Posted inଫୁରସତ

ଏକା ସାଙ୍ଗରେ ମା’ ହେବାକୁ ପଣ କରିଥିଲେ ୩ ଭଉଣୀ, କାରଣ ଜାଣିଲେ…

ଯାଆଁଳା ପିଲାଙ୍କ ପାଇଁ ଅନେକ କିଛି ରହିବା ସ୍ବାଭାବିତ। କିନ୍ତୁ କାଲିଫର୍ନିଆରେ ଏକାଠି ଜନ୍ମ ହୋଇଥିବା ୩ ଭଉଣୀଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଛି ଯାହା ଅତ୍ୟନ୍ତ ରୋମାଞ୍ଚର ବିଷୟ। ପିଲାଦିନରୁ ଏକାଠି ବଢ଼ିଥିବା ଏହି ଭଉଣୀମାନଙ୍କର ବିବାହ ପରେ ସେମାନେ ଏକାଠି ଗର୍ଭବତୀ ହୋଇଥିଲେ। କିଛି ମାସ ବ୍ୟବଧାନରେ ନିଜ ନିଜ ସନ୍ତାନମାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି।

କାଲିଫର୍ନିଆର ଏହି ତିନି ଭଉଣୀଙ୍କ ନାମ ହେଉଛି ଗିନା, ନୀନା ଏବଂ ଭିକ୍ଟୋରିଆ। ୩୫ ବର୍ଷୀୟା ଏହି ତିନି ଭଉଣୀ ଏକାସାଙ୍ଗରେ ଗର୍ଭବତୀ ହୋଇଥିଲେ। ଏକାସାଙ୍ଗରେ ମା’ ହେବେ। ତିନି ଭଉଣୀ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ଶେୟାର କରିଛନ୍ତି। ଏଥିରେ ସେମାନେ କ୍ୟାପଶନ ଲେଖିଛନ୍ତି, ଏକା ସାଙ୍ଗରେ ଗର୍ଭଧାରଣ। ଆଉ ଏହି ସ୍ବପ୍ନ ସତ ହେବାକୁ ଯାଉଛି। ୯ ଜୁଲାଇରେ ଭିକ୍ଟୋରିଆ ସନ୍ତାନ ଜନ୍ମ ଦେବେ। ସେହିପରି ଦ୍ୱୀତିୟ ନମ୍ବର ଭଉଣୀ ନୀନା ୨୮ ଅଗଷ୍ଟରେ ସନ୍ତାନ ଜନ୍ମ ଦେବେ। ସବୁଠୁ ବଡ ଭଉଣୀ ଗିନା ଯେଉଁ ସନ୍ତାନ ଜନ୍ମ ଦେବେ ଏହା ତାଙ୍କର ହେବ ତୃତୀୟ ସନ୍ତାନ। ଭିକ୍ଟୋରିଆର ଦ୍ୱିତୀୟ ଏବଂ ନୀନାଙ୍କର ଏହା ହେବ ପ୍ରଥମ ସନ୍ତାନ। ଏନେଇ ୩ ଭଉଣୀ ପୂର୍ବରୁ ଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳାଶୟରେ କୁମ୍ଭୀର ସହ କଇଁଛ କରୁଛି ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଜନ୍ମ ହେବାର ୨୦ ମିନିଟ ପରେ ନାଚିଲା ହାତୀ ଛୁଆ

କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏସବୁ ଭିତରେ ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହେବାରେ...

ଓଜନ ବଢ଼ିଲେ କଟିବ ଦରମା

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଶ୍ୱ ପ୍ରସିଦ୍ଧ ଏମିରେଟ୍‌ସ ଏୟାରଲାଇନ୍‌ର ଏୟାର ହୋଷ୍ଟେସଙ୍କ ଓଜନ ବଢ଼ିଲେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏହାର ପୂର୍ବତନ କର୍ମଚାରୀମାନେ...

ମହାକାଶକୁ ସେକ୍ସ ଟୟ ପଠାଇବ ଏହି ଦେଶ, ଦୁଇ କମ୍ପାନୀ ମଧ୍ୟରେ ହୋଇଛି ଚୁକ୍ତି

ଟୋକିଓ,୨୫ା୭: ମଣିଷ ମହାକାଶକୁ ଯାଉଥିବାର ଅନେକ ଖବର ଶୁଣିଥିବେ। ମାତ୍ର କେବେ ଶୁଣିଛନ୍ତି ମହାକାଶକୁ ସେକ୍ସ ଟୟ ଯିବାର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର...

ଦିଅଁ ନ ଥିବା ମନ୍ଦିର…

ମନ୍ଦିରରେ ସାଧାରଣତଃ ଦିଅଁ ରହିଥାନ୍ତି। ତେବେ ଦିଲ୍ଲୀର ଉଦୟପୁରରେ ଅବସ୍ଥିତ ବାହାଇ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ଏହି ମନ୍ଦିର ନିଜର ଅଦ୍ଭୁତ ନିର୍ମାଣଶୈଳୀ ପାଇଁ...

ଆକାଶରେ ଉଡ଼ୁଛି ସୁନେଲି କଇଁଛ!

କଇଁଛ ପରି ଦେଖାଯାଉଥିବା ଏକ ଛୋଟିଆ ପୋକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି।...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

ଏସବୁ କାରଣ ପାଇଁ ଟ୍ରେନ୍‌ ବଗିରେ ଥାଏ ଲାଲ୍‌, ହଳଦିଆ ଏବଂ ନୀଳ ରଙ୍ଗର ଗାର

୧୮୫୩ ଏପ୍ରିଲ୍‌ ୧୬ ତାରିଖରେ ଭାରତରେ ରେଳସେବା ଆରମ୍ଭ ହୋଇଥିଲା। କିନ୍ତୁ ୧୯୫୧ରେ ରେଳସେବାକୁ ଜାତୀୟକରଣ କରାଯାଇଥିଲା। ସେବେଠାରୁ ଟ୍ରେନ୍‌ରେ କିଛି କୋଡ୍‌ ରହିଛି। ଯାହାକୁ...

Advertisement
Archives

Model This Week