Home Left

ବିମାନ ବନ୍ଦର ପ୍ରତିଷ୍ଠା ନେଇ ଆନ୍ଦୋଳନ

ହିଞ୍ଜିଳିକାଟୁ,୧୩।୨(ଡି.ଏନ୍‌.ଏ.) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ବିମାନ ବନ୍ଦର ସ୍ଥାପନ ଦାବି ନେଇ ହିଞ୍ଜିଳିକାଟୁରେ ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। କମିଟିର ସଦସ୍ୟମାନେ ସ୍ଥାନୀୟ ବିଜୁବାବୁ ଛକରେ ଦାବି ପ୍ରସଙ୍ଗରେ ପ୍ରଥପ୍ରାନ୍ତ ସଭା କରିଥିଲେ।…

ଏମିତି ପ୍ରଜାପତିକୁ ଧରୁଛି ବାଘ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

‘ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ’

ନୂଆଦିଲ୍ଲୀ, ୧୩।୨: ଲୋକ ସଭାରେ ଶନିବାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହା ପୂର୍ବରୁ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ଗୃହରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ଅବସରରେ ବିରୋଧୀ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରେ କ’ଣ ପରିବର୍ତ୍ତନ…

ଟିକା ନେବାକୁ ମନା କଲେ ପୁଟିନ

ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ମୁଁ ଟିକା ନେବି ନାହିଁ। ୨୦୨୧ ଶେଷ ସୁଦ୍ଧା ନେଇପାରେ। ୬୮ ବର୍ଷୀୟ…

ଆଜି ଭୁବନେଶ୍ୱରରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଜଣେ ମାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଜଣକ ଲୋକାଲ କେସ ହୋଇଥିବା ବେଳେ ହଂସପାଳର ବୋଲି ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର…

ପୂର୍ବରୁ ବିବାହିତ, କନ୍ୟା ସନ୍ତାନର ପିତାଙ୍କୁ ଜୀବନସାଥୀ କରିବେ ଏହି ଅଭିନେତ୍ରୀ

ବମ୍ବେ: ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। କିଛି ଦିନ ଧରି ସେ ବୈଭବ ରେଖିଙ୍କୁ କରୁଛନ୍ତି ଡେଟ୍‌। ବୈଭବ ପେସାରେ ଜଣେ ବ୍ୟବସାୟୀ। ସେ ବାନ୍ଦ୍ରାର ପାଲି ହିଲ୍‌ରେ…

ମେ’ ୧ରୁ ଭୁବନେଶ୍ୱରରୁ ପାଟଣା ଉଡ଼ିବ ବିମାନ

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଟଣାକୁ ମେ’ ପହିଲାରୁ ବିମାନ ଚଳାଚଳ ଆରମ୍ଭ ହେବ। ଘରୋଇ ବିମାନ ସେବା କମ୍ପାନୀ ଇଣ୍ଡିଗୋ ଏହି ସେବା ପ୍ରଦାନ କରିବ। ଇଣ୍ଡିଗୋ ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟ୍‌ରେ ବିମାନ…

ନିଅଁ ଖୋଳିବା ବେଳେ ବାହାରିଲା ୧୦ ଝୁଡ଼ି କଉଡ଼ି

ନୟାଗଡ଼ ଅଫିସ/ ରଣପୁର, ୧୩।୨ (ସ୍ବ.ପ୍ର.): ଘର ତିଆରି ପାଇଁ ନିଅଁ ଖୋଳା ଯାଉଥିବାବେଳେ ମାଟିତଳୁ ପ୍ରାୟ ୧୦ ଝୁଡ଼ି କଉଡ଼ି ବାହାରିଛି। ଶୁକ୍ରବାର ନୟାଗଡ଼ ଜିଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତ ନଛିପୁର ଗଁାରେ ଏହି ଘଟଣା ସାମ୍‌ନାକୁ ଆସିବା…

ରାଗରେ ଓ୍ବାସିମ୍‌ ଆକ୍ରମଙ୍କୁ ମାରିବା ଲାଗି ବ୍ୟାଟ୍‌ ଧରି ଛିଡ଼ା ହୋଇଥିଲେ ଏହି କ୍ରିକେଟର; ଗୋଡ଼ ଧରି ଭୁଲ ମାଗିବା ପରେ…

ନୂଆଦିଲ୍ଲୀ,୧୩।୨: କ୍ରିକେଟ ଏକ ରୋମାଞ୍ଚକର ଖେଳ। ଏଥିରେ ଜଣେ ବ୍ୟାଟ୍ସମ୍ୟାନ୍‌ ବୋଲର୍‌ଙ୍କୁ ଜବାବ ଦେବାକୁ ସମସ୍ତ ପ୍ରୟାସ କରୁଥିବା ବେଳେ ବୋଲର୍‌ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବା ଲାଗି ସମସ୍ତ ଶୈଳୀ ଆପଣାଇଥାନ୍ତି। ଚାପ ବଢ଼ାଇବା ଲାଗି ବୋଲର୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ କଟୁ…

ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି

ସମ୍ବଲପୁର,୧୩।୨ (ବ୍ୟୁରୋ): ସମ୍ବଲପୁର ବରେଇପାଲି ମାର୍କେଟ ୟାର୍ଡ ପରିସରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚାଷୀମାନେ ଟାଗେର୍ଟ କରି ବର୍ଷିଥିଲେ। ଫେବୃୟାରୀ ଶେଷ…

କାହିଁକି ପ୍ରେମରେ ପଡ଼େ ମଣିଷ, ବୈଜ୍ଞାନିକମାନେ କୁହନ୍ତି ଏହି ୩ କାରଣ

ଫେବୃୟାରୀ ମାସ ଆସିଲେ ସାରା ବିଶ୍ୱରେ ପ୍ରେମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ। କାରଣ ଏହି ମାସ ହେଉଛି ପ୍ରେମର ମାସ। ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ବା ସ୍ବତନ୍ତ୍ର ମାସ। ପ୍ରେମକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଗବେଷଣା କରିଛନ୍ତି। ସେମାନେ ପ୍ରେମକୁ…

ଏଲ୍‌ଭିଏ ଟେଷ୍ଟର ଶୁଣାଣି ହେଲା, ରାୟ ସଂରକ୍ଷିତ

ନୟାଗଡ଼ ଅଫିସ,୧୩।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷୀୟା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଏଲ୍‌ଭିଏ) (ଲୟାର ଭଏସ୍‌ ଆନାଲେସିସ୍‌) ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଚିଲ୍‌ଡ୍ରେନ କୋର୍ଟରେ ଶୁକ୍ରବାର ଶୁଣାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri