Home Left

ମୋଦିଙ୍କୁ ମନେ ପକାଉଛନ୍ତି ଗିଲ୍ସ, ଫଟୋ ଶେୟାର କରି କହିଲେ…

ଡିସ୍କଭରି ଚ୍ୟାନେଲର ଚର୍ଚ୍ଚିତ ଶୋ’ ମଧ୍ୟରୁ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ଅନ୍ୟତମ। ନିକଟରେ ଏହି ଶୋ’ରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହୋଷ୍ଟ ବେୟର ଗ୍ରିଲ୍ସ ଭାରତର ଉତ୍ତରାଖଣ୍ଡର ଜିମ କାର୍ବେଟ୍‌ ପାର୍କରେ ଉକ୍ତ ସ୍ବତନ୍ତ୍ର ଏପିସୋଡ୍‌ର ଶୁଟିଂ କରିଥିଲେ।…

ମା’ଙ୍କ ଆପତ୍ତି ପରେ ବ୍ରେକ୍‌ଅପ କଲେ ପ୍ରେମିକା: ରାଗରେ ଏମିତି କାଣ୍ଡ ଘଟାଇଲେ ପ୍ରେମିକ

କର୍ନାଟକର ବାଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଜଣେ କଲେଜ ଛାତ୍ରୀ ତାଙ୍କର ପୂର୍ବତନ ପ୍ରେମିକଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରେମିକ ତାଙ୍କ ସ୍କୁଟିରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଜୀବନରୁ…

ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ସେନା କମାଣ୍ଡର ଏପର୍ଯ୍ୟନ୍ତ ୯ଥର କଥାବାର୍ତ୍ତା ହୋଇ…

ଘୋଡ଼ା ଚଢ଼ି ବର ଘରେ ପହଞ୍ଚିଲେ କନ୍ୟା, ସମାଜ ପାଇଁ ଦେଲେ ଏହି ବାର୍ତ୍ତା

ସାଧାରଣତଃ ବରଯାତ୍ରୀଙ୍କ ସହ ବର କନ୍ୟା ଘରକୁ ଯିବାର ବିଧି ରହିଛି। ମାତ୍ର ଜଣେ କନ୍ୟା ଘୋଡ଼ା ଚଢ଼ି ବରଯାତ୍ରୀଙ୍କୁ ସାଥୀରେ ଧରି ବରଘରେ ପହଞ୍ଚିବା ନିଶ୍ଚିତ ରୂପେ ବିରଳ ଘଟଣା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସତନା ସହରରେ।…

ପୋଷାକ ବିକ୍ରି କରୁଥିବା ବେଳେ ଧରାପଡ଼ିଥିଲେ ସଲମାନ୍‌ଙ୍କ ଏହି ଅଭିନେତ୍ରୀ

ଫିଲ୍ମ ‘ବାହୁବଳୀ’ର ଗୀତ ‘ମନୋହରୀ’ରୁ ପ୍ରସିଦ୍ଧ ଲାଭ କରିଥିବା ଅଭିନେତ୍ରୀ ନୋରା ଫତେହି ଅନେକ ସମୟରେ ତାଙ୍କର ଡ୍ୟାନ୍ସ ଭିଡିଓ ସୋସିଆଏ ମିଡିଆରେ ଶେୟାର କରିଥାନ୍ତି। ଆଜି ହେଉଛି ନୋରାଙ୍କର ଜନ୍ମଦିନ। ୬ ଫେବୃୟାରୀ, ୧୯୯୨ରେ କାନାଡାରେ ଜନ୍ମଗ୍ରହଣ କରିଥିବା ନୋରା…

ନୀତୀଶ କୁମାରଙ୍କ ତୁଳନା ମୋଦିଙ୍କ ସହ କଲେ ଜିତନ ରାମ

ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହମ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଂଝି ଟୁଇଟ କରି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନିକଟରେ ସେ କରିଥିବା ଟୁଇଟରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ…

ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅ

ଆନ୍ତନାନାରିଭୋ, ୬।୨: ମାଡାଗାସ୍କରର ମାଲାଗାସିର ଉତ୍ତରରେ ଥିବା ଜଙ୍ଗଲରୁ ପୃଥିବୀର କ୍ଷୁଦ୍ରତମ ଏଣ୍ଡୁଅକୁ ଚିହ୍ନଟ କରାଯାଇଛି। ଏହାର ଲମ୍ବ ୩୦ ମିଲିମିଟରରୁ କମ୍‌। ମାଈ ଏବଂ ଅଣ୍ଡିରା ଦୁଇଟି ଏଣ୍ଡୁଅର ସନ୍ଧାନ ଏଠାରେ ମିଳିଛି। ଏଣ୍ଡୁଅ ଦୁଇଟି ବ୍ରୋକିସିଆ ନାନା ପ୍ରଜାତିର…

ପୁରୁଷୋତ୍ତମପୁରରେ କୋଭିଡ ଟିକା ଦାନ ଆରମ୍ଭ

ପୁରୁଷୋତ୍ତମପୁର,୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପରିସରରେ ଶନିବାର କୋଭିଡ ଟିକା ଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମେ ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡିଓ ବିଜୟ କୁମାର ବେହେରା, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ପ୍ରମୁଖ ଟିକା ନେଇଛନ୍ତି।…

କପାଳରେ ୧୭୫ କୋଟିର ହୀରା ଖଚିତ କରି ଚର୍ଚ୍ଚାରେ ଏହି ରାପର, ଲୋକେ କହୁଛନ୍ତି…

ନୂଆଦିଲ୍ଲୀ: ପାଖରେ ପଇସା ଥିବା କିଛି ବ୍ୟକ୍ତି ଅଜବ ସଉକକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି। ସେଭଳି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ରାପର ଲିଲ ଉଜୀ ଭର୍ଟ ନିଜ ମୁଣ୍ଡରେ ହୀରା ଖଚିତ କରି ଚର୍ଚ୍ଚାକୁ ଆସିଛନ୍ତି। ଯେ କେହି…

କୋଭିଡ ଟିକା ନେଲେ ମୟୂରଭଞ୍ଜ ଜିଲାପାଳ

ବାରିପଦା ଅଫିସ,୬।୨: ମୟୂରଭଞ୍ଜ ଜିଲାରେ କୋଭିଡ-୧୯ର ଦ୍ବିତୀୟ ପଯ୍ୟାୟ ଟିକାକରଣ ‘ମୋ ଟିକା ମୋ ସୁରକ୍ଷା’ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି । ଜିଲାପାଳ ବିନୀତ ଭରଦ୍ବାଜ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଏସ୍‌ପି ସ୍ମିଥ…

୬ ବର୍ଷର ହେଲେ ଧୋନୀଙ୍କ ଅଲିଅଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଧୋନୀ ଇତିମଧ୍ୟରେ ୬ ବର୍ଷର ହୋଇଛନ୍ତି। ଜିଭା ୬ ଫେବୃୟାରୀ ୨୦୧୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲା। ମାହିଙ୍କ ଝିଅ ନିଜର କ୍ୟୁଟ୍‌ନେସ୍‌ ଏବଂ ନିରୀହତା ଯୋଗୁ ଇଣ୍ଟରନେଟ୍‌…

ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼: ୧୮ ତାଲିବାନୀ ମୃତ

ନାନଗରହାର, ୬।୨: ଆଫଗାନିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି। ପୂର୍ବ ନାନଗରହାର ପ୍ରଦେଶର ଶେରଜାଦ୍‌ ଜିଲାର ପାହାଡ଼ିଆ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri