Home Left

ଡେବ୍ୟୁ ଟେଷ୍ଟରେ ୫ ଉଇକେଟ ନେଇ ଚମକିଲେ ଏହି ସ୍ପିନର, ସ୍ପେଶାଲ କ୍ଲବରେ…

ଚେନ୍ନାଇ,୧୬।୨: ମଙ୍ଗଳବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗୋଟିଏ ପାଳିରେ ୫ ଉଇକେଟ ନେଇ ସ୍ପେଶାଲ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଭାରତୀୟ ସ୍ପିନର ଅକ୍ଷର ପଟେଲ। ନିଜର ଡେବ୍ୟୁ ମ୍ୟାଚ୍‌ରେ ୫ ଉଇକେଟ ନେଇଥିବା ୯ମ ଭାରତୀୟ ଖେଳାଳି ସେ…

କେନାଲକୁ ଖସିଲା ବସ୍‌ : ୪୫ ଯାତ୍ରୀଙ୍କ ପାଇଁ ପାଲଟିଲା ଶେଷ ଯାତ୍ରା

ଭୋପାଳ, ୧୬।୨ : ମଧ୍ୟ ପ୍ରଦେଶର ସିଧି ଜିଲା ପାଟନା ଗ୍ରାମ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ବାନ୍‌ଗାଙ୍ଗା ଡ୍ୟାମର ଏକ କେନାଲରେ ଖସିପଡ଼ିଛି। ଏହି ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି।…

ପାର୍ଟି କରିବାର ପରିଣାମ, ଗୋଟିଏ ଆପାର୍ଟମେଣ୍ଟରୁ ଚିହ୍ନଟ ହେଲେ ୧୦୩ ପଜିଟିଭ

ବେଙ୍ଗାଲୁରୁ, ୧୬।୨ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟିନେଣ୍ଟାଲ ଜୋନ ଘୋଷଣା କରାଯାଇଛି। ଗତ କିଛିଦିନ ତଳେ ଏହି ଆପାର୍ଟମେଣ୍ଟରେ ଆୟୋଜିତ ହୋଇଥିଲା ଦୁଇଟି ବିବାହ ବାର୍ଷକୀ…

ତୃତୀୟ ଟେଷ୍ଟରେ ଅଧିକ ମଜଭୂତ ହେବ ଟିମ୍‌ ଇଣ୍ଡିଆ, ଯୋଡ଼ି ହେବେ ଏହି ଦୁଇ ଧୁରନ୍ଧର

ନୂଆଦିଲ୍ଲୀ,୧୬।୨: ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳ ସହ ଯୋଡ଼ି ହେବେ ଦ୍ରୁତ ବୋଲର୍‌ ମହମ୍ମଦ ଶାମୀ ଏବଂ ନବଦୀପ ସାଇନି। ଉଭୟ ଆହତ ସମସ୍ୟା ଦେଇ ଗତି କରୁଥିଲେ। ହେଲେ ଏବେ…

ପ୍ରାକ୍ତନ ଖେଳାଳି କହିଲେ ‘ସିରିଜ୍‌ ଜିତିବ ଭାରତ’

ନୂଆଦିଲ୍ଲୀ, ୧୬।୨ : ପ୍ରଥମ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ପରେ ଦ୍ୱିତୀୟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତୀୟ ଦଳ। ଏଥିସହ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୧-୧ର ବରାବର ସ୍ଥିତିରେ ପହଞ୍ଚିଛି। ପଦାର୍ପଣ କରିଥିବା ବାମହାତୀ ସ୍ପିନର…

ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ସ୍ବାମୀ: ରାମ ମନ୍ଦିର ନିର୍ମାଣ ପାଇଁ ୭ ଲକ୍ଷର ଗହଣା ବିକ୍ରି କରି କଲେ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭଗବାନ ରାମଙ୍କ ଭବ୍ୟ ମନ୍ଦିର। ଏଥିନେଇ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ମନ୍ଦିର ନିର୍ମାଣ ନେଇ ଦାନ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନର ଜୋଧପୁରରେ ରହୁଥିବା ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଇଚ୍ଛା ପୂରଣ…

ଉପରକୁ ଉଠିଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ, ୧୬।୨ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୩୧୭ ରନରେ ଜିତିବା ପରେ ଟିମ୍‌ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହା ଦର୍ଶାଇଛି ସଦ୍ୟ ପ୍ରକାଶିତ ଡବ୍ଲ୍ୟୁଟିସି ର଼୍ୟାଙ୍କିଙ୍ଗ୍‌ ତାଲିକା। ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ରହିଛି…

ଭଗବାନ ଗଣେଶଙ୍କ ଲକେଟ ପିନ୍ଧି ଟପ୍‌ଲେସ୍‌ ହେଲେ ଏହି ପପ୍‌ଷ୍ଟାର, ରାଗିଗଲେ…

ବମ୍ବେ: ବିବାଦରେ ପପ୍‌ଷ୍ଟାର ତଥା ଫ୍ୟାଶନ ଆଇକନ୍‌ ରିହାନା। ସର୍ବଦା ସେ ନିଜର ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ କଥାଟି ଭିନ୍ନ। ନିକଟରେ ସେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ୍‌ କରିଥିଲେ। ଟଙ୍କା…

ଜୋତା ଚୋରାଇଲେ ଅଦିତି!

ମୁମ୍ବାଇ: ଏବେ ସବୁଠି ଚର୍ଚ୍ଚା ବଲିଉଡ୍ ବିୟୁଟି ଦିୟା ମିର୍ଜାଙ୍କ ବିବାହକୁ ନେଇ । ସୋମବାର ଦିୟା ବିଜନେସ୍‌ମ୍ୟାନ ବୈଭବ ରେଖିଙ୍କୁ ଟ୍ରାଡିଶନାଲ ଢଙ୍ଗରେ ବିବାହ କରିଛନ୍ତି । ଏହି ବିବାହରେ ଖୁବ୍ କମ୍ ଅତିଥିଙ୍କୁ ସାମିଲ କରାଯାଇଥିବା ବେଳେ ଏଥିରେ…

ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ ଅନ୍ଦାଜରେ ଦର୍ଶକଙ୍କ ମନ କିଣିବାରେ ମାହିର । ହେଲେ ବେଳେ ବେଳେ ଏମିତି ହୁଏ…

ସ୍ତ୍ରୀଙ୍କୁୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଚିତ୍ରଡା,୧୬।୨(ଡି.ଏନ.ଏ):ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି ମଦ୍ୟପ ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ। ସୂଚନା ଅନୁଯାୟୀ, ସୋମବାର କୌଣସି…

ସୁଧୁରୁନାହାନ୍ତି ଏହି ଇଂଲଣ୍ଡ କ୍ରିକେଟର୍‌, ଭାରତ ଜିତିବା ପରେ କହିଲେ ଏମିତି କଥା

ଚେନ୍ନାଇରେ ପ୍ରଥମ ଟେଷ୍ଟ ହାରିଯିବା ପରେ ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡକୁ ପରାସ୍ତ କରିଛି। ଭାରତ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ ବ୍ୟବଧାନରେ ଜିତିଥିଲା। ଖେଳର ଚତୁର୍ଥ ଦିନରେ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୬୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri