ଏହି କ୍ରିକେଟର୍ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି
ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ ଜଣାଶୁଣା। ଆଜି ମଧ୍ୟ ତାଙ୍କ ନାମରେ ତାଙ୍କର ଏକ ବିଶେଷ ରେକର୍ଡ ରହିଛି, ଯାହା…
ଏଏପିରେ ଯୋଗ ଦେଲେ ଭାରତ ସୁନ୍ଦରୀ
ନୂଆଦିଲ୍ଲୀ,୧ ।୩: ମାନସୀ ସେହଗଲ । ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ଦଳର ନେତା ରାଘବ ଚଢାଙ୍କ ଉପସ୍ଥିତିରେ ସେ ପାର୍ଟିରେ ଯୋଗ ଦେଇଛନ୍ତି । ପୂର୍ବରୁ ଏହି ଦଳରେ ଆଉ ଜଣେ…
ହୃଦ୍ଘାତ ସୃଷ୍ଟି କରିପାରେ ପାଟି ଇନ୍ଫେକ୍ଶନ
ଆମେ ଖାଇ ସାରିବା ପରେ ଭଲ ଭାବରେ ପାଟି ସଫା କରିବା ଦରକାର। ନ ହେଲେ ଦାନ୍ତ ମୂଳରେ ଖାଦ୍ୟର ଅବଶିଷ୍ଟାଂଶ ରହି ପାଟିରେ ଇନ୍ଫେକଶ୍ନ ସୃଷ୍ଟି କରିବାର ଆଶଙ୍କା ରହିଛି। ତା’ ସହ ଦାନ୍ତଜନିତ ସମସ୍ୟା ଦେଖାଦେଇପାରେ। ପାଟିରେ ଇନ୍ଫେକଶ୍ନ…
ଓଡ଼ିଶାରେ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା ର଼୍ୟାକେଟ୍
ବଲାଙ୍ଗୀର ଅଫିସ, ୧।୩: ଓଡିଶାର ବିଭିନ୍ନ ସହରରେ ଏବେ ଆନ୍ତଃରାଜ୍ୟ ସେନ୍ସର ବ୍ଳକ୍ ଏଟିଏମ୍ ଲୁଟେରା ର଼୍ୟାକେଟ୍ ସକ୍ରିୟ ରହିଛନ୍ତି। ବଲାଙ୍ଗୀର ସହରର ବିଭିନ୍ନ ଏଟିଏମ୍ରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିବାବେଳେ ଆଦର୍ଶ ଟାଉନ୍ ଥାନା ପୋଲିସ ହାବୁଡରେ ଉତ୍ତରପ୍ରଦେଶ କାନପୁରର…
ଫୋକସ୍ରେ ଗ୍ରାହକକୈନ୍ଦ୍ରିକ ସେବା
ମହାମାରୀ କରୋନା ସାରା ବିଶ୍ୱର ଅର୍ଥନୀତିକୁ ଉଜାଡ଼ିଦେଇଛି। କୋଭିଡ୍ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ପ୍ରାୟ ସବୁ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିବାରୁ ଅଟୋମୋବାଇଲ୍ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ତ୍ୱେ ଗ୍ରାହକଙ୍କ…
ମାତାଙ୍କ ଶରଣରେ ଧୋନୀ
ରାଞ୍ଚି,୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି ଅଛି। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ.ଏସ ଧୋନୀଙ୍କ ଦଳର ଭାଗ୍ୟ ପରିବର୍ତ୍ତନ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ଆଇପିଏଲ ୨୦୨୦ରେ ଚେନ୍ନାଇର…
ପିଲା କମିଲେ, ଶିକ୍ଷକ ବଢ଼ିଲେ
ଯାଜପୁର ଅଫିସ,୧।୩: ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୫ ବର୍ଷ ମଧ୍ୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୮ ଲକ୍ଷ ୭ ହଜାର କମିଛି। ଏଥିରୁ ସରକାରୀ ସ୍କୁଲ ପ୍ରତି ଆଗ୍ରହ କମିବା ଓ ଡ୍ରପ୍ଆଉଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା…
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ …
ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜକୁ କିପରି ସୁସ୍ଥ ରଖିବା ସେଥିପ୍ରତି ଆମେ ସଚେତନ ରହିବା ନିହାତି ଜରୁରୀ। ଅସନ୍ତୁଳିତ ଜୀବନଶୈଳୀ ପରୋକ୍ଷରେ କେତେକ ରୋଗକୁ ଡାକି ଆଣିଥାଏ। ଆମକୁ ରୋଗରୁ ପ୍ରତିରୋଧ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି…
କଣ୍ଟେନ୍ମେଣ୍ଟ ଜୋନ୍ରେ ଭିସୁଟ୍ର ୧୧ ହଷ୍ଟେଲ
ସମ୍ବଲପୁର,୧।୩ (ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ କ୍ୟାମ୍ପସ ପରିସରରେ ଥିବା ୧୧ଟି ହଷ୍ଟେଲକୁ ରବିବାର କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।…
ଚର୍ଚ୍ଚାରେ ନାୟକ ସାର୍
ନାଉଗଁା,୧।୩(ସ୍ବ.ପ୍ର.): ଚାକିରି ଛାଡ଼ିି ଯୁବକମାନଙ୍କୁ ସୈନ୍ୟବାହିନୀରେ ଯୋଗଦେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତ୍ସିଂହପୁର ଜିଲା ନାଉଗଁା ବ୍ଲକ ରୋହିଆ ପଞ୍ଚାୟତ ଅରଖକୁଦ ଗ୍ରାମର ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ରବିବାର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ସିଲୁଙ୍କୁ…
ବଢ଼ୁଛି ତାପମାତ୍ରା
ଭୁବନେଶ୍ୱର, ୧।୩(ବ୍ୟୁରୋ): କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ଉପରମୁହାଁ ରହିଥିବାବେଳେ ଖରା ତାତି ଅସମ୍ଭାଳ ହୋଇଛି। ୩ଦିନ ଧରି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ରବିବାର ଅନୁଗୋଳର ତାପମାତ୍ରା ସର୍ବାଧିକ ରହିଛି। ୪୦.୧…
କ୍ଷୀର ଲିଟର ୧୦୦: ସ୍ପଷ୍ଟୀକରଣ ଦେଲା ମିଳିତ କିଷାନ ମୋର୍ଚ୍ଚା
ନୂଆଦିଲ୍ଲୀ,୧।୩: କୃଷି ଆଇନ ବିରୋଧରୋ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ କେତେକ ସୋସିଆଲ ମିଡ଼ିଆରେ ମିଳିତ କିଷାନ ମୋର୍ଚ୍ଚା କ୍ଷୀର ବିକ୍ରି କରିବା ବନ୍ଦ ଏବଂ ଲିଟର ପିଛା ଦାବ ୧୦୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ଗ୍ରହଣ କରିଥିବା ଚର୍ଚ୍ଚା…
Archives


