Home Left

ବିନା ଚାଳକରେ ବୋମା ବର୍ଷା କରିବ ଟ୍ୟାଙ୍କ

ମସ୍କୋ,୧।୩: ଧୀରେଧୀରେ ଯୁଦ୍ଧକୁ ଆଧୁନିକ କରାଯିବାର ପ୍ରୟାସ ଜାରି ରହିଛି। ଏହି ମର୍ମରେ ରଷିଆ ଏହାର ଟି-୧୪ ଆର୍ମଟା ଟ୍ୟାଙ୍କକୁ ସ୍ବୟଂଚାଳିତ କରିବା ଲାଗି ଯୋଜନା କରୁଛି। ଏଣିକି ଏହି ଟ୍ୟାଙ୍କ ବିନା ଚାଳକରେ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ଉପରେ ବୋମା…

ଆଜି ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୧।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦ ଜଣ ଚିହ୍ନଟ…

ଲୋକଙ୍କୁ ଚାଲାଣ, ପୋଲିସକୁ ମାଫ୍‌

ବ୍ରହ୍ମପୁର ଅଫିସ୍‌,୧।୩: ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇ ଟ୍ରିପଲ୍‌ ରାଇଡିଂ ଓ ମୋବାଇଲ୍‌ ଫୋନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଏଥିସହ ବାଇକ୍‌ ଚଳାଇବା ସମୟରେ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ଉଲ୍ଲଂଘନ କରୁଥିବା…

ଅଭିନୟ ପରେ ଏହି କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିବେ ଆଲିଆ

ବଲିଉଡ୍‌ରେ ଗୋଟିଏ ପରେ ଗୋଟିଏ ବ୍ଲକବାଷ୍ଟର ଫିଲ୍ମରେ ଅଭିନୟ କରିବା ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରଯୋଜିକା ହେବାକୁ ମନ ବଳାଇଛନ୍ତି। ନିଜେ ଆଲିଆ ଏହା କହିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ପ୍ରଡକ୍ସନ ହାଉସ୍‌ର ଅଫିସିଆଲି ଘୋଷଣା କରିଛନ୍ତି।…

ରାଜ୍ୟରେ ଖୋଲିବ ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟରେ ସ୍ବତନ୍ତ୍ର ଭାବେ ଏକ ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟ ଖୋଲିବ। ଦୀର୍ଘ ବର୍ଷର ଏହି ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ସୁଦ୍ଧା ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ନାମ ‘ଓଡ଼ିଶା…

ଆର୍‌ପିଏଫ୍‌ କର୍ମଚାରୀଙ୍କ ସାଧୁତା

ପୁରୀ ଅଫିସ,୧।୩: ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) କର୍ମଚାରୀ ସୁଶାନ୍ତ କୁମାର ବାଗଲା ପୁରୀ ଷ୍ଟେଶନ କୋଚ୍‌ ଯାଞ୍ଚ କରୁଥିବାବେଳେ ଏକ ମୋବାଇଲ ଫୋନ୍‌ ଓ ନଗଦ ୧୧ ହଜାର ଟଙ୍କା ପାଇଥିଲେ। ରବିବାର ସେ ଏହାକୁ ସମ୍ପୃକ୍ତ ମାଲିକଙ୍କୁ ହସ୍ତାନ୍ତର…

ପୋତାହେଲା ଅପମିଶ୍ରିତ ସାମଗ୍ରୀ

ଚୌଦ୍ୱାର,୧।୩(ଡି.ଏନ.ଏ.): ଟକ ସହର ସମେତ ଏହାର ଉପକଣ୍ଠରେ ଗତ କିଛି ମାସ ମଧ୍ୟରେ ଚଢାଉ କରାଯାଇ ଅନେକ ନକଲି ଓ ଅପମିଶ୍ରିତ କାରଖାନା ଠାବ କରାଯାଇଛି। ସେଠାରୁ ଘିଅ, ତେଲ, ମସଲାଗୁଣ୍ଡ, ଚା, ନକଲି ଜର୍ଦ୍ଦା, ହଳଦୀଗୁଣ୍ଡ ଜବତ କରାଯାଇଛି। ଏହି…

ରମଣ ପ୍ରଭାବ

‘ରମଣ ପ୍ରଭାବ’ ହେଉଛି ଆଲୋକ ବିଚ୍ଛୁରଣର ଗୋଟିଏ ପ୍ରମୁଖ ତତ୍ତ୍ୱ। ଏହାର ଆବିଷ୍କାର କାହାଣୀ ବଡ ଚମତ୍କାର। ଆମ ଦେଶର ବିଶିଷ୍ଟ ବୈଜ୍ଞାନିକ ସାର୍‌ ସି.ଭି. ରମଣ ଏହାକୁ ଆବିଷ୍କାର କରିଥିଲେ। କେବଳ ସେତିକି ନୁହେଁ, ବିଜ୍ଞାନ କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ…

୮୧ ବର୍ଷ ପରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ଲଣ୍ଡନ,୧।୩: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମାକୁ ୮୧ ବର୍ଷ ପରେ ଫୁଟାଯାଇଛି। ବ୍ରିଟେନ୍‌ର ଏକ୍ସେଟର ସହରରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ରବିବାର ପହଞ୍ଚି ରିମୋର୍ଟ କଣ୍ଟ୍ରୋଲର ସହାୟତାରେ ଏଭଳି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସହରକୁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଥିଲା।…

ଯୁବକଙ୍କୁ ହତ୍ୟା, ଜଣେ ଅଟକ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି l ମୃତ ଯୁବକ ହେଲେ ହୁମା ବଡ଼ସାହିର ଦଣ୍ଡପାଣି ବିଶ୍ୱାଳ (୪୮) l ଖବର ପାଇ ଆଡିଶନାଲ ଏସ୍‌ପି ଠାକୁର ପ୍ରସାଦ ପାତ୍ର,…

ନୀତୀଶଙ୍କ ଜନ୍ମଦିନକୁ ‘ବିକାଶ ଦିବସ’ ଭାବେ ପାଳନ କଲେ ଜେଡିୟୁ କର୍ମୀ

ପାଟନା,୧ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ତାଙ୍କ ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି । ଏହି ଅବସରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) କର୍ମୀମାନେ ତାଙ୍କ ପ୍ରିୟ ନେତା ନୀତୀଶଙ୍କ ଜନ୍ମଦିନକୁ ‘ବିକାଶ ଦିବସ’ ଭାବେ ପାଳନ କରିଛନ୍ତି…

ଭାରତ-ବାଂଲାଦେଶ ସମ୍ପର୍କରେ ଫାଟ ଆଶଙ୍କା !

ନୂଆଦିଲ୍ଲୀ,୧।୩: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଭାରତ ବାଂଲାଦେଶ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବାଂଲାଦେଶର କୋକ୍ସ୍‌ ବଜାରରୁ ଫେବୃୟାରୀ ୧୧ରେ ୮୧ ଜଣ ରୋହିଙ୍ଗ୍ୟା ବୋଟରେ ବାହାରିଥିଲେ। ଫେବୃୟାରୀ ୧୫ରେ ବୋଟର ଇଞ୍ଜିନ୍‌ ଖରାପ ହୋଇଯାଇଥିଲା। ଫଳରେ ସେମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri