ଅମିଶାଙ୍କ ବୋଲ୍ଡ ଲୁକ୍‌

ମୁମ୍ବାଇ:ବଲିଉଡ୍ ନାୟିକା ଅମିଶା ପଟେଲ ଏବେ ଯଦିଓ ବଡ ପରଦାରୁ ଦୂରେଇ ରହିଛନ୍ତି ହେଲେ ଏହି ନାୟିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଅମିଶା ନିଜ କ୍ୟାରିୟର ସହ ପର୍ସନାଲ ଲାଇଫକୁ ନେଇ ବି ଆସିଥାଆନ୍ତି ଚର୍ଚ୍ଚାକୁ । କେବେ ବିକ୍ରମ ଭଟ୍ଟଙ୍କ ସହ ରିଲେଶନସିପକୁ ନେଇ ତ ପୁଣି କେବେ ମାତାପିତାଙ୍କ ସହ ମନୋମାଳିନ୍ୟକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ଅମିଶା । ଏବେ ସେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ତାହା ତାଙ୍କର ଗ୍ଲାମରସ ଫଟୋକୁ ନେଇ । ନିକଟରେ ପ୍ରଶଂସକଙ୍କ ପାଇଁ ଅମିଶା ତାଙ୍କ ଇନଷ୍ଟାଗ୍ରାମରେ ବେଶ୍ ବୋଲ୍ଡ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ କହିଛନ୍ତି, ଲାଗୁଛି ଗରମ ଏବେ ତା’ର ଚରମ ସୀମାରେ ପହଞ୍ଚିଛି । ଅମିଶା ତାଙ୍କର ବୋଲ୍ଡ ଫଟୋ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ସମର ହଲିଡେ ଭାଇବ୍ସ, ମେଜର ମିଶିଂ, କୌନ କୌନ ସମର ଭ୍ୟାକେଶନ ଚାହତା ହୈ । ଏହାସହ ଏକ ବୁମରାଙ୍ଗ ଭିଡିଓ ବି ଶେୟାର କରିଛନ୍ତି ଅଭିନେତ୍ରୀ । ଏହି ଭିଡିଓ ଶେୟାର କରିବା ସହ ସମସ୍ତଙ୍କ କୋଭିଡ ଫ୍ରି ଭବିଷ୍ୟତ କାମନା କରିଛନ୍ତି । ତେବେ ଅମିଶାଙ୍କ ବୋଲ୍ଡ ଲୁକ୍ ଦେଖି ତାଙ୍କ ପ୍ରଶଂସକ ପ୍ରଶଂସା କରିବାକୁ ଥକି ପଡି ନାହାନ୍ତି । କେହି କେହି କହିଛନ୍ତି ଗ୍ରୀଷ୍ମ ତା’ର ପ୍ରଚଣ୍ଡ ରୂପ ଦେଖାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହେଶ ବାବୁ କରୋନା ପଜିଟିଭ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ମହେଶ ବାବୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ...

ଇନଷ୍ଟାଗ୍ରାମରେ ୪୬ ମିଲିୟନ ଟପିଲା ଉର୍ବଶୀଙ୍କ ପ୍ରଶଂସକଙ୍କ ସଂଖ୍ୟା

ମୁମ୍ବାଇ: ବଲିଉଡ ନାୟିକା ଉର୍ବଶୀ ରୌତେଲାଙ୍କର ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ...

ଜ୍ୟାକ୍‌ଲିନଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୨୮।୬: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟାଳୟରେ ହାଜର ହୋଇଛନ୍ତି। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ...

ବାନ୍ଦ୍ରା ସଡ଼କରେ ବୁଲେଟର ମଜା ନେଉଛନ୍ତି ଦବଙ୍ଗ ଗର୍ଲ

ମୁମ୍ବାଇ: ବଲିଉଡ ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷୀ ସିହ୍ନାଙ୍କ ଭିନ୍ନରୂପ ଏବେ ଦେଖିବାକୁ ମିଳିଛି । ରୟାଲ ଏନଫିଲ୍ଡ ବୁଲେଟ ଚଢି ବାନ୍ଦ୍ରା ସଡ଼କ ଉପରେ...

ସଲମାନଙ୍କ ସହ କାମ କରିବାକୁ ମନା କରିଥିଲେ ଦୀପିକା, ଏବେ ଖୋଲିଲେ ରାଜ୍‌

ମୁମ୍ବାଇ: ୨୦୦୭ରେ ଶାହରୁଖ ଖାନ୍‌ଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଜାଣନ୍ତି କି ବଲିଉଡ୍‌ର ପ୍ରଥମ...

ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ...

ଦୀର୍ଘ ଦିନ ପରେ ପରଦାକୁ ଫେରିବେ ଗୀତା ବାସ୍ରା

ମୁମାଇ: ଦୀର୍ଘ ଦିନର ବ୍ୟବଧାନ ପରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଗୀତା ବାସ୍ରା। ସେ ଫିଲ୍ମ ‘ନୋଟରୀ’ରେ ନଜର ଆସିବେ ବୋଲି ଏବେ ଚର୍ଚ୍ଚା ହେଉଛି।...

କାଶ ହେବାରୁ ଏହି ଲୋକପ୍ରିୟ ଅଭିନେତ୍ରୀ କରାଇଲେ କୋଭିଡ୍‌ ଟେଷ୍ଟ

କରୋନା ମହାମାରୀ ସାରା ଦେଶରେ ବ୍ୟାପୁଛି। ଏହାର ଭୟ ଲୋକଙ୍କ ମନରେ ଏତେ ମାତ୍ରାରେ ଅଛି ଯେ, ଯଦି ସାମାନ୍ୟ ଅସୁସ୍ଥ ଲାଗୁଛି ଲୋକେ ପ୍ରଥମେ...

Advertisement
Archives

Model This Week