲାଇନ୍‌ ଠକେଇ କରୁଥିଲେ। ତେବେ ଗିରଫ ୫ ଜଣ…

ବିରାଟଙ୍କୁ ନେଇ ନାସିର ହୁସେନଙ୍କ ବଡ଼ ମନ୍ତବ୍ୟ: କହିଲେ କେବଳ ତାଙ୍କ ପାଇଁ…

ନୂଆଦିଲ୍ଲୀ,୨୭।୧: ଇଂଲଣ୍ଡର ପୂର୍ବ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। କେବଳ ବିରାଟ ଭାରତର ବର୍ତ୍ତମାନର ଟିମ୍‌ ମନରେ ଉତ୍ସାହ ଭରି ଦେଇଛନ୍ତି। ଏବେର ଟିମ୍‌ ହାର୍‌ ମାନିବାକୁ ପ୍ରସ୍ତୁତ ନୁହେଁ।…

ସ୍ବାମୀ ଦେଖିଲେ ଏଭଳି ସ୍ବପ୍ନ, ସତକୁ ସତ ସ୍ତ୍ରୀ ପାଲଟିଲେ ୪୦୦ କୋଟିର ମାଲିକାଣୀ

ବିଶ୍ୱରେ କରୋନା ମହାମାରୀ ପ୍ରତ୍ୟେକ ଲୋକଙ୍କ ଆର୍ଥିକ ବ୍ୟବସ୍ଥା ପ୍ରତି ବେଶ୍‌ ପ୍ରଭାବ ପକାଇଛି। କିଛି ଲୋକଙ୍କ ଚାକିରି ମଧ୍ୟ ଚାଲିଯାଇଛି। ଆଉ କିଛି ଲୋକଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି। ଠିକ୍‌ ସେମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। କିଛି ସମୟ…

ଗାଙ୍ଗୁଲୀ ପୁଣି ହସ୍ପିଟାଲରେ ଭର୍ତ୍ତି: ଛାତିରେ ଯନ୍ତ୍ରଣା

କୋଲକାତା, ୨୭।୧: ବିବିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ବୁଧବାର ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ଆପୋଲୋ ହସସ୍ପିଟାଲ ଭର୍ତ୍ତି କରାଯାଇଛି। ଜାନୁୟାରୀ ୨ରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡ୍‌ଲାଣ୍ଡ୍‌ ହସ୍ପିଟାଲରେ…

ବିନା ମେକ୍‌ଅପ୍‌ରେ ଏମିତି ଦିଶୁଛନ୍ତି ସନ୍ନି ଲିଓନି, ଚିହ୍ନିବା କଷ୍ଟକର

ପର୍ନଷ୍ଟାର ସନ୍ନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଛନ୍ତି। ସନ୍ନି ଫିଲ୍ମ ଜିସ୍ମ ୨ରେ ବଲିଉଡରେ ପ୍ରବେଶ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ବିନା…

୧୫ ବର୍ଷ ପରେ ଯୁବତୀ ଜାଣିଲେ ସେ ଜଣେ ଯୁବକ: ମାତାପିତା ଚିନ୍ତାରେ

ପୁଣେ, ୨୭।୧: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ୧୫ ବର୍ଷ ପରେ ନିଜକୁ ଚିହ୍ନି ପାରିଛନ୍ତି। ସେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଏନେଇ ମାତାପିତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଦ୍ୱାରା ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri