Home Left

ଶିକ୍ଷକ ଅଭାବ, ଚିନ୍ତାରେ ମାଟ୍ରିକ୍‌ ଛାତ୍ରୀଛାତ୍ର

ଭଣ୍ଡାରିପୋଖରୀ,୭।୨ (ଡି.ଏନ.ଏ)-କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଜାନୁୟାରୀରେ ସ୍କୁଲ ଖୋଲାଯାଇଛି। ବିଦ୍ୟାଳୟଗୁଡ଼ିକରେ ଶହେ ଦିନ ପାଠ ପଢ଼ାଇ ୧୦ମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ସ୍କୁଲ ଖୋଲିଲେ…

ମୋଦିଙ୍କ ଗୁଣଗାନ କଲେ ବିଚାରପତି

ନୂଆଦିଲ୍ଲୀ,୭ା୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ଭାବେ ଅଭିହିତ କରିଛନ୍ତି। ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ପାଳନ ଅବସରରେ ଏକ ସ୍ମାରକ ଡାକଟିକେଟ ଉନ୍ମୋଚନ ବେଳେ ଭର୍ଚୁଆଲ…

ଚକା ଜାମ୍‌ ସଫଳ

ନୂଆଦିଲ୍ଲୀ, ୭।୨: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକର ଡାକରାରେ ଶନିବାର ଦେଶବ୍ୟାପୀ ୩ ଘଣ୍ଟିଆ ଚକା ଜାମ୍‌ ଆନ୍ଦୋଳନ ସଫଳ ହୋଇଛି। ଚାଷୀମାନେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଦିଲ୍ଲୀରେ ଚକା ଜାମ୍‌…

କରୋନା ଟିକା ନେବା ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ଯୁବକ, ଚକିତ ହେଲେ…

ହର୍ଷ ଗୋୟନକା ନାମକ ଜଣେ ଯୁବ ବ୍ୟବସାୟୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ହର୍ଷ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହି ଭିଡିଓକୁ ପସନ୍ଦ କରିଥିବା ବେଳେ ଏହା…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା ହାର୍ଟଆଟାକ୍‌ ଓ ଷ୍ଟ୍ରୋକ୍‌ ଭଳି ସମସ୍ୟା ସୃଷ୍ଟି କରିଥାଏ। ଅନ୍ୟପକ୍ଷରେ ଏଥିଲାଗି ହାର୍ଟ ସମସ୍ୟା…

ଅମ୍ବାନୀଙ୍କ ପାର୍ଟିରେ ଏତିକି ଟଙ୍କାର ଶାଢ଼ି ପିନ୍ଧିଥିଲେ ଗୌରୀ ଖାନ୍‌

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ଫ୍ୟାଶନିଷ୍ଟଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ଠାରୁ ବହୁତ ଦୂରରେ। ମାତ୍ର ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୯ ରେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ ଅମ୍ବାନୀ…

ସ୍ୱାସ୍ଥ୍ୟପାଇଁ ହିତକର ଗ୍ରୀନ୍ ମଟର

ଶୀତଦିନେ ବଜାରରେ ଗୀନ୍ ମଟର ସହଜରେ ମିଳି ଯାଇଥାଏ । ଏହା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ବୋଲି କୁହାଯାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀନ୍ ମଟରରେ ରହିଛି ପ୍ରୋଟିନ, ଫାଇବର, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍ସ, ଆଇରନ୍ ଓ ଭିଟାମିନ୍ସ । ଏହାକୁ ସିଝାଇ,…

ଲକ୍ଷ୍ମୀ ତ୍ରିକୋଣ ଯୋଗୁ ହୁଏ ଧନ ବୃଦ୍ଧି

କାଶୀ: ହାତରେ ବିଭିନ୍ନ ପ୍ରକାର ରେଖା ରହିଥାଏ। ହସ୍ତ ରେଖା ଅଧ୍ୟୟନକୁ ଜ୍ୟୋତିଷ ଭାଷାରେ ସାମୁଦ୍ରିକ ଶାସ୍ତ୍ର କୁହାଯାଇଥାଏ। ହାତରେ ଥିବା ପ୍ରତିଟି ରେଖା ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥାଏ। କେତେକଙ୍କ ହାତରେ ଲକ୍ଷ୍ମୀ ତ୍ରିକୋଣ ରହିଥାଏ। ଯେଉଁମାନଙ୍କ ହାତରେ…

ନିଜ ଓଜନଠାରୁ ୫୦ଗୁଣା ବଡ଼ ସରିସୃପକୁ ଉଠାଇ ପାରେ ବୁଢ଼ିଆଣୀ

ରୋମ୍‌, ୭।୨: ଗୋଟିଏ ଛୋଟ ବୁଢ଼ିଆଣୀ ନିଜ ଓଜନଠାରୁ ୫୦ ଗୁଣା ଅଧିକ ବଡ଼ ସରିସୃପକୁ ମଧ୍ୟ ସହଜରେ ଉଠାଇପାରେ। ବୁଣିଆଣୀ ସୂତାରେ ଛନ୍ଦି ହୋଇ ବହୁ କୀଟ ପତଙ୍ଗ, ସରିସୃପ ଆଦି ଶେଷରେ ଖାଦ୍ୟ ପାଲଟିଥାନ୍ତି। ରୋମ୍‌ର ଟ୍ରେଣ୍ଟୋ ବିଶ୍ୱବିଦ୍ୟାଳୟର…

ଆରପିଏଫ୍‌ କର୍ମଚାରୀଙ୍କ ବଦାନ୍ୟତା: ରେଳଯାତ୍ରୀଙ୍କୁ ଫେରାଇଲେ ହଜିଲା ଭାନିଟି ବ୍ୟାଗ୍‌

ବରଗଡ଼ ଅଫିସ୍‌,୭।୨: ବରଗଡ଼ ଆର୍‌ପିଏଫ୍‌ କର୍ମଚାରୀ ଶନିବାର ଜଣେ ରେଳଯାତ୍ରୀଙ୍କ ହଜିଲା ଭାନିଟି ବ୍ୟାଗକୁ ସମ୍ପୃକ୍ତ ଯାତ୍ରୀଙ୍କୁ ଫେରାଇଛନ୍ତି। ଶେଖ୍‌ ଅଜିଜୁର ରେହମନ ନାମକ ଜଣେ ଯାତ୍ରୀ ତାଙ୍କର ସ୍ତ୍ରୀଙ୍କ ସହିତ ପୁରୀ-ଦୁର୍ଗ ଏକ୍ସପ୍ରେସରେ କଟକରୁ ବରଗଡ଼ ଆସିଥିଲେ। ଶନିବାର ଭୋର୍‌…

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

କୋରାପୁଟ, ୬ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶନିବାର ମେଡିକାଲରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ା ସୂଚନା ଯୋଗ୍ୟ, କୋରାପୁଟ ମିଶନ କମ୍ପାଉଣ୍ଡ…

‘ମାର୍ଚ୍ଚ ୩୧ ସୁଦ୍ଧା ବିପିଏଲ୍‌,ଏପିଏଲ୍‌ଙ୍କୁ ବିଜୁଳି’

ଭବାନୀପାଟଣା,୬।୨: ଭବାନୀପାଟଣା ସ୍ଥିତ ଜିଲା ଯୋଜନା ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ସଭାଗୃହଠାରେ ଶନିବାର ବିଦ୍ୟୁତ୍‌ ବିଭାଗ ଅଧିକାରୀ, କମ୍ପାନୀ କର୍ମକର୍ତ୍ତାଙ୍କୁ ନେଇ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ମନ୍ତ୍ରୀ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri