ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…

ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଗତ ୫ ଦିନ ପୂର୍ବରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରୁ ବାହାରିମାତ୍ରେ ତାଙ୍କୁ କ୍ୟାମେରାରେ କଏଦ୍‌ କରାଯାଇଥିଲା। ଉକ୍ତ ଫଟୋରେ ଦିଲ୍ଲୀପ କୁମାର ଷ୍ଟ୍ରେଚରରେ ଶୋଇଥିବାର ଦେଖିବାକୁ ମିଳିଥିଲା।

ଏହି ସମୟରେ ତାଙ୍କ ସହ ପତ୍ନୀ ସାୟରା ବାନୁ ଓ ସର୍ମ୍ପକୀୟ ଉପସ୍ଥିତ ଥିଲେ। ହସ୍ପିଟାଲର ବାହାରକୁ ଆସିବା ପରେ ସାୟରା ଖବରଦାତାଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ। ଏଥିସହ ସାୟରା କହିଛନ୍ତି, ଦିଲ୍ଲୀପ କୁମାରଙ୍କ ଫୁସ୍‌ଫୁସ୍‌ରୁ ସମ୍ପୂର୍ଣ୍ଣ ଭାବେ ପାଣି କଢ଼ା ହୋଇଯାଇଛି। ଏବେ ସେ ସୁସ୍ଥ ଅଛନ୍ତି। ପ୍ରଶଂସକଙ୍କ ପ୍ରାର୍ଥନା ପ୍ରଭାବ ପକାଇଛି, ଆଗକୁ ବି ଏଭଳି ପ୍ରାର୍ଥନା ଜାରି ରହିଥାଉ ବୋଲି କହିବା ସହ ସାୟରା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାତ୍ମା ଗାନ୍ଧୀ, ଲାଲବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨।୧୦: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଆଜି ୧୫୧ତମ ଜନ୍ମଦିବସ। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶୁକ୍ରବାର ସକାଳୁ ପ୍ରଧାନମନ୍ତ୍ରୀ...

କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ‌: ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ

ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ...

ବିବାହ କଲେ ମୋନା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ବଲିଉଡ୍‌ ଆକ୍ଟ୍ରେସ୍‌ ମୋନା ସିଂ। ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ୍‌ ଇଣ୍ଡିଆର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର...

ଚୁଜି ହେଲେଣି ଅନନ୍ୟା

‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଅନନ୍ୟା ପାଣ୍ଡେ। କରନ୍‌ ଜୋହରଙ୍କ ପରି ନାମୀ ପ୍ରଯୋଜକ ତାଙ୍କୁ ବ୍ରେକ୍‌ ଦେଇଥିଲେ। ହେଲେ...

ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ଫେବୃୟାରୀ ୮ରେ ଭୋଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା...

ସାମାନ୍ୟ ଅସାବଧାନତା ପାଇଁ ପୋଲ ତଳକୁ ଖସିଲା କାର୍‌: ଭିଡିଓ ଭାଇରାଲ

ନଓ୍ବୋଡି,୨୯।୧୦: ମଧ୍ୟ ପ୍ରଦେଶର ନଓ୍ବୋଡି ଜିଲାରୁ ଆସିଥିବା ଏକ ଭିଡିଓ ଏବେ ସମସ୍ତଙ୍କୁ ବିଚଳିତ କରିଛି। ଟିକେ ଅସାବଧାନତା ଓ ଦ୍ରୁତ ଗତି ୫ ଜଣଙ୍କ...

‘ଇଶ୍କ ମୈ ଫିର୍‌ ମରଜାଓ୍ବା’ ପାଇଁ ୧୦ କେଜିର ଲେହେଙ୍ଗା ପିନ୍ଧି ସମୁଦ୍ରରେ ଶୁଟିଂ କଲେ ହେଲୀ

‘ୟେ ରିସ୍ତା ହୈ ଫ୍ୟାର କେ’ ଏବଂ ‘ଲାଲ ଇଶ୍କ’ପରି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ଚର୍ଚ୍ଚିତ...

ସଲମାନଙ୍କ ସହ ଥିବା ଏହି ଯୁବକ ଜଣଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ପ୍ରତିଦିନ କିଛି ନା କିଛି ଫଟୋ କିମ୍ବା ଭିଡିଓ ସେ ପୋଷ୍ଟ...

Seven Jackpot
Advertisement


Archives

Model This Week

Why Dharitri