ଏକ କେଜି ଆମ୍ବର ମୂଲ୍ୟ ୩ ଲକ୍ଷରୁ ଊର୍ଦ୍ଧ୍ୱ
ଆମ୍ବ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ବର୍ତ୍ତମାନ ଏହା ସବୁ ଋତୁରେ ସହଜରେ ବଜାରରେ ମିଳିଯାଉଛି। ଆଜି ଆପଣଙ୍କୁ ଆମେ ଏପରି ଏକ ଆମ୍ବ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ସବୁଠୁ ମହଙ୍ଗା। ଏହି ଆମ୍ବ ‘ତାଇୟୋ ନୋ…
ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ଋଷିକେଶଙ୍କୁ ଅଟକ ରଖିଲା ଏନ୍ସିବି
ମୁମ୍ବାଇ,୨ ।୨: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଯାଞ୍ଚ କଡାକଡି କରିଛି । ଏନ୍ସିବି ଏବେ ସୁଶାନ୍ତଙ୍କ ବନ୍ଧୁ ତଥା ସହାୟକ ନିର୍ଦ୍ଦେଶକ ଋଷିକେଶ ପାୱାରଙ୍କୁ…
କୋଭିଡ ନେଇଛି ୩୧୩ ଡାକ୍ତର, ନର୍ସ, ଆଶାକର୍ମୀଙ୍କ ଜୀବନ
ନୂଆଦିଲ୍ଲୀ,୨ ।୨: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ କୋଟି କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବି ଯାଇଛି । ଦେଶରେ ଜାନୁୟାରୀ…
ଫେବୃୟାରୀ ୬ରୁ ଯୁକ୍ତ ୨ ଫର୍ମପୂରଣ
ଭୁବନେଶ୍ୱର, ୨।୨(ବ୍ୟୁରୋ): ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ। ଅନ୍ଲାଇନ୍ରେ ପ୍ରଥମେ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଏକ୍ସ ରେଗୁଲାର ପିଲାଙ୍କ ଫର୍ମପୂରଣ କରାଯିବ।…
ଅକାଳୀ ଦଳ ନେତା ସୁଖବୀରଙ୍କ ଉପରେ ଆକ୍ରମଣ
ଜଲାଲାବାଦ୍, ୨।୨: ପଞ୍ଜାବ ଜଲାଲାବାଦ୍ରେ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି। ମଙ୍ଗଳବାର ସେ ନଗର ପରିଷଦ ନିର୍ବାଚନ ପାଇଁ ଅକାଳୀ ଦଳ ପ୍ରାର୍ଥୀଙ୍କର ନାମାଙ୍କନ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ସୁଖବୀରଙ୍କ…
ଫେବୃୟାରୀ ୧୦ରୁ ପିଜି କ୍ଲାସ ଆରମ୍ଭ
ଭୁବନେଶ୍ୱର,୨।୨(ବ୍ୟୁରୋ): ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବ ପିଜି ପାର୍ଟ- କ୍ଲାସ। ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବୃୟାରୀ ୧୦ରୁ ଆରମ୍ଭ ହେବା ନେଇ ସେ କହିଛନ୍ତି। ତେଣୁ…
କ୍ୟାନ୍ସରରେ ଆଖି ବୁଜିଲେ ଏହି ପ୍ରସିଦ୍ଧ ଅଭିନେତା
ହଲିଉଡ୍ ଅଭିନେତା ଡଷ୍ଟିନ ଡାଇମଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ତେବେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଟିଭି ଶୋ’ ‘ସେଭ୍ ବାଏ ଦ ବେଲ’ ପାଇଁ ସେ ବେଶ୍…
ସଫଳ ଦାମ୍ପତ୍ୟ ଜୀବନ ପାଇଁ ଚାଣକ୍ୟ କହିଛନ୍ତି ଏପରି
ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଏବଂ ସଫଳ ବୈବାହିକ ଜୀବନ…
ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍
ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍ ୫୦୦ ଟଙ୍କିଆ ନୋଟ୍ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର ସିଓନି-ନାଗପୁର ରାଜପଥରେ ଘଟିଛି। କିଛି ଲୋକ କାର ବନେଟ୍ରେ ୨କୋଟି ଟଙ୍କା ଲୁଚାଇ ନେଉଥିବା…
ପନିର ଲଲିପପ୍
ଆବଶ୍ୟକ ସାମଗ୍ରୀ- ପନିର- ୧ କପ୍, ଆଳୁ- ୨ଟି (ସିଝା), କଞ୍ଚାଲଙ୍କା- ୨ଟି, କ୍ୟାପ୍ସିକମ୍- ୧ଟି ଛୋଟ, ଅଦା ପେଷ୍ଟ- ୧ ଚାମଚ, ରସୁଣ ପେଷ୍ଟ- ୧ ଚାମଚ, ଗରମ ମସଲା ଗୁଣ୍ଡ- ଅଧା ଚାମଚ, ଚାଟ ମସଲା- ଅଧା ଚାମଚ,…
ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା-ରାହୁଲ
ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ୨ ମାସ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ୨୬ ଜାନୁୟାରୀରେ କୃଷକଙ୍କ ଦ୍ୱାରା ଟ୍ରାକ୍ଟର ରାଲି ବାହାରିବା ପରେ ଆଶାନ୍ତ…
ବିରାଟ କୋହଲିଙ୍କ ପରେ ବାପା ହେଲେ ଏହି ଖେଳାଳି: ସାମ୍ନାକୁ ଆସିଲା ପୁଅର ଫଟୋ
ମହାମାରୀ କରୋନା ସମୟରେ ଅନେକ କ୍ରିକେଟରଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏବେ ଓ୍ବେଷ୍ଟଇଣ୍ଡିଜର ଅଲ୍ରାଉଣ୍ଡର ଏବଂ କେକେଆର୍ ଖେଳାଳି ସୁନୀଲ…
Archives


