Home Left

ଶିକ୍ଷକ ନିର୍ଯାତନା ଦେବା ଅଭିଯୋଗରେ ଛାତ୍ରୀଛାତ୍ରଙ୍କ ପୋଡ଼ାଜଳା

ହିଞ୍ଜିଳିକାଟୁ,୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସରକାରୀ ଆଇଟିଆଇ ଛାତ୍ରୀଛାତ୍ରଙ୍କୁ ଉକ୍ତ ଅନୁଷ୍ଠାନର ଜଣେ ଶିକ୍ଷକ ନିର୍ଯାତନା ଦେଉଥିବା ଅଭିଯୋଗରେ ଶନିବାର ଛାତ୍ରୀଛାତ୍ର ଆଇଟିଆଇକୁ ତାଲା ପକାଇ ବନ୍ଦ କରିବା ସହ ରାସ୍ତା ଉପରେ ପୋଡ଼ାଜଳା କରିଛନ୍ତି। ଉତ୍ତ୍ୟେକ୍ତ ଛାତ୍ରୀଛାତ୍ର ଆଇଟିଆଇ ସାମ୍ନା…

‘ନୂତନ କୃଷି ଆଇନକୁ ପଞ୍ଜାବ ନୁହେଁ ସମଗ୍ର ଦେଶ ପ୍ରତିବାଦ କରୁଛି’

ନୂଆଦିଲ୍ଲୀ,୬।୨: ନୂତନ କୃଷି ଆଇନକୁ କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ ପ୍ରତିବାଦ କରୁଛି। ବାସ୍ତବ କଥାକୁ ଯଦି କେନ୍ଦ୍ର ସରକାର ଦେଖି ନ ପାରନ୍ତି, ତେବେ କେହି କିଛି କରିପାରିବେ ନାହିଁ ବୋଲି ଶନିବାର ଶିରୋମଣି ଅକାଳି ଦଳ ନେତ୍ରୀ…

ଅଣ୍ଡା ଭାଗ ନ ଛିଡ଼ିବାରୁ ଥାନାରେ ପହଞ୍ଚିଲେ ଦମ୍ପତି, ପୂରା ମାମଲା ଜାଣିଲେ…

ମୁମ୍ବାଇ,୬।୨: ସାମାନ୍ୟ ଅଣ୍ଡା ପାଇଁ ସ୍ତ୍ରୀ-ସ୍ବାମୀଙ୍କ କଳି ଯାଇ ଥାନାରେ ପହଞ୍ଚିବା ଯେତିକି ହାସ୍ୟାସ୍ପଦ ସେତିକି ଚର୍ଚ୍ଚାର ବିଷୟ ମଧ୍ୟ। ମହାରାଷ୍ଟ୍ରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ସ୍ତ୍ରୀ ସ୍ବାମୀଙ୍କ ଝଗଡ଼ାର ମୂଳ କାରଣ ଅଣ୍ଡା। ମହାରାଷ୍ଟ୍ରର ବୁଲଢାଣା…

ଚେନ୍ନାଇ ମ୍ୟାଚ୍‌ରେ ହୃଦୟ ଜିତିଲେ କୋହଲି: ଇଂଲଣ୍ଡ ଅଧିନାୟକ କହିଲେ ‘ଧନ୍ୟବାଦ’

ଚେନ୍ନାଇ,୬।୨: ଭାରତୀୟ ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ହେଲେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଖେଳାଯାଉଥିବା ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ତାଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି। ସେ ଫର୍ମରେ ଥିବା…

କୁକୁଡ଼ା ଛୁଆକୁ ପାଖରେ ପାଇ ଖୁସି ହୋଇ ଆସିଥିଲା ବିଲେଇ, ହେଲେ ଘଟିଲା ଏମିତି

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ…

ୟୁଟ୍ୟୁବର ଦେଇଥିଲେ ମଦ ପିଇବା ପାଇଁ ଲାଇଭ୍‌ ଚ୍ୟାଲେଞ୍ଜ, ୧.୫ ଲିଟର ପିଇବା ପରେ ଘଟିଲା ଏମିତି…

ଆପଣ ଏକ କାହାଣୀ ନିଶ୍ଚିତ ଶୁଣିଥିବେ ଯେ, ଅଧିକ ଉତ୍ସାହିତ ହେଲେ ନିଜର କ୍ଷତି ଘଟିଥାଏ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଋଷିଆରେ। ଜଣେ ୬୦ ବର୍ଷୀୟ ବ୍ୟକ୍ତି ଚ୍ୟାଲେଞ୍ଜ ନେବା ପରେ କ’ଣ ଘଟିଲା ଜାଣନ୍ତୁ ସେ ସମ୍ପର୍କରେ……

ଅର୍ଜୁନ ତେନ୍ଦୁଲକରଙ୍କୁ କିଣିପାରନ୍ତି ଏହି ୩ ଟିମ୍‌, ଦେଖିବାକୁ ମିଳିପାରେ…

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସଂସ୍କରଣରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଖେଳିବାକୁ ଯାଉଛନ୍ତି। ସେ ୨୦୨୧ ଆଇପିଏଲ୍‌ ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ନିକଟରେ ତାଙ୍କୁ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ମୁମ୍ବାଇର ସିନିୟର ଟିମ୍‌ରେ…

ସନାୟାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ବଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ଏବେଠାରୁ କସରତ ଆରମ୍ଭ କରି ସାରିଛନ୍ତି । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମକୁ ପବ୍ଲିକ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ସେ ତାଙ୍କର…

ବାପା ହେଲେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ନିକଟରେ କମେଡିଆନ୍‌ କପିଲ ଶର୍ମା ପୁଣି ଥରେ ବାପା ହେବାକୁ ଯାଉଥିବା ନେଇ ଖୁସି ଖବର ଦେଇଥିଲେ। ଏବେ ଆଉ ଜଣେ ଅଭିନେତା ବାପା ହୋଇଛନ୍ତି। ଟେଲି ଅଭିନେତା ନକୁଳ ମେହେଟ୍ଟାଙ୍କ ଘରକୁ ନୂଆ ଅତିଥି ଆସିଛି। ସ୍ତ୍ରୀ ଜାନକୀ…

ଚକାଜାମ କଲେ ଚାଷୀ: ବରଗଡ଼ର ୮ଟି ସ୍ଥାନରେ ଚାଲିଛି ଆନ୍ଦୋଳନ

ବରଗଡ଼ ଅଫିସ,୬।୨: ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଶନିବାର ବରଗଡ଼ ଜିଲାରେ ଏକାଧିକ ଚାଷୀ ସଂଗଠନ ନେତୃତ୍ୱରେ ସ୍ବତଃସ୍ଫୁର୍ତ୍ତଭାବେ ଚାଷୀମାନେ ଚକାଜାମ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବି ତଥା…

ଇତିହାସ ରଚିବେ କୋବ୍ରା ବାଟାଲିୟନର ମହିଳା କମାଣ୍ଡୋ

ନୂଆଦିଲ୍ଲୀ,୬।୨: ଦେଶର ସର୍ବବୃହତ କେନ୍ଦ୍ରୀୟ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ମହିଳା କମାଣ୍ଡୋ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଦୀର୍ଘଦିନର କଠିନ ପ୍ରଶିକ୍ଷଣ ପରେ କୋବ୍ରା ବାଟାଲିୟନ୍‌ରେ ପ୍ରଥମ ଥର ପାଇଁ ସିଆର୍‌ପିଏଫ୍‌ ମହିଳା କମାଣ୍ଡୋଙ୍କୁ ନିୟୋଜିତ କରାଯିବ। ସେମାନେ ନକ୍ସଲ ପ୍ରଭାବିତ…

ଏମିତି ଥାନା ଯେଉଁଠି ଅପରାଧିଙ୍କୁ ପଢାଯାଏ ଗାନ୍ଧୀ, ଆମ୍ବେଦକରଙ୍କ ବାର୍ତ୍ତା

ପାଟନା: ସାଧାରଣତଃ ଥାନା ବା ପୋଲିସ ଷ୍ଟେଶନ ଯାଇଥିବା ଲୋକେ ଅସୁବିଧାରେ ପଡି ସେଠାକୁ ଯାଇ ଥାଆନ୍ତି । ବେଳେ ବେଳେ ସେଠି ଅପରାଧି କଥାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପୀଡ଼ିତଙ୍କୁ ଧ୍ୟାନ ଦିଆଯାଏ ନାହିଁ ବୋଲି ଅଭିଯୋଗ ଆସିଥାଏ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri