ଆଫ୍ରିକାବାସୀଙ୍କୁ ଡରାଇଲାଣି ଇବୋଲା
କୋନାକ୍ରି,୧୬ ।୨: କରୋନା ମହାମାରୀ ଭିତରେ ପଶ୍ଚିମ ଆଫ୍ରିକା ଦେଶ ଗିନିରେ ୫ ବର୍ଷ ପରେ ପୁଣିଥରେ ଇବୋଲା ବ୍ୟାପିବା ଆରମ୍ଭ କରିଛି । ଏବେ ପର୍ଯ୍ୟନ୍ତ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ…
ମେ’ ୧୮ରେ ଖୋଲିବ ବଦ୍ରିନାଥ ଧାମ
ଡେରାଡୁନ,୧୬ ।୨: ବସନ୍ତ ପଞ୍ଚିମୀ ଅବସରରେ ବଦ୍ରିନାଥ ଧାମ ଖୋଲିବା ତିଥି ଘୋଷଣା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଏହା ମେ’ ୧୮ ପ୍ରାତଃ ୪ଟା ୧୫ରେ ଖୋଲିବ ବୋଲି ସୂଚନା ମିଳିଛି । ଗାଡୁ ଘଡା ଯାତ୍ରା ୨୯ ଏପ୍ରିଲରେ…
ବରଯାତ୍ରୀ ନେଇ ଯାଉଥିଲା ବେଳେ ଓଲଟିଲା ମିନିଟ୍ରକ୍: ୨ ମୃତ, ୨୦ ଆହତ
ଭୁବନେଶ୍ୱର,୧୬।୨(ବ୍ୟୁରୋ): ଗଜପତି ଜିଲା ଆର. ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମିନିଟ୍ରକ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ଜନଥ ଦଳବେହେରା…
ଧାନବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ
ଛତ୍ରପୁର,୧୬।୨(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବଡ଼ ମାଧପୁର ଧିରେଶ୍ବର ମନ୍ଦିର ନିକଟରେ ମଙ୍ଗଳବାର ଚଷୀମାନେ ଧାନ ବସ୍ତା ରଖି ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କରିଛନ୍ତି। ଟାୟାର ଜାଳିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଧାନ କିଣାଯାଉ ନ ଥିବାରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।…
ପ୍ରିନ୍ସପଲଙ୍କୁ ଫାଶୀ
ପାଟନା,୧୬।୨: ବିହାରର ପାଟନାରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ମାମଲାରେ ପ୍ରିନ୍ସପଲଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ମାମଲାର ବିଚାର କରି ପୋକ୍ସୋର ସ୍ବତନ୍ତ୍ର ବିଚାରପତି ଅଓ୍ବଧେଶ କୁମାର ଏଭଳି ରାୟ ଦେଇଛନ୍ତି। ଏହା ସହିତ ପ୍ରିନ୍ସପଲ…
ପୁସ୍ତକ ଲେଖିବେ ଗୁଲାମ ନବୀ!
ନୂଆଦିଲ୍ଲୀ,୧୬ ।୨: କିଛିଦିନ ହେବ ଦେଶର ରାଜନୈତିକ ବାତାବରଣରେ ସାମାନ୍ୟ ହଲଚଲ ଦେଖାଦେଇଛି । ଗୋଟିଏ ପଟେ ରାଜ୍ୟ ସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟୀ ତ ଅନ୍ୟପଟେ ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦୁଇଟିଯାକ ଘଟଣାରେ ନାଟକୀୟତା ଦେଖାଯାଇଛି ।…
ଚକ୍ଲେଟି ବ୍ରେଡ୍ ରୋଲ୍
ଆବଶ୍ୟକ ସାମଗ୍ରୀ: ୮ଟି ବ୍ରେଡ୍ ସ୍ଲାଇସ୍, ୪ ଟି ସ୍ପୁନ୍ କୋକୋ ପାଉଡର, ୨ ଟେବୁଲ୍ ସ୍ପୁନ୍ କଟା ହୋଇଥିବା ଡ୍ରାଏ ଫ୍ରୁଟ୍ସ, ୨ ଟିସ୍ପୁନ୍ ଚିନି ପାଉଡର, ୨ ଟିସ୍ପୁନ୍ ମଲାଇ, ୨ ଟିସ୍ପୁନ୍ ନଡିଆ କୋରା କିମ୍ବା କାଜୁ…
ସାପକୁ ବୋତଲରେ ପିଆଉଥିଲେ ପାଣି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ପରୀ ହତ୍ୟା ମାମଲା: ଦାଖଲ ହେଲା ଚାର୍ଜସିଟ୍
ନୟାଗଡ଼ ଅଫିସ,୧୬।୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୋମବାର ଏସ୍ଆଇଟି ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଛି। ନୟାଗଡ଼ ଚିଲଡ୍ରେନ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି। ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାର୍ଜସିଟ ଦାଖଲ ପାଇଁ…
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା: ପୁଡୁଚେରୀରେ ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର
ନୂଆଦିଲ୍ଲୀ,୧୬।୨: ଆଗକୁ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଏଠାକାର ଶାସକ କଂଗ୍ରେସ ଦଳ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ଦଳର ୪ ଜଣ ବିଧାୟକ ଇସ୍ତଫା ଦେଇସାରିଲେଣି। ଗତ ଦୁଇ ଦିନ ମଧ୍ୟରେ ୨ ଜଣ…
କେବଳ ନିଜ ହାତରେ କରନ୍ତୁ ଏହି ୩ କାମ: ହୋଇ ଯିବେ ଧନୀ
ଟଙ୍କା ଅର୍ଜନ କରି ଧନୀ ହେବା ପାଇଁ ପ୍ରାୟ ସମସ୍ତଙ୍କ ଇଚ୍ଛା। ଗରିବ କିମ୍ବା ଧନୀ, ଉଭୟଙ୍କ ପାଇଁ ଟଙ୍କା ମୂଲ୍ୟବାନ୍। ମାତ୍ର ତାଙ୍କୁ ନେଇ ଭଗବାନଙ୍କ୍ କ’ଣ ଇଚ୍ଛା ତାହା କେହି ଜାଣନ୍ତି ନାହିଁ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ…
ଭାରତ ବିଜୟଠାରୁ ମାତ୍ର ୩ ଉଇକେଟ୍ ଦୂରରେ
ଚେନ୍ନାଇ,୧୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ଦ୍ୱାରରେ ପହଞ୍ଚିଛି। ୪୮୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଖେଳର ଚତୁର୍ଥ ଦିନରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଇଂଲଣ୍ଡ ୭ ଉଇକେଟ…
Archives


