ପ୍ରେମିକା ପାଇଁ ସ୍ତ୍ରୀଙ୍କୁ ହତ୍ୟା
ନୟାଗଡ ଅଫିସ,୧୫।୨: ନୟାଗଡ଼ ଜିଲା ଶରଣକୁଳ ଥାନା ସସ୍ମିତା ମହାପାତ୍ରଙ୍କୁ ହତ୍ୟା ପାଇଁ ତାଙ୍କ ସ୍ବାମୀ ଅକ୍ଷୟ ମହାପାତ୍ର ଓରଫ ଅଖିଳ (୩୯) ୫ଜଣ ସୁପାରିକିଲରଙ୍କ ସହାୟତା ନେଇଥିବାବେଳେ ପୋଲିସ ହତ୍ୟାର ରହସ୍ୟ ପର୍ଦ୍ଦାଫାଶ କରିଛି। ପ୍ରେମିକାଙ୍କୁ ବିବାହ ଲାଳସାରେ ଅକ୍ଷୟ…
ଘରୋଇକରଣକୁ ନିର୍ମଳାଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ଦେଶର ବିକାଶ ଓ ଅଭିବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିଲେ। ସେ କେନ୍ଦ୍ର ସରକାରଙ୍କ ବ୍ୟବସାୟ ନୀତି ଉପରେ ଯୁକ୍ତି ବାଢିବା ସହ ମୋଦିଙ୍କ କଥାକୁ ଦୋହରାଇଛନ୍ତି। ଦେଶରେ ଏନଡିଏ ସରକାର ବ୍ୟବସାୟ ଉପରେ…
ଜଳ ସଂରକ୍ଷଣ: ବର୍ଷକରେ ଫେଲ୍
ଯାଜପୁର ଅଫିସ,୧୫।୨: ଓଡ଼ିଶାରେ ଜଳ ସଂରକ୍ଷଣ ପାଇଁ ବିବିଧ ପଦ୍ଧତି ପ୍ରୟୋଗ କରାଯାଇଛି। ଏଥିରେ ରୁଫ୍ଟପ୍ ରେନ୍ୱାଟର ହାରଭେଷ୍ଟିଙ୍ଗ ଷ୍ଟ୍ରକ୍ଚର (ଆର୍ଆର୍ଏଚ୍ଏସ୍), ଗ୍ରାଉଣ୍ଡ ୱାଟର ରିଚାର୍ଜ, ବାୟୋଡାଇଭର୍ସିଟି ପାର୍କ ଓ ଗ୍ରିନେରୀ, ଗ୍ରାଉଣ୍ଡ୍ ୱାଟର ରେଗୁଲେଶନ, ଜଳାଶୟର ଉନ୍ନତୀକରଣ ଇତ୍ୟାଦି ରହିଛି।…
ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା
ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ ଚାଲିଛି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୈରିକ ଦଳକୁ ଟାର୍ଗେଟ କରିଛନ୍ତି।…
ବାପା ଅଟୋ ଚାଳକ, ମା’ ଟେଲର
ମୁମ୍ବାଇ,୧୫ା୨: ତେଲଙ୍ଗାନାର ହାଇଦ୍ରାବାଦ ନିବାସୀ ମାନସା ବାରାଣସୀ(୨୩) ଭିଏଲ୍ସିସି ଫେମିନା ମିସ୍ ଇଣ୍ଡିଆ ୱାଲର୍ଡ ୨୦୨୦ ମୁକୁଟ ପିନ୍ଧିଛନ୍ତିି। ମୁମ୍ବାଇରେ ବୁଧବାର ଫେମିନା ମିସ୍ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏଥିରେ ଉତ୍ତର ପ୍ରଦେଶର ମାନ୍ୟା ସିଂ ରନର…
ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।…
କିଲରଙ୍କ ସନ୍ଧାନରେ ଅନ୍ଧ ପୋଲିସ
ନୂଆଦିଲ୍ଲୀ,୧୫ା୨: ବଲିଉଡ୍ ଷ୍ଟାର ସୋନମ କପୁରଙ୍କ ଆଗାମୀ କ୍ରାଇମ୍ ଥ୍ରିଲର ‘ବ୍ଲାଇଣ୍ଡ୍’ର ଶୁଟିଂ ଶନିବାର ସ୍କଟ୍ଲାଣ୍ଡରେ ଶେଷ ହୋଇଛି। ୩୯ ଦିନରେ ଏହାର ଶୁଟିଂ ସରିଥିବା ସିନେ କ୍ରିଟିକ୍ ତଥା ମୁଭି ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଟୁଇଟରରେ ସୂଚନା ଦେଇଛନ୍ତି।…
ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ୱର, ୧୫।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲ ସହ ଏଲ୍ପିଜି ଗ୍ୟାସ୍ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବାବେଳେ ଏହାର ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ…
୫୦ ଟଙ୍କା ମହଙ୍ଗା ହେଲା ଗ୍ୟାସ
ନୂଆଦିଲ୍ଲୀ: ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାାଇ ଦେଇଛି। ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ରବିବାର ମଧ୍ୟ ରାତ୍ରରୁ ନୂଆଦିଲ୍ଲୀରେ…
ମହାଭିଯୋଗରୁ ଟ୍ରମ୍ପ୍ ମୁକ୍ତ
ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍ ଖାଇଛି। କ୍ୟାପିଟୋଲ ହିଲ୍ ଦଙ୍ଗା ଉସୁକାଇବା ଅଭିଯୋଗରୁ ସିନେଟ ଟ୍ରମ୍ପ୍ଙ୍କୁ ମୁକ୍ତ କରିଦେଇଛି। ଏହା ପୂର୍ବରୁ ଉଚ୍ଚ…
ହରଭଜନଙ୍କୁ ପଛରେ ପକାଇଲେ ଅଶ୍ୱିନ
ଚେନ୍ନାଇ,୧୫।୨(ପି.ଟି.): ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ଅକ୍ତିଆର କରି ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକାଧିକ ସଫଳତା ଅର୍ଜନ କରିଛନ୍ତି। ଭାରତରେ ସେ ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ଉଇକେଟ…
ବଳ ଯାହାର ବୁଢ଼ାପଙ୍କ ତାହାର
ବଅଁରପାଳ,୧୫ା୨: ଅନୁଗୋଳ ଇତିହାସରେ ଗଡ଼ ବୁଢ଼ାପଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏହା ଥିଲା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅଭେଦ୍ୟ ଦୁର୍ଗ। କିନ୍ତୁ ବ୍ରିଟିଶ୍ ଶାସନ ସମୟରେ ଏହାକୁ ଦଖଲ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଢେଙ୍କାନାଳ ରାଜା ସୁର ପ୍ରତାପ…
Archives


