Home Left

ଆହୁରି ୨୪ ଘଣ୍ଟା ରହିବ କୋହଲା ପାଗ

ଭୁବନେଶ୍ବର, ୨୦।୨: ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ, କନ୍ଧମାଳ…

ଟୁଲକିଟ ମାମଲା: ଫେବୃୟାରୀ ୨୩ରେ ଦିଶା ରବିଙ୍କ ଜାମିନ ଆବେଦନ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦।୨: ଟୁଲକିଟ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଜାମିନ ଆବେଦନ ଶନିବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଥିଲା। ଆଡିସନାଲ ସେଶନ ଜଜ୍‌ ଧର୍ମେନ୍ଦ୍ର ରାଣାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି। ଦିଶା ରବିଙ୍କ ଜାମିନ ଆବେଦନ…

ଆଉ ଗୋଟିଏ ବ୍ୟାଙ୍କ ଉପରେ ଲାଗିଲା ପ୍ରତିବନ୍ଧକ, ୬ ମାସ ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ ଗ୍ରାହକ

ବେଙ୍ଗାଲୁରୁ,୨୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କର୍ନାଟକର ଡେକାନ ଅର୍ବାନ କେଅପରେଟିଭ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଫଳରେ ଏବେ ବ୍ୟାଙ୍କ ପକ୍ଷରୁ କୌଣସି ନୂଆ ଋଣ ଦିଆଯିବ ନାହିଁ। କେବଳ ନୁହେଁ, ନୂଆ ରାଶି ମଧ୍ୟ ଗ୍ରହଣ କରାଯିବ ନାହିଁ। ଏହି…

ମଝି ରାସ୍ତାରେ ଗାଡ଼ି ଅଟକାଇ ବ୍ୟକ୍ତି କଲେ ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ନ୍ୟାୟ: ଦ ଜଷ୍ଟିଶର ଶୁଟିଂ ଶେଷ!

ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିଶ’ର ଶୁଟିଂ ଶେଷ ହୋଇଛି । ଦିଲିପ ଗୁଲାଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜୁବେର ଖାଁ ଓ…

ଏହି କ୍ରିକେଟର୍‌ଙ୍କ କବାଟ ବାଡେଇଲେ ରୋହିତ ଶର୍ମା, ଖୋଲିବା ପରେ ତାଙ୍କୁ କଲେ ଆଲିଙ୍ଗନ

ଆଇପିଏଲ ନିଲାମରେ ୯.୨୫ କୋଟି ଟଙ୍କାରେ ବିକ୍ରି ହେବା ପରେ ଭାରତୀୟ ଦଳର ନେଟ ବୋଲର କୃଷ୍ଣପ୍ପା ଗୌତମ ଭାବପ୍ରବଣ ହୋଇପଡିଛନ୍ତି। ଏହା ବ୍ୟତୀତ ନିଲାମ ପରେ ତାଙ୍କ ମାତାପିତା ଏବଂ ସ୍ତ୍ରୀଙ୍କ ଆଖିରେ ଥିଲା ଖୁସିର ଲୁହ। ଚେନ୍ନାଇରେ ଅନୁଷ୍ଠିତ…

ନିୟମ ଉଲ୍ଲଂଘନ କରିଥିଲେ ମହିଳା, ‘ଚୁମ୍ବନ’ ଦେବା ପରେ ଛାଡ଼ିଲା ପୋଲିସ; ଭିଡିଓ ଭାଇରାଲ ପରେ…

ଲିମା: କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱରେ ଅନେକ କଟକଣା ଲଗାଯାଇଛି। ସେଥିରୁ ଗୋଟିଏ ହେଲା ଘରୁ ବାହାରକୁ ଗଲେ ମାସ୍କର ବ୍ୟବହାର। ହେଲେ କିଛି ଲୋକ ମାସ୍କ ପିନ୍ଧିବାକୁ ଭୁଲିଯାଇଥାନ୍ତି। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ। ଏଭଳି…

ଘର ଚଳାଇବା ପାଇଁ ରାସ୍ତା କଡ଼ରେ ପୋଷାକ ବିକ୍ରି କରୁଥିଲେ ଏହି ଅଭିନେତ୍ରୀ

ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ରିହାନା ନାମ କାହା ପାଇଁ ନୂଆ ନୁହେଁ। କିନ୍ତୁ କୃଷକ ଆନ୍ଦୋଳନ ଯୋଗୁ ଏହି ନାମ ବିଗତ କିଛି ଦିନ ହେବ ଭାରତରେ ଚର୍ଚ୍ଚାରେ ରହିଛି। ରିହାନା ଜଣେ ଅନ୍ତର୍ଜାତୀୟ ତାରକା। ସମଗ୍ର ବିଶ୍ୱରେ ତାଙ୍କର…

ବିଜୟ ହଜାରେ ଟ୍ରଫିରେ ଈଶାନ୍‌ଙ୍କ ଚୌକା-ଛକା ବର୍ଷା, ରେକର୍ଡ କଲା ଝାଡଖଣ୍ଡ

ନୂଆଦିଲ୍ଲୀ,୨୦।୨: ବିଜୟ ହଜାରେ ଟ୍ରଫି-୨୦୨୧ରେ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଈଶାନ କିଶନ। ଶନିବାର ମଧ୍ୟପ୍ରଦେଶ ବିପକ୍ଷରେ ହୋଲ୍କର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଚଉକା ଛକା ବର୍ଷା କରିଥିଲେ। ୯୪ ବଲ୍‌ରେ ୧୯ ଚୌକା ଏବଂ ୧୧…

ଆଇପିଏଲ୍‌ରେ ସବୁଠୁ ବୟସ୍କ, କନିଷ୍ଠ ଦଳ ବିଷୟରେ ଜାଣନ୍ତି

ଚେନ୍ନାଇ,୨୦।୨:ଇଣ୍ଡିଆନ ପ୍ରିମିୟର ଲିଗ୨୦୨୧ର ନିଲାମରେ ମୋଟ ୫୭ ଖେଳାଳି ବିକ୍ରି ହୋଇଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ସର୍ବାଧିକ ୯ ଖେଳାଳି କିଣିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୩ ଖେଳାଳିଙ୍କ ଉପରେ କିଣିଥିଲା। ତେବେ ୮ଟି ଦଳ ମଧ୍ୟରୁ କେଉଁ ଦଳ ସବୁଠାରୁ…

ବିବାହ ପୂର୍ବରୁ…

ବୋହୂ ବେଶରେ ପ୍ରତିଟି ଝିଅ ଖୁବ୍‌ ସୁନ୍ଦର ଦିଶିବାକୁ ଚାହେଁ। ଆଉ ଏଥିପାଇଁ ବିବାହର ଅନେକ ଦିନ ପୂର୍ବରୁ ଭାବୀ ବୋହୂଟିଏ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଉପଚାର ମଧ୍ୟ କରିଥାଏ। ଯଦି ଆପଣଙ୍କର ବି ବିବାହ ସମୟ ପାଖେଇ ଆସୁଛି ତେବେ…

ପ୍ରୀତି ଜିଣ୍ଟାଙ୍କ ପୋଷ୍ଟରେ ଶ୍ରୀସନ୍ତ ଲେଖିଲେ ଏଭଳି କିଛି; ଟୁଇଟରରେ ଟ୍ରେଣ୍ଡ କଲା‘ ଶ୍ରୀସନ୍ତ ଫର୍‌ ଆଇପିଏଲ୍‌’

ନୂଆଦିଲ୍ଲୀ,୨୦।୨: ଆଇପିଏଲ୍‌ ୧୪ ଲାଗି ଆୟୋଜିତ ଖେଳାଳି ନିଲାମୀ ପ୍ରକ୍ରିୟାରେ ଅନେକ ଖେଳାଳି ବିକ୍ରି ହୋଇଛନ୍ତି। କିଛି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ କିଛି ଲକ୍ଷାଧିକ ଟଙ୍କା କମାଇଥିଲେ। ହେଲେ କିଛି ଖେଳାଳି ଏଭଳି ଥିଲେ ଯେଉଁମାନେ ନାମାଙ୍କନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri