Home Left

ଏକଦା ଲକ୍ଷେ ହୃଦୟର ନାୟକ ଥିଲେ ଏହି ଅଭିନେତା,ଏବେ ଚିହ୍ନିବା କଷ୍ଟକର

ବମ୍ବେ: ନବେ ଦଶକର କିଛି ଗୀତ ଆଜିବି ଦର୍ଶକଙ୍କ ହୃଦୟରେ ଘର କରି ରହିଛି। ଠିକ୍‌ ସେଭଳି କିଛି ଅଭିନେତାଙ୍କୁ ମଧ୍ୟ ପସନ୍ଦ କରାଯାଏ। ସେଥିରୁ ‘ଆଜା ନଚଲେ’ ଏବଂ ‘ଡୁବା ଡୁବା’ ଭଳି ଗୀତରେ ନଜର ଆସିଥିବା ମଡେଲ ତରୁଣ…

ସନ୍ନିଙ୍କ ସାଉଥ୍ ଇଣ୍ଡିଆନ୍ ଲୁକ୍‌

ମୁମ୍ବାଇ: ପର୍ନ ଷ୍ଟାରରୁ ବଲିଉଡ୍ ନାୟିକା ପାଲଟିଥିବା ସନ୍ନି ଲିଓନ ଏବେ ତାଙ୍କ ଅଗାମୀ ଫିଲ୍ମର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । କେରଳରେ ତାଙ୍କ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ସେଠାରୁ ସେ ବିଭିନ୍ନ ସମୟର ଫଟୋ ଓ ଭିଡିଓ…

ସନ୍ଦିପଙ୍କ ମୃତଦେହକୁ ଦେଖି ଚେତାଶୂନ୍ୟ ହେଲେ ମା’: କହିଲେ- ‘ମୋ ହିରୋ ଚାଲିଗଲା’

ବମ୍ବେ: ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘କେଶରୀ’ ଏବଂ ସୁଶାନ୍ତ ସିଂହଙ୍କ ସହ ଫିଲ୍ମ ଏମ୍‌ଏସ୍‌ ଧୋନୀରେ ନଜର ଆସିଥିଲେ ଅଭିନେତା ସନ୍ଦିପ ନାହର। ନିକଟରେ ସେ ଆତ୍ମହତ୍ୟା କରି ପ୍ରଶଂସକଙ୍କୁ ଚକିତ କରିଥିଲେ। ଏହାକୁ କିଛି ଦିନ ବିତିଥିଲେ ହେଁ…

ରାଜ୍ୟରେ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର୍‌, ୬ ବର୍ଷ ଧରି ମିଳି ନ ଥିଲା ସୁଯୋଗ

କଲମ୍ବୋ, ୧୯।୨: ଶ୍ରୀଲଙ୍କାର ଦ୍ରୁତ ବୋଲର୍‌ ଧାମିକା ପ୍ରସାଦ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏହି ବୋଲର୍‌ ୨୫ଟି ଟେଷ୍ଟ, ୨୪ ଏକଦିବସୀୟ ଏବଂ ଗୋଟିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ। ୨୦୦୬ରେ…

ରୋମାଣ୍ଟିକ କମେଡି ଫିଲ୍ମରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ‘ପ୍ୟାର କା ପଞ୍ଚନାମା’, ‘ସୋନୁ କେ ଟିଟୁକି ସ୍ୱିଟି’ ଭଳି ରୋମାଣ୍ଟିକ ଓ କମେଡି ଫିଲ୍ମ ନିର୍ଦ୍ଦେଶନା ଦେଉଥିବା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମକୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । କାରଣ ଏହି ଫିଲ୍ମରେ…

ପତ୍ନୀଙ୍କଠାରୁ ଶୀଘ୍ର ଅଲଗା ହେବାକୁ ଚାହୁଁଛନ୍ତି ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ,୧୯ ।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ବୈବାହିକ ବିବାଦ ମାମଲା ଦିଲ୍ଲୀ ହାଇକୋର୍ଟରେ ଚାଲିଛି । କାରଣ ଓମାରଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ଓକିଲ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣିକୁ ନେଇ ସହମତି…

ଗଞ୍ଜେଇ ନେଉଥିବାବେଳେ ଧରାପଡିଲେ, ମହିଳାଙ୍କ ସମେତ ୪ ଗିରଫ

ସୁନ୍ଦରଗଡ଼,୧୯।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଓ ଏକ ମାରୁତି କାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।…

ନବଜାତ ଶିଶୁର ପେଟ ବାହାରେ ପାକସ୍ଥଳୀ

ବରଗଡ଼ ଅଫିସ,୧୯।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଏକ ଅଦ୍ଭୁତ ଶିଶୁପୁତ୍ର ଜନ୍ମ ନେଇଛି। ଶିଶୁପୁତ୍ରର ପେଟ ବାହାରେ ପାକସ୍ଥଳୀ ରହିଥିବା ଜଣାପଡ଼ିଛି। ଶିଶୁକୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର…

ବଲ୍‌ବୟରୁ ମୁମ୍ବାଇ ଇଣ୍ଡିଆନ୍ସର ନେଟ୍‌ ବୋଲର୍‌, ଏବେ ଫ୍ରାଞ୍ଚାଇଜ୍‌ କିଣିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ଅର୍ଜୁନ

ଚେନ୍ନାଇ,୧୯।୨: ଆଇପିଏଲ୍‌ର ମିନି ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ଫ୍ରାଞ୍ଚାଇଜ୍‌ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଯୁବ ଅଲ୍‌ରାଉଣ୍ଡର ଅର୍ଜୁନ ତେନ୍ଦୁଲକରଙ୍କୁ କିଣିଛି। ତାଙ୍କର ବେସ୍‌ ବ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଥିଲା। ଚେନ୍ନାଇରେ ଶେଷ ଖେଳାଳି ଭାବେ ତାଙ୍କ…

ଏହି ଫିଲ୍ମ ନିର୍ମାତାଙ୍କ ଝିଅକୁ ମିଳିଥିଲା ବଳାତ୍କାର ଧମକ

ବଲିଉଡରେ ଅନେକ ସେଲିବ୍ରିଟି ଟ୍ରୋଲର ଶିକାର ହୋଇଥାନ୍ତି। କେବଳ ସେମାନେ ଏକା ନୁହଁନ୍ତି ବରଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ହୋଇଥାନ୍ତି। ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ଟୁଇଟ୍‌ ଯୋଗୁ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି। ଅନୁରାଗ କାଶ୍ୟପଙ୍କ…

କରିନାଙ୍କ ପୁଅ ହେବ ନା ଝିଅ: ଜ୍ୟୋତିଷ କଲେ ଭବିଷ୍ୟବାଣୀ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ପ୍ରଶଂସକମାନେ ମଧ୍ୟ ନୂଆ ଅତିଥିଙ୍କ ଆଗମନ ପାଇଁ ବହୁତ ଉତ୍ସାହିତ। କରୀନାଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri