Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲି: ଆଲାପନ୍‌

କୋଲକାତା, ୪ା୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ୟାସ୍‌’ କ୍ଷୟକ୍ଷତି ସମୀକ୍ଷା ବୈଠକବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲେ। ବାତ୍ୟା ପ୍ରଭାବିତ ଦିଘାଠାରେ ଆଉ ଏକ ସମୀକ୍ଷା କାର୍ଯ୍ୟକ୍ରମ ଥିବାରୁ ସେ ମମତାଙ୍କ ସହ ସେଠାକୁ ଯାଇଥିଲେ ବୋଲି ଆଲାପନ କହିଛନ୍ତି।
ମେ’ ୨୮ରେ ସାମୁଦ୍ରିକ ଝଡ଼ ‘ୟାସ୍‌’ କ୍ଷୟକ୍ଷତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରିଥିବା ସମୟରେ ମମତାଙ୍କ ସହ ଆଲାପନ ଅଧଘଣ୍ଟା ବିଳମ୍ବରେ ଆସିଥିଲେ। ଏପରି କି ଆଲାପନ ଉକ୍ତ ବୈଠକରେ ଉପସ୍ଥିତ ନ ରହି ଚାଲିଯାଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନୋଟିସ୍‌ରେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସୋମବାର ଜବାବ ଲୋଡ଼ା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜେସିବି-ଡମ୍ପର ସମେତ ୯ ଗାଡ଼ିରେ ନିଆଁ ଲଗାଇଲେ ମାଓବାଦୀ

ଦନ୍ତଓ୍ବାଡା,୨୪।୧୧: ଛତିଶଗଡ଼ ଦନ୍ତଓ୍ବାଡାରେ ମାଓବାଦୀମାନେ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଁ ସରକାରଙ୍କ...

କୋଶିୟାରୀଙ୍କ ଇସ୍ତଫା ମଞ୍ଜୁର, ନୂଆ ରାଜ୍ୟପାଳ ହେଲେ ରମେଶ ବୈସ…

ମୁମ୍ବାଇ,୧୨।୨ : ମହାରାଷ୍ଟ୍ରରେ ବିଧାନସଭା ର୍ନିବାଚନର କିଛି ମାସ ପୂର୍ବରୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରେ ପଦୀ...

ଜ୍ଞାନବ୍ୟାପି ମାମଲା, ସର୍ଭେ ଉପରେ ରୋକକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଶିବଲିଙ୍ଗ ସଂରକ୍ଷଣ-ନମାଜ ପଢ଼ିବା ଜାରି ରଖିବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୭।୫ : ଜ୍ଞାନବ୍ୟାପି ମସଜିଦର ସର୍ଭେ ଉପରେ ରୋକ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ ଏହି...

ଏହି ରାଜ୍ୟରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଲକ୍ଷ୍ନୌ,୧୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା...

‘ଫୁକ୍‌ରେ’ ଅଭିନେତା ଓଲାନୋକିଓଟନଙ୍କ ପରଲୋକ

ମୁମ୍ବାଇ ,୧୭ ।୧: ବଲିଉଡ୍ ଅଭିନେତା ଓଲାନୋକିଓଟନ ଗଲାଁବୋ ଲ୍ୟୁକସଙ୍କର ପରଲୋକ ହୋଇଛି । ସେ ବଲିଉଡ୍ ମୁଭି ‘ଫୁକ୍‌ରେ’ ଓ ‘ଫୁକ୍‌ରେ ରିଟର୍ନସ’ରେ ରୁଚା...

୪୧ ବର୍ଷ ପରେ ମା’ଙ୍କୁ ଭେଟିଲେ ପୁଅ

ଚେନ୍ନାଇ,୨୪।୧୧: ତାମିଲନାଡୁରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୪୧ ବର୍ଷ ପରେ ମା’ଙ୍କୁ ଭେଟିଛନ୍ତି ପୁଅ। ଏହି ମିଳନ ପରେ ଉଭୟ ମା’...

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଦ୍ୱିତୀୟଥର କ୍ଷମା ଆବେଦନ କଲେ ଅକ୍ଷୟ

ନୂଆଦିଲ୍ଲୀ,୯।୨: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବାକୁ ନେଇ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ...

ମୈସୁର ପ୍ୟାଲେସରେ ୧୯ ଯୋଗାସନ କରିବେ ମୋଦି

ମୈସୁର,୨୧ ।୬: ଚଳିତ ବର୍ଷ ଅଷ୍ଟମ ଅନ୍ତରାଷ୍ଟୀୟ ଯୋଗ ଦିବସରେ ସାରା ବିଶ୍ୱରେ ୨୫ କୋଟିରୁ ଅଧିକ ଲୋକ ଏକାଥରେ ଯୋଗ କରିବେ । ଚଳିତ...

Advertisement
Archives

Model This Week