ମାରିଓ ଡ୍ରାଘି ଇଟାଲୀ ପ୍ରଧାନମନ୍ତ୍ରୀ
ରୋମ୍, ୧୪।୨(ପି.ଟି.): ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମାରିଓ ଡ୍ରାଘି ଇଟାଲୀର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି। ଗତ ମାସରେ ପୂର୍ବ ସରକାର ଭାଙ୍ଗିଯିବା…
ଘରୋଇକରଣରୁ ସମସ୍ୟା ସମାଧାନ ହେବନି
କୋଲକାତା: ଘରୋଇକରଣ ଦ୍ୱାରା ସବୁ ବ୍ୟାଙ୍କର ସମସ୍ୟା ସମାଧାନ ହୋଇ ପାରିବ ନାହିଁ। ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆର୍ବିଆଇର ପୂର୍ବତନ ଡେପୁଟି ଗଭର୍ନର ଏସ୍.ଏସ୍. ମୁନ୍ଦ୍ରା ଏହା କହିଛନ୍ତି। ୨୦୨୧-୨୨ ସାଧାରଣ ବଜେଟରେ…
ଜାତିସଂଘ ମହାସଚିବ ପ୍ରାର୍ଥୀ ଆକାଂକ୍ଷା
ନ୍ୟୁୟର୍କ, ୧୪ା୨: ଜାତିସଂଘର ମହାସଚିବ ପଦରେ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଭାରତୀୟ ବଂଶୋଦ୍ଭବ ଆକାଂକ୍ଷା ଅରୋରା। ୩୪ ବର୍ଷୀୟା ଆକାଂକ୍ଷା ଏବେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି)ରେ ଅଡିଟ୍ କୋଅର୍ଡିନେଟର ରହିଛନ୍ତି। ବର୍ତ୍ତମାନ ମହାସଚିବ ଥିବା ଆଣ୍ଟୋନିଓ ଗୁଟେରେସ୍ଙ୍କ ବିପକ୍ଷରେ…
ଭାଲେଣ୍ଟାଇନ୍ ଡେ’ରେ ଧୋକାବାଜ ପ୍ରେମିକଙ୍କ ଉପରେ ଏମିତି ପ୍ରତିଶୋଧ ନେଲେ ପ୍ରେମିକା
ବାସ୍ତବରେ ହୃଦୟ ଭାଙ୍ଗିବା ଭାରି ଯନ୍ତ୍ରଣାଦାୟକ। ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡ଼ି ହୁଏନା। ଏଥିପାଇଁ ତ ବେଳେବେଳେ ନାନା ଅଘଟଣ ଘଟୁଛି। ସମ୍ପର୍କ ଭାଙ୍ଗିବା ପରେ ପ୍ରେମିକା ହୁଅନ୍ତୁ କି ପ୍ରେମିକ ପ୍ରତିଶୋଧ ପରାୟଣ ହୋଇଉଠନ୍ତି। ଏପରିକି ଯେଉଁ ସାଥୀଙ୍କୁ…
ଟ୍ରେନ୍ ତଳେ ବସି ଡେଟିଂ କୁଥିଲେ ଯୁବତୀ ଯୁବକ, ଆଉ ତା’ ପରେ
ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଫଟୋ ସୋସିଆଲ ମିଡିଆରେ…
କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ
ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ ଅଢେଇ ବର୍ଷରୁ ଊଦ୍ଧ୍ୱର୍ର୍ ହେଲା ଏହି କାର୍ଯ୍ୟାଳୟର କାଗଜପତ୍ର ଓ ଆସବାବପତ୍ର ଉପଜିଲାପାଳଙ୍କ ଅଫିସ…
ଦୁର୍ଗାଙ୍କୁ କେହି ଜାଣନ୍ତି ନାହିଁ
କୋଲକାତା, ୧୪ା୨: ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ଭଗବାନ ରାମଙ୍କଠାରୁ ଆରମ୍ଭ ହୋଇ ଦେବୀ ଦୁର୍ଗା ଓ ମହିଷାସୁର ପ୍ରସଙ୍ଗରେ ପହଞ୍ଚିଛି। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ବାକ୍ଯୁଦ୍ଧରେ…
ଅଭିଯୁକ୍ତଙ୍କ ଲାପ୍ଟପ୍କୁ ପଠାଯାଇଥିଲା ମାଲଓ୍ବେର
ନୂଆଦିଲ୍ଲୀ, ୧୪।୨: ସରକାର ଭାଙ୍ଗିବା ପାଇଁ ମହାରାଷ୍ଟ୍ର ଭୀମା କୋରେଗାଁଓର ଗୋଟିଏ ଗୋଷ୍ଠୀ କର୍ମୀ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ପଛର ସତ ପଦାକୁ ଆସିଛି। ପୋଲିସ ଜବତ କରିଥିବା ଜଣେ କର୍ମୀଙ୍କ ଲାପ୍ଟପ୍ରେ ଜାଲିଆତି କରି ପ୍ରମାଣ ଛଡ଼ାଯାଇଥିଲା ବୋଲି ଫୋରେନ୍ସିକ୍…
ଅସୁରକ୍ଷିତ ବନ୍ୟପ୍ରାଣୀ, ଅସହାୟ ବନ ବିଭାଗ
ଢେଙ୍କାନାଳ ଅଫିସ, ୧୪।୨: ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଐତିହ୍ୟ ପ୍ରାଣୀ ହାତୀ ସମେତ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। କନ୍ଧରା ଜଙ୍ଗଲରେ ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଗୁଳିମାଡ଼ ଘଟଣାରୁ ବନ ବିଭାଗର ଅସହାୟତା ପଦାରେ…
୯୦ ବର୍ଷ ପରେ ହୁଡ଼ିସାହିରେ ଅଧିକାରୀ
ଚମ୍ପୁଆ, ୧୪।୨(ଡି.ଏନ.ଏ.)-ସମସ୍ୟା ବହୁଳ ହୁଡିସାହି ଚମ୍ପୁଆ ଏନ୍ଏସିରେ ଅନ୍ତର୍ଭୁକ୍ତ ହୋଇଥିଲେ ବି ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ। ଏନେଇ ଖବର ପ୍ରକାଶିତ ପରେ ଏନଏସି ପ୍ରଶାସନ ତପତ୍ରତା ପ୍ରକାଶ କରିଛନ୍ତି। ଦୀର୍ଘ ୯୦ ବର୍ଷ ପରେ ବର୍ତ୍ତମାନର ଏନ୍ଏସି ନିର୍ବାହୀ…
ଜାଲ୍ ହନୁମାନ ତମ୍ବା ପଇସା ଦେଇ ଠକୁଥିଲେ, ତାପରେ…
ଚିତ୍ରକୋଣ୍ଡା,୧୪ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦରର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ଗୋଟିଏ ବନ୍ଧୁକ, ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଚିତ୍ରକୋଣ୍ଡା ପୋଲସ ଗିରଫ କରିଛି। ସେମାନେ ହେଲେ ମୋହନ…
ପ୍ୟାର କିୟା କୋଇ ଚୋରି ନେହିଁ ହୈ…
ମୁମ୍ବାଇ: ଦିନେ ବଲିଉଡରେ ସୁନ୍ଦରୀ ଅଭିନେତ୍ରୀ ଭାବେ ସ୍ବତନ୍ତ୍ର ପରିଚିତି ହାସଲ କରିଥିବା ମଧୁବାଲାଙ୍କ ଜନ୍ମଦିନ ରବିବାର ପାଳିତ ହେଉଛି। ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରାନାମ ବେଗମ ମୁମତାଜ ଜାହାଁ ଦେହଲବି ଥିଲା। ମଧୁବାଲାଙ୍କର…
Archives


