କୋଭିଡ ଟିକା ନେଲେ ମୟୂରଭଞ୍ଜ ଜିଲାପାଳ
ବାରିପଦା ଅଫିସ,୬।୨: ମୟୂରଭଞ୍ଜ ଜିଲାରେ କୋଭିଡ-୧୯ର ଦ୍ବିତୀୟ ପଯ୍ୟାୟ ଟିକାକରଣ ‘ମୋ ଟିକା ମୋ ସୁରକ୍ଷା’ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି । ଜିଲାପାଳ ବିନୀତ ଭରଦ୍ବାଜ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଏସ୍ପି ସ୍ମିଥ…
୬ ବର୍ଷର ହେଲେ ଧୋନୀଙ୍କ ଅଲିଅଳି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଧୋନୀ ଇତିମଧ୍ୟରେ ୬ ବର୍ଷର ହୋଇଛନ୍ତି। ଜିଭା ୬ ଫେବୃୟାରୀ ୨୦୧୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲା। ମାହିଙ୍କ ଝିଅ ନିଜର କ୍ୟୁଟ୍ନେସ୍ ଏବଂ ନିରୀହତା ଯୋଗୁ ଇଣ୍ଟରନେଟ୍…
ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼: ୧୮ ତାଲିବାନୀ ମୃତ
ନାନଗରହାର, ୬।୨: ଆଫଗାନିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି। ପୂର୍ବ ନାନଗରହାର ପ୍ରଦେଶର ଶେରଜାଦ୍ ଜିଲାର ପାହାଡ଼ିଆ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ…
ବିବାହ ପୂର୍ବରୁ ବାପା ହୋଇଥିଲେ ଏହି କ୍ରିକେଟର: ପ୍ରେମିକାଙ୍କ ସାମ୍ନାରେ ଆଣ୍ଠେଇ କରିଥିଲେ ପ୍ରେମ ନିବେଦନ
ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ଶତକ ହାସଲ କରିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଜଣେ ଭଲ ଖେଳାଳି ସାଙ୍ଗକୁ ପାରିବାରିକ ବ୍ୟକ୍ତି। ତାଙ୍କର ସ୍ତ୍ରୀ ଏବଂ ୨ ପିଲା ଅଛନ୍ତି। ଗତବର୍ଷ ଜୁଲାଇ ୮ରେ ତାଙ୍କର କନ୍ୟା ସନ୍ତାନ…
ବରଗଡ଼ ଜିଲାପାଳ, ଏସ୍ପି ନେଲେ କୋଭିଡ ଟିକା
ବରଗଡ଼ ଅଫିସ,୬।୨: ବରଗଡ଼ ଜିଲାରେ ଶନିବାର କୋଭିଡ ଟିକାକରଣ ଚାଲିଛି। ଜିଲାପାଳଙ୍କ ଅଫିସ ପରିସରରେ ଅନୁଷ୍ଠିତ ଏହି ଟିକାକରଣ କାର୍ଯ୍ୟକ୍ରମରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରଥମେ ଟିକା ନେଇଥିଲେ। ସେହିପରି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଏସ୍ପି ପଦ୍ମିନୀ…
ମାତ୍ର ୫ ହଜାର ଟଙ୍କା ନେଇ କାନାଡାରୁ ଭାରତ ଆସିଥିଲେ ନୋରା
ମୁମ୍ବାଇ: ବଲିଉଡ୍ର ନାମୀ ଡ୍ୟାନ୍ସର ଭାବେ ପରିଚିତ ହୋଇଥିବା ନୋରା ଫତେହି ୨୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏବେ ଅଧିକାଂଶ ଦର୍ଶକ ନୋରାଙ୍କ ଡ୍ୟାନ୍ସର ଦିୱାନା ପାଲଟି ଯାଇଛନ୍ତି । ଫିଲ୍ମରେ ଆଇଟମ ସଙ୍ଗଠାରୁ ଆରମ୍ଭ କରି ରିୟଲିଟି…
୧୯୯୯ ବିଶ୍ୱକପ୍ରେ ଭାରତ ହାରିବା ପରେ ଭୋ ଭୋ ହୋଇ କାନ୍ଦିଥିଲେ ଭୁବି, ଏବେ…
ନୂଆଦିଲ୍ଲୀ,୬।୨: ଆହତ ସମସ୍ୟା ଯୋଗୁ ଭାରତୀୟ ଟିମ୍ରୁ ବାହାରେ ଅଛନ୍ତି ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ପଡ଼ିଆ ବାହାରେ ଥିବାରୁ ସେ କ୍ରିକେଟକୁ ବହୁତ ମନେ ପକାଉଛନ୍ତି। କାରଣ କ୍ରିକେଟକୁ ବହୁତ ଭଲପାଆନ୍ତି ଭୁବି। ୧୯୯୯ରେ ବିଶ୍ୱକପ୍ରେ ଭାରତ ନ୍ୟୁଜିଲାଣ୍ଡଠାରୁ…
ରିୟା ଚକ୍ରବର୍ତ୍ତୀଙ୍କୁ ଫଟୋଗ୍ରାଫର ପଚାରିଲେ କେମିତି ଅଛନ୍ତି ଆପଣ: ମିଳିଲା ଏମିତି ଉତ୍ତର…
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିବା ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ନିକଟରେ ଜିମ୍ ବାହାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଫଟୋଗ୍ରାଫରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା ଏବଂ ସେମାନେ ରିୟାଙ୍କ ଫଟୋ ଉଠାଇଥିଲେ।…
ନେଇଛି ୧୪୦ ହଜାର କୋଟି, ଦେଇଛି ୧୪ ହଜାର କୋଟି
ଭୁବନେଶ୍ୱର,୬।୨(ବ୍ୟୁରୋ): ୨୦୨୧-୨୨ ଆର୍ଥିକବର୍ଷ ପାଇଁ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍ଡିଏ ସରକାର ଆଣିଥିବା ରେଳ ବଜେଟରେ ଓଡ଼ିଶା ପ୍ରତି ହୋଇଥିବା ଅଣଦେଖାକୁ ନେଇ ବିଜେଡି ଭାଜପାକୁ ଜୋରଦାର ସମାଲୋଚନା କରିଛି। ଏ ନେଇ ଭାଜପାର ରାଜ୍ୟ ନେତ୍ୱତ୍ୱଙ୍କୁ ଜବାବ ତଲବ କରିଛି।…
କୁଡ଼ିଆରେ ଜଳିଗଲେ ମହିଳା
ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ.ଏ.), ୬।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଚୁନରଗଡ଼ି ଗ୍ରାମର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କୁଡ଼ିଆରୁ ଶୁକ୍ରବାର ଜବତ କରାଯାଇଛି। ମୃତକ ହେଲେ ରିଙ୍କି ମହାଖୁଡ଼ (୨୬)। ଘଟଣା ପରେ ସ୍ବାମୀ ନବକିଶୋର…
ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ଦାବି: ରତନ କହିଲେ ଆପଣଙ୍କ ଭାବନକୁ ସ୍ୱାଗତ କରୁଛି
ନୂଆଦିଲ୍ଲୀ, ୬ ।୨: ସୋସିଆଲ ମିଡିଆରେ ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ବାଦି ଉଠିଛି । ଏହାକୁ ନେଇ ଟାଟା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆପଣଙ୍କ ଭାବନାକୁ ସ୍ୱାଗତ କରୁଛି ହେଲେ ଏଭଳି କ୍ୟାମ୍ପେନ…
ଓସ୍କାର ବିଜେତା ଅଭିନେତାଙ୍କ ପରଲୋକ
ଓସ୍କାର ବିଜେତା ଅଭିନେତା ଖ୍ରୀଷ୍ଟୋଫର ପ୍ଲମରଙ୍କର ଶୁକ୍ରାବର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଏ ନେଇ ଖ୍ରୀଷ୍ଟୋଫରଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଗତ କିଛି ଦିନ ହେବ ଖ୍ରୀଷ୍ଟୋଫର ଅସୁସ୍ଥ ଥିଲେ। ଶେଷ…
Archives


