Home Left

୫୨ ତିମି ମୃତ

ଜାକର୍ତ୍ତା, ୨୧ା୨: ଇଣ୍ଡୋନେସିଆ ସମୁଦ୍ର କୂଳରୁ ୫୨ ତିମିର ମୃତଦେହ ମିଳିଛି। ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି। ଗୁରୁବାର ଇଣ୍ଡୋନେସିଆର ଇଷ୍ଟ ଜାଭା ପ୍ରାନ୍ତ ମଦୁରା ଆଇଲାଣ୍ଡରେ ଫିନ୍‌ଡ ପାଇଲଟ୍‌ ଶ୍ରେଣୀର ତିମିଗୁଡ଼ିକ ସମୁଦ୍ର କୂଳକୁ…

ମୋଦିଙ୍କ ନକଲ କରିବାରୁ ଏତଲା

ନୂଆଦିଲ୍ଲୀ, ୨୧ା୨: ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କୁ ମହଙ୍ଗା ପଡ଼ିଛି। ଏଥିଯୋଗୁ ତାଙ୍କ ନାଁରେ ଥାନାରେ ଏତଲା ରୁଜୁ ହୋଇଛି।…

୫ବର୍ଷ ହେଲା ଚାଲିଛି ମେଗା ଜଳସେଚନ ପ୍ରକଳ୍ପ

ବାରିପଦା ଅଫିସ,୨୧।୨- ଖରିଫ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୫ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଠିକା କମ୍ପାନୀର ମନମୁଖି କାର୍ଯ୍ୟ ଯୋଗୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି। ସରକାରଙ୍କ ୫୧୭କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ…

ବୈଠକରେ କୌଣସି ରାଜ୍ୟ ଉଠାଇଲେ ନାହିଁ କୃଷି ଆଇନ କଥା!

ନୂଆଦିଲ୍ଲୀ,୨୧ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବାହାରେ ବିରୋଧୀ ଖୁବ୍ ବିରୋଧ କରୁଥିଲେ ବି ଭିତରେ ଚୁପ୍ ରହିବା ଏବେ ଆଲୋଚନା ପରିସରକୁ ଆସିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍‌୍ର ମୋଦି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ ସେତେବେଳେ…

ବିକ୍ଷୋଭ ଯଦି ଦେଶଦ୍ରୋହ, ଜେଲରେ ରହିବି

ନୂଆଦିଲ୍ଲୀ, ୨୧।୨: ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଯଦି ଦେଶଦ୍ରୋହ ହୁଏ, ତେବେ ଜେଲରେ ରହିବା ଭଲ ବୋଲି ଜଳବାୟୁ କର୍ମୀ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରଓ୍ବାଲ କହିଛନ୍ତି। ଶନିବାର ଦିଲ୍ଲୀର ଏକ ଅଦାଲତରେ ଦିଶାଙ୍କ ଜାମିନ ଆବେଦନର ଶୁଣାଣି…

ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୋଇଥାଏ ଏହି ରୋଗ, ଲକ୍ଷଣ ବି ଜାଣି ନିଅନ୍ତୁ…

ସିଷ୍ଟମିକ୍‌ ଲ୍ୟୁପସ୍‌ ଏରିଥୋମେଟୋସସ୍‌(ଏସ୍‌ଏଲ୍‌ଇ) ଏକ ଅଟୋ ଇମିନ୍ୟୁ ରୋଗ। ଯେଉଁଥିରେ ସ୍ବାସ୍ଥ୍ୟ ଖରାପ ହେବା ସହ ରୋଗର ସକ୍ରିୟତା ଅଲଗା ଅଲଗା ହୋଇଥାଏ। ଏହି ରୋଗ ହେଲେ ହାର୍ଟ, ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କ ପ୍ରଭାବିତ ହେବା ସହ ଜୀବନ ପ୍ରତି ବିପଦ…

କେବଳ ଏହି କାରଣ ପାଇଁ କୁଆଁରୀ ରହିବାକୁ ପସନ୍ଦ କରନ୍ତି ଝିଅ

ଅନେକ ସମୟରେ ଏହା ଶୁଣିବାକୁ ମିଳିଥାଏ ଯେ ଜୀବନରେ ସାଥୀଟିଏ ନିହାତି ଆବଶ୍ୟକ। ବିନା ସାଥୀରେ ଜୀବନ ଜିଇବା ଅନେକ କଷ୍ଟସାଧ୍ୟ ହୋଇଥାଏ। ଏ ନେଇ ଅନେକ ଦିନ ପୂର୍ବେ ଝିଅ ବଡ଼ ହେବା ମାତ୍ରେ ଘରେ ତାହାର ବିଭାଘର କଥା…

ସଂକ୍ରମଣ ଯୋଗୁ ନଖର ରଙ୍ଗ ହୁଏ ଏଭଳି…

କେତେକ କାରଣ ଯୋଗୁ କିଛି ଲୋକଙ୍କ ହାତ ଏବଂ ଗୋଡ଼ ନଖ ସଂକ୍ରମିତ ହୋଇଥାଏ। ଏହା ଯୋଗୁ ନଖ ରଙ୍ଗ ବଦଳି ହଳଦିଆ ବା ଧଳା ହୋଇଯାଏ ଅବା ମୋଟା ହୋଇ ସ୍ଥାନଚ୍ୟୁତ ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଓନିକୋମାଇକୋସିସ…

ହଜିଲା ବ୍ୟାଗ ପାଇଲେ ଯାତ୍ରୀ, ଆର୍‌ପିଏଫ୍‌ କର୍ମଚାରୀ ଦେଖାଇଲେ ବଦାନ୍ୟତା

ବବରଗଡ଼ ଅଫିସ୍‌,୨୧।୨: ଭୁବନେଶ୍ୱରରୁ ବରଗଡ଼ ଆସୁଥିବା ବେଳେ ଶନିବାର ଆୟୁଷ୍ମାନ ପ୍ରଧାନ ନାମକ ଜଣେ ରେଳଯାତ୍ରୀ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଏକ ବ୍ୟାଗ ଛାଡ଼ି ଦେଇଥିଲେ। ତେବେ ଆର୍‌ପିଏଫ କର୍ମଚାରୀଙ୍କ ତତ୍ପରତା ଯୋଗୁ ରେଳଯାତ୍ରୀ ତାଙ୍କ ହଜିଲା ବ୍ୟାଗକୁ ଫେରି ପାଇଛନ୍ତି ।…

ପୁଅକୁ ଝୁଲାଇ ମା’ଙ୍କ ଆତ୍ମହତ୍ୟା

ରାୟଗଡ଼ା ଅଫିସ,୨୧ା୨: ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର ଏସ୍‌ପିଟି କଲୋନିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ଏବଂ ତାଙ୍କର ୪ ବର୍ଷର ପୁଅର ଝୁଲନ୍ତା ମୃତଦେହ ଘରୁ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସୂଚନା ଅନୁଯାୟୀ,…

ଚତୁର୍ଥୀ ପୂର୍ବରୁ ଆତ୍ମହତ୍ୟା କଲେ ନବବଧୂ

ଢେଙ୍କାନାଳ ଅଫିସ,୨୦।୨: ଆଖିରେ ଆଖିଏ ସ୍ବପ୍ନ, ମନରେ ଅସୁମାରୀ ଆଶା ନେଇ ମାତ୍ର ୩ଦିନ ତଳେ ଆରମ୍ଭ କରିଥିଲେ ନୂଆ ଜୀବନ। ଲିଭି ନ ଥିଲା ପାଦର ଅଳତା କି ଫିକା ପଡ଼ି ନ ଥିଲା ହାତର ମେହେନ୍ଦି। ହେଲେ ସବୁ…

ଜୁନ ୪ରେ ଆସିବ କପିଲଙ୍କ ବାୟୋପିକ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବୋୟୋପିକ ‘୮୩’ ଜୁନ ୪ ତାରିଖରେ ପରଦାକୁ ଆସିବ। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଆଦି ଭାଷାରେ ଫିଲ୍ମିଟି ରିଲିଜ ହେବା ନେଇ ରଣବୀର ସିଂହ ସୂଚନା ଦେଇଛନ୍ତି। ୨୦୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri