ସୁହେଲଦେବ ସ୍ମାରକର ଶିଳାନ୍ୟାସ କଲେ ମୋଦି
ନୂଆଦିଲ୍ଲୀ,୧୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନସିଂ ଜରିଆରେ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତୀ ତାଙ୍କ ସମ୍ବୋଧନରେ ଦେଶବାସୀଙ୍କୁ…
ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୨ ବର୍ଷ ପୂରଣ କଲେ ମହାନାୟକ
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହାନାୟକ ଭାବେ ଜଣାଶୁଣା। ତାଙ୍କ କ୍ୟାରିୟର ଡେବ୍ୟୁ ଏବଂ ଅଭିନୟରେ ସଂଘର୍ଷ ବିଷୟରେ ସମସ୍ତେ ଜାଣନ୍ତି। ଆଜି ବିଗ ବି ବଲିଉଡରେ ୫୨ ବର୍ଷ ପୂରଣ କରିଛନ୍ତି। ଏହି ଦିନ ଅମିତାଭ…
ବ୍ରାଣ୍ଡେଡ୍ ଆଉଟ୍ଫିଟ୍ ବାଛୁଥିଲେ…
ବେଶ୍ ଫ୍ୟାଶନପ୍ରିୟ ଆଜିର ମହିଳା। ମାର୍କେଟ୍କୁ କେଉଁ ବ୍ରାଣ୍ଡ୍ର କ’ଣ ସବୁ ନୂଆ କଲେକ୍ସନ ଆସିଲା ତାକୁ ପ୍ରଥମେ ବ୍ୟବହାର କରିବାକୁ ସେମାନଙ୍କ ମଧ୍ୟରେ ତତ୍ପରତା କହିଲେ ନ ସରେ। ହେଲେ ବେଳେବେଳେ ଏହି ଆଳରେ ସେମାନେ ଅଜାଣତରେ ଠକାମିର ଶିକାର…
ଇତିହାସ ରଚିଲା ପାକିସ୍ତାନ କ୍ରିକେଟ୍ ଦଳ
ଲାହୋର,୧୬।୨: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏହା ସହିତ ସେ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦ଟି ଟି -୨୦…
ମା’ ସରସ୍ବତୀଙ୍କ ପୂଜା ଦିନ କରନ୍ତୁ ନାହିଁ ଏଭଳି ଭୁଲ୍
ଆଜି ବସନ୍ତ ପଞ୍ଚମୀ, ଏହି ଦିନ ମା’ ସରସ୍ବତୀଙ୍କୁ ପୂଜା କରାଯାଏ। ତେବେ ସିଦ୍ଧିଧାତ୍ରୀ ମା’ ବୀଣାପାଣିଙ୍କୁ ପୂଜା ସମୟରେ କୌଣସି ଭୁଲ୍ କରିବା ଉଚିତ ନୁହେଁ। ଜାଣନ୍ତୁ ସେ ସମ୍ପର୍କରେ… ଏହି ଦିନ ହଳଦିଆ କିମ୍ବା ଧଳା ପୋଷାକ ପିନ୍ଧିବା…
ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ
ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଉଛନ୍ତ। ଏହି…
ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଥୁନଙ୍କୁ ଭେଟିଲେ ଭାଗବତ
ମୁମ୍ବାଇ,୧୬ ।୨: ପଶ୍ଚିମବଙ୍ଗ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ରାଜନୈତିକ ବାରାବରଣ ହେଉଛି ଉଷ୍ମ । ଇତିମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ବଲିଉଡ୍ ଅଭିନେତା ତଥା ପଶ୍ଚିମବଙ୍ଗ ବାସିନ୍ଦା ମିଥୁନ ଚକ୍ରବର୍ତ୍ତିଙ୍କୁ…
ରାମ ମନ୍ଦିର ପାଇଁ ଦାନ ଦେଉଥିବା ଲୋକଙ୍କ ଘରକୁ ନାଜି ଭଳି ଚିହ୍ନଟ କରୁଛି ଆର୍ଏସ୍ଏସ୍: କୁମାରସ୍ୱାମୀ
ବେଙ୍ଗାଲୁରୁ,୧୬ ।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପାଇଁ ଯେଉଁମାନେ ଚାନ୍ଦା ଦେଉଛନ୍ତି ସେମାନଙ୍କ ଘର ସାମ୍ନାରେ ଆର୍ଏସ୍ଏସ୍ ପକ୍ଷରୁ ଏକ ପ୍ରକାର ଚିହ୍ନ ଲଗାଯାଉଛି । ଯେମିତି…
ଭାରତୀୟ ଦଳ ପାଇଁ ଖରାପ ଖବର,ହସ୍ପିଟାଲ ଗଲେ ଏହି ଖେଳାଳି
ଚେନ୍ନାଇ,୧୬।୨: ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳ ବିଜୟ ଆଡକୁ ଗତି କରିଛି। ଏହି ଟେଷ୍ଟରେ ଯଦିଓ ଭାରତ ବିଜୟ ସୁନିଶ୍ଚିତ ରହିଛି, କିନ୍ତୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ରହିଛି। ଦଳର ଓପନର୍ ଶୁବମନ ଗିଲ୍ ଆହତ ହୋଇଛନ୍ତି।…
ବସନ୍ତ ପଞ୍ଚମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୬।୨(ବ୍ୟୁରୋ): ଆଜି ବସନ୍ତ ପଞ୍ଚମୀ ତଥା ମା’ ସରସ୍ବତୀଙ୍କ ପୂଜା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ…
ଏହି ପ୍ରସିଦ୍ଧ ଅଭିନେତା କଲେ ଆତ୍ମହତ୍ୟା
ମୁମ୍ବାଇ,୧୬।୨: ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ଏବଂ କେସରୀ ଭଳି ହିଟ ଫିଲ୍ମରେ କାମ କରିଥିବା ଅଭିନେତା ସନ୍ଦୀପ ନାହର ମୁମ୍ବାଇର ଗୋରେଗାଓଁରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏନେଇ ଏକ ମାମଲା ରୁଜୁ ହୋଇଛି…
ହିଡେନ୍ କ୍ୟାମେରା: ମହିଳା କେତେ ସୁରକ୍ଷିତ
ହିଡେନ୍ କ୍ୟାମେରା ! କେତେବେଳେ ଜଗୁଆଳିର କାମ କରେ ତ ଆଉ କେତେବେଳେ ଚୋରି ଡକାୟତିଠାରୁ ଆରମ୍ଭ କରି ବିଭିନ୍ନ ଅପରାଧର ପାଲଟେ ସାକ୍ଷୀ। ହେଲେ ଅନେକଙ୍କ ଲାଗି ଏହା ମଧ୍ୟ ପାଲଟିଛି ଚିନ୍ତାର କାରଣ। ଏହି କ୍ୟାମେରାର ଅପବ୍ୟବହାର କରି…
Archives


