Home Left

ଆଜି ରାଜ୍ୟରେ ୭୩ ପଜିଟିଭ୍‌ ଚିହ୍ନଟ, ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରବିବାର ରାଜ୍ୟରୁ ୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୪ ଜଣ ଚିହ୍ନଟ…

ଅଶ୍ୱିନ୍‌ଙ୍କ ଜବରଦସ୍ତ ବୋଲିଂ, ଇଂଲଣ୍ଡ ଟିମ୍‌ ଘାଇଲା

ଚେନ୍ନାଇ,୧୪।୨: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଜାରି ରହିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ପ୍ରଥମ ଇନିଂସରେ ୩୨୯ରନ୍‌ କରି ଅଲଆଉଟ୍‌ ହୋଇଛି। ଏହାପରେ ଇଂଲଣ୍ଡ ଦଳ ପ୍ରଥମ ପାଳିରେ…

ଦିୟାଙ୍କ ପୁରୁଣା ଲଭ୍‌ଷ୍ଟୋରୀ, କାଲି ଧରିବେ ଆଉ ଜଣଙ୍କ ହାତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ କଥା ବର୍ତ୍ତମାନ ଚର୍ଚ୍ଚା ହେଉଛି। ସେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ବିବାହ ବନ୍ଧନରେ ବାନ୍ଧି ହେବେ। ଏହାକୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସୁକ ଅଛନ୍ତି। ବିବାହକୁ ନେଇ ଯେତିକି ଚର୍ଚ୍ଚା ହେଉନି ବର୍ତ୍ତମାନ ଅଧିକ…

ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିର୍ଧୂମ ଛେଚିଲେ

ପାଟଣା,୧୪।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କରିବା ଅଭିଯୋଗରେ ରବିବାର ଗ୍ରାମବାସୀ ଜଣେ ୨୭ ବର୍ଷର ଯୁବକଙ୍କୁ ଗାଁ ମଝିରେ ବାନ୍ଧି ମାଡ଼ ମାରିଛନ୍ତି। ଖବର ପାଇ ତୁରୁମୁଙ୍ଗା ଥାନା ଏଏସ୍‌ଆଇ…

ହଁ ଶୁଣିବାକୁ ଲାଗିଥିଲା ବର୍ଷେ

ଧର୍ମଶାଳା ମହାବିଦ୍ୟାଳୟରେ ମୁଁ ଯୁକ୍ତ ତିନି ପଢିବା ବେଳେ ଯୁକ୍ତ ୨ରେ ପଢୁଥିଲେ ତନୁଜା। ପ୍ରଥମ ଦେଖାରୁ କେଜାଣି କାହିଁକି ସେ ଖୁବ୍‌ ଭଲ ଲାଗିଥିଲେ ମୋତେ। ଯଦିଓ କଲେଜରେ ପଢିବା ସମୟରେ ଆମେ ହାତ ଗଣତି ମାତ୍ର ୪-୫ ଥର…

ଘରେ ପଶି ୮ ଦିନର ଯାଆଁଳା ଶିଶୁଙ୍କୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ଚେନ୍ନାଇ,୧୪।୨ : ତାମିଲନାଡୁର ତଞ୍ଜାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ଗୋଟିଏ ମାଙ୍କଡ଼ ଘରେ ପଶି ୮ ଦିନର ଯାଆଁଳା ଶିଶୁଙ୍କୁ ଟେକି ନେଇଥିଲା। ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱରୀ ନାମକ…

ସ୍ବୟଂ-ଇପ୍ସିତାଙ୍କ ଲଭ୍‌ଷ୍ଟୋରୀ

ଆପେକ୍ସ ଇଞ୍ଜିନିୟରିଂ କଲେଜରେ ପଢିବା ବେଳେ ମୋ କ୍ଲାସ୍‌ମେଟ୍‌ ଥିଲେ ଇପ୍ସିତା ପାଣିଗ୍ରାହୀ। ଖୁବ୍‌ ମିଶାଣିଆ ଏବଂ ସ୍ନେହି ସ୍ବଭାବର ଝିଅ ବୋଲି ବୋଧହୁଏ ଧିରେ ଧିରେ ତାଙ୍କ ପ୍ରତି ଭଲପାଇବା ଆସିଯାଇଥିଲା ମନଭିତରେ। ସବୁଠୁ ବଡ଼ କଥା ଥିଲା ମୋତେ…

କେରଳରେ ଲାଗୁ ହେବ ନାହିଁ ସିଏଏ

ନୂଆଦିଲ୍ଲୀ,୧୪ ।୨: କେରଳରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁ କରିବା କଥା କହିଛନ୍ତି…

ଜେଲ୍‌ରେ ଥିବା ଆନ୍ଦୋଳନକାରୀଙ୍କୁ ମିଳିବ ୨ ହଜାର ଟଙ୍କା ସହାୟତା: ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧୪।୨: ଜାନୁୟାରୀ ୨୬ରେ ଦିଲ୍ଲୀର ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ସେମାନଙ୍କ ଆର୍ଥିକ ସହାୟତା ସ୍ବରୂପ ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ୨ ହଜାର ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା…

ରାଜ୍ୟରେ ୭୫୯ ଜଳ ଯୋଗାଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ

ଯାଜପୁର ଅଫିସ,୧୪ା୨: ଜାନୁୟାରୀ ୨୦୨୧ ସୁଦ୍ଧା ରାଜ୍ୟରେ ୭୫୯ ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ୩୨ଟି ଡିଭିଜନରେ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି ।…

ଟୁଲ୍‌କିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ

ବେଙ୍ଗାଲୁରୁ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ୍‌ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛନ୍ତି। ଫେବୃୟାରୀ ୪ରେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।…

ଆଜି ଭାଲେଣ୍ଟାଇନ୍ସ ଡେ: ରାଜଧାନୀରେ ୩୦୦ ବାହାଘର

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ପ୍ରେମର ପରିଭାଷାକୁ ପରିପ୍ରକାଶ କରିବା ପାଇଁ ପାଳନ ହେଉଛି ଭାଲେଣ୍ଟାଇନ୍ସ ଡେ। ଫେବୃୟାରୀ ୭ ରୋଜ୍‌ ଡେରୁ ଆରମ୍ଭ ହୋଇଥିବା ସପ୍ତାହର ଅନ୍ତିମ ଦିନ ପ୍ରେମ ଦିବସ। ରବିବାର ଏହାକୁ ସ୍ବତନ୍ତ୍ରଭାବେ ପାଳନ କରିବା ପାଇଁ ପ୍ରେମୀଯୁଗଳ ପୁରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri