ଉପକାରୀ ସଜନା ଛୁଇଁ
ସଜନା ଛୁଇଁ ଆମ ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ମିଳିଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀରକୁ ସୁସ୍ଥ ରଖିବାରେ ବି ସହାୟକ ହୋଇଥାଏ । ଯେଉଁମାନେ କୁପୋଷଣର ଶିକାର ହୁଅନ୍ତି ସେମାନଙ୍କୁ ସଜନା ଛୁଇଁ ଖାଇବାକୁ କୁହାଯାଇଥାଏ…
କ୍ୟାମେରା ଆଗରେ ରିପୋର୍ଟରକୁ ଲୁଟିଲେ
କ୍ୱିଟୋ,୨୦।୨: ଜଣେ ରିପୋର୍ଟର ଓ ଟିଭି କ୍ରୁ ମେମ୍ବରଙ୍କୁ ବନ୍ଧୁକ ମୁନରେ ଲୁଟିଛନ୍ତି। ତାହା ପୁଣି ଲାଇଭ କ୍ୟାମେରା ଆଗରେ। ଇକ୍ୱାଡରରେ ଘଟିଥିବା ଏହି ଅବିଶ୍ୱସନୀୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓରେ ଜଣେ ଲୁଟେରା ବନ୍ଧୁକ ଦେଖାଇ…
ପିଲାଟିର କାନକୁ ଏମିତି କାମୁଡ଼ି ଦେଲା ହରିଣ, ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଅଜବ ଶେଷ ଇଚ୍ଛା ସହ ଆତ୍ମହତ୍ୟା କଲେ ୟଶଙ୍କ ଫ୍ୟାନ
ବାଙ୍ଗାଲୋର,୨୦।୨: କର୍ନାଟକର ମାଣ୍ଡିଆ ଜିଲା ଅଧୀନ କୋଡିଡୋଡି ଗାଁରେ ଜଣେ ୨୫ ବର୍ଷୀୟ ଯୁବକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମାଣ୍ଡିଆ ପୋଲିସ ଅନୁଯାୟୀ, ମୃତକଙ୍କ ନାମ ରାମାକ୍ରିଷ୍ଣା। ସେ ‘କେଜିଏଫ୍’ ଷ୍ଟାର ୟଶ ଓ କର୍ନାଟକର ବିରୋଧୀ କଂଗ୍ରେସ…
ନିରାଶ ହୋଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
ତରବୋଡ/ନୂଆପଡ଼ା ଅଫିସ/ଖଡ଼ିଆଳ,୨୦।୨: ଟୋକନ ଲାପ୍ସ ଓ ବିଦ୍ୟୁତ୍ ସଂଯୋଗ କାଟିବାରୁ ମାନସିକ ଭାରସାମ୍ୟ ହରାଇ ଶୁକ୍ରବାର ନୂଆପଡା ଜିଲା ସିନାପାଲି ବ୍ଲକ ଧିଙ୍ଗିଆମୁଣ୍ଡା ଗ୍ରାମର ଚାଷୀ ରୋମାଞ୍ଚଳ ଦଣ୍ଡସେନା (୩୨) ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ…
ରାସ୍ତାକାମ କରୁଥିଲା ଆନ୍ଧ୍ର ସିମେଣ୍ଟ, ମିକ୍ସଚର ମେଶିନ ଉଠାଇନେଲା ଓଡ଼ିଶା
କାଶୀନଗର,୨୦ା୨: ପୁଣି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାସ୍ତା ନିର୍ମାଣ ଚଳାଇଥିଲା। ଏଥର କିନ୍ତୁ ସ୍ଥାନୀୟ ପ୍ରଶାସନ ମୁହଁତୋଡ଼ ଜବାବ ଦେଇଛି। ରାସ୍ତା କାମରେ ବ୍ୟବହୃତ ସିମେଣ୍ଟ, ମିକ୍ସଚର ମେଶିନ ଓ ଚିପ୍ସ ଆଦି ଜବତ କରିବା…
ସୁସ୍ଥ ହେଲେ ୯୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୯।୨: ଓଡ଼ିଶାରେ ଶୁକ୍ରବାର ୯୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୯୮୦ରେ ପହଞ୍ଚିଛି। ବରଗଡ଼ରୁ ସର୍ବାଧିକ ୧୪, ଯାଜପୁରରୁ ୯, କଟକ ଓ ସମ୍ବୁଲପରରୁ ୮, ପୁରୀରୁ ୭, ଅନୁଗୁଳ…
ଆନ୍ଧ୍ର ସ୍କୁଲରେ ତାଲା ପକାଇବ ଓଡ଼ିଶା
ପାରଳାଖେମୁଣ୍ଡି,୧୯ା୨: ଗଜପତି ଜିଲା କାଶୀନଗର ତହସିଲ ହାଡୁଭାଙ୍ଗୀ ମୌଜା ଖାତା ନଂ.୮୨ (ପ୍ଲଟ୍ ନଂ.୮୧୩)ରେ ରହିଛି ଆନ୍ଧ୍ରର ଏକ ସରକାରୀ ବିଦ୍ୟାଳୟ। ମଣ୍ଡଳ ପରିଷଦ ଉନ୍ନୀତ ପାଠଶାଳା ନାମରେ ଏହି ବିଦ୍ୟାଳୟ ୧୯୭୪ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଜଣାପଡିଛି। ସ୍କୁଲରେ ପ୍ରଥମରୁ…
ମଣିଷ ହତ୍ୟା ସହ ସମାନ କାକଟସ୍ କାଟିବା
ମଣିଷ ହତ୍ୟା ସହ କାକଟସ୍ କାଟିବା ସମାନ। ଏଭଳି ଶୀର୍ଷକକୁ ଗ୍ରହଣ କରିବା ସହଜ ନୁହେଁ। କିନ୍ତୁ ବିଶ୍ୱରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠାରେ କାକଟସ୍ କାଟିଲେ ଅଭିଯୁକ୍ତଙ୍କୁ ଜଣେ ହତ୍ୟାକାରୀଙ୍କ ଭଳି ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଆମେରିକାର…
ମୂଲିଆ ବେଶରେ ଧରିଲେ ଭିଜିଲାନ୍ସ ଅଧିକାରୀ
ବୁଗୁଡ଼ା,୧୯ା୨: ଗଞ୍ଜାମ ଜିଲା ଭଞ୍ଜନଗର ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ବୁଗୁଡ଼ା ଦାୟିତ୍ୱରେ ଥିବା ଓଭରସିୟର ଶୁକ୍ରବାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ସେ ହେଲେ ଉମା ଶଙ୍କର ବେହେରା। ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲିଠାରେ ଚାଷୀ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କଠାରୁ ଉମାଶଙ୍କର ୨୬…
ଅମିତ ଶାହାଙ୍କ ପାଇଁ ସମନ ଜାରି
କୋଲକାତା,୧୯।୨: ତୃଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଦାୟର ହୋଇଥିବା ମାନହାନି ମାମଲାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗର ଏକ ସ୍ବତନ୍ତ୍ର (ଏମ୍ପି/ଏମ୍ଏଲ୍ଏ କୋର୍ଟ) ଅଦାଲତ ଏକ ସମନ ଜାରି କରିଛନ୍ତି। ଆସନ୍ତା ଫେବୃୟାରୀ ୨୨ ତାରିଖ ପୂର୍ବାହ୍ନ…
‘୧୫ କୋଟି ଟଙ୍କା ନ୍ୟୁଜିଲାଣ୍ଡ ଡଲାରରେ କେତେ ମୋତେ ଜଣା ନ ଥିଲା’
ଖ୍ରୀଷ୍ଟଚର୍ଚ୍ଚ, ୧୯।୨ : ଆଇପିଏଲ ଅକଶନ (ଖେଳାଳିଙ୍କ ନିଲାମ ପ୍ରକ୍ରିୟା) ପୂର୍ବରୁ ମୋତେ ୧୫ କୋଟି ଟଙ୍କାର ମୂଲ୍ୟ ନ୍ୟୁଜିଲାଣ୍ଡ ଡଲାରରେ କେତେ ଜଣା ନ ଥିଲା। ଆଇପିଏଲ ଇତିହାସରେ ନ୍ୟୁଜିଲାଣ୍ଡର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହେବା ପରେ ଏଭଳି…
Archives


