Home Left

ଫାଟୁସିନେରିରେ ଆନ୍ଧ୍ର କଲା ନିର୍ବାଚନ: ସେଧା ହେଲେ ସରପଞ୍ଚ

ପଟାଙ୍ଗୀ,୧୪ା୨: ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ନିଜର ବୋଲି ଦାବି ସାବ୍ୟସ୍ଥ କରିବା ପାଇଁ ଶେଷରେ ଶନିବାର ଏହି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିଛି। ବିଜୟନଗରମ ଜିଲା ପ୍ରଶାସନ ସହଯୋଗରେ…

କାହିଁକି ପାଳନ ହୁଏ ପ୍ରେମ ଦିବସ

ପ୍ରେମ ଶାଶ୍ୱତ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ପ୍ରେମ…

ଜାପାନରେ ଭୂକମ୍ପ

ଟୋକିଓ,୧୩।୨: ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି।  ଫୁକୁସିମା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଫୁକୁସିମା ସଂଲଗ୍ନ ପ୍ରଶାନ୍ତ ମହାସାଗରର ୫୪ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିିଛି।…

ବିନା ହେଲମେଟ୍‌ରେ ଦିଆଯାଉଥିଲା ପେଟ୍ରୋଲ, ତାପରେ …

ମାଲକାନଗିରି,୧୩ା୨: ମାଲକାନଗିରି ଜିଲା ଯୋଗାଣ ବିଭଗ ପକ୍ଷରୁ ଶନିବାର ଜିଲା ସଦର ମହକୁମାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବାରୁ ଏକ ପେଟ୍ରୋଲ ପମ୍ପକୁ ସିଲ ପ୍ରଶାସନ ସିଲ୍‌ କରିଥିଲା। ନିୟମ ଅନୁଯାୟୀ…

ସ୍ତ୍ରୀ ହତ୍ୟା ଲାଗି ସୁପାରି

ନୟାଗଡ ଅଫିସ,୧୩।୨: ହତ୍ୟାର ୧୫ ଦିନ ପରେ ନୟାଗଡ ଜିଲା ଶରଣକୁଳ ଥାନା ସୁଆରସାହିର ସସ୍ମିତା ମହାପାତ୍ର ହତ୍ୟା ଘଟଣାର ଗୁମର ଫିଟିଛି । ସ୍ତ୍ରୀଙ୍କୁ ହତ୍ୟା କରିବାକୁ ସ୍ବାମୀ ୪ ସୁପାରିକିଲରଙ୍କୁ ନିୟୋଜିତ କରିଥିଲେ । ହତ୍ୟାକାଣ୍ଡ ପରେ ସେହି…

ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଗଣବଳାତ୍କାର

ଭଞ୍ଜନଗର,୧୩।୨: ଭଞ୍ଜନଗର ସହରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣବଳତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି।   ଛାତ୍ରୀ ଜଣଙ୍କ ଏକ କମ୍ପ୍ୟୁଟର ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। ସେ ଘରକୁ ଫେରୁଥିବା ବେଳେ ନିଛାଟିଆ…

ଲକ୍‌ଡାଉନରେ କରିଥିଲେ ଭୁଲ…

ଲକ୍ଷ୍ନୌ,୧୩।୨: କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ, ସଟ୍‌ଡାଉନ ଘୋଷଣା କରାଯାଇଥିଲା। ସେତିକିବେଳେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଫାଇନ ଆଦାୟ କରାଯାଉଥିଲା। କେତେକ କ୍ଷେତ୍ରରେ ଅମାନିଆଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରୁଥିଲା। ଏଭଳିସ୍ଥିତିରେ…

ଜାହାଜ ଇଞ୍ଜିନ ରୁମ୍‌ରେ ଲାଗିଲା ନିଆଁ: ୩ ଯାତ୍ରୀ ନିଖୋଜ

ମହାରାଷ୍ଟ୍ର,୧୩।୨: ମୁମ୍ବାଇ ଉପକୂଳ ନିକଟରେ ଥିବା ଏକ ଜାହାଜ ଇଞ୍ଜିନ୍‌ ରୁମ୍‌ରେ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଜାହାଜରେ ଥିବା…

୨ ଗୁଣା ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ର ଅଶାନ୍ତ

ଭୋଗରାଇ,୧୩।୨: ଫି’ ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦ୍ଦା କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଶନିବାର କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ୪ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…

କରୋନା ଆକ୍ରାନ୍ତ ହେବା ପରେ ଏପରି କଳାପଡ଼ିଗଲା ମହିଳାଙ୍କ ଆଙ୍ଗୁଠି

ରୋମ,୧୩।୨: କରୋନା ମହାମାରୀ ପରେ ଜଣେ ମହିଳାଙ୍କ ଆଙ୍ଗୁଠି କଳା ପଡ଼ିଯାଇଥିଲା। ଫଳରେ ଡାକ୍ତରମାନେ ତାଙ୍କର ୩ଟି ଆଙ୍ଗୁଠି କାଟି ଦେଇଛନ୍ତି। ଇଟାଲୀର ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିଲେ। ଏହି ଭୂତାଣୁ ମହିଳାଙ୍କ ଆଙ୍ଗୁଠିର ରକ୍ତବାହୀକୁ ନଷ୍ଟ କରି ଦେଇଥିଲା।…

୩ ଘଣ୍ଟିଆ ଚକାଜାମ୍‌

ସମ୍ବଲପୁର,୧୩ା୨(ବ୍ୟୁରୋ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ସମ୍ବଲପୁର ଜିଲା ଭାଜପା ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍‌ କରାଯାଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଥିଲା। ସମ୍ବଲପୁର-ଦେବଗଡ ୫୩ନଂ. ଜାତୀୟ…

ସମ୍ବର ମାଂସ ଭାଗ କଲା ବେଳେ ଧରାପଡ଼ିଲେ ଶିକାରୀ

ଉଦଳା,୧୩।୨: ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ବନାଞ୍ଚଳ ଅଧୀନ ଅଙ୍ଗାରପଡ଼ା ଗ୍ରାମରେ ଚଢ଼ାଉ କରି ସମ୍ବର ମାଂସ ଜବତ କରିଛି। ଏପରି କି ଅଧିକାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଶିକାରୀ ହେଲେ ଉକ୍ତ ଗ୍ରାମର ଗୋପାଲ ସିଂ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri