Home Left

ନିଆରା ପ୍ରେମ: ଗୋଟିଏ ମୁହୂର୍ତ୍ତ ବି ପ୍ରେମିକାଙ୍କୁ ଦୂରେଇବାକୁ ଚାହୁଁ ନ ଥିଲେ ପ୍ରେମିକ, ଏବେ ଘଟିଲା ଏମିତି…

ୟୁକ୍ରେନର ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ ଏବେ ଚର୍ଚ୍ଚାରେ ରହିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ନିଜଠାରୁ ଗୋଟିଏ ମୁହୂର୍ତ୍ତ ବି ଦୂରେଇବାକୁ ଚାହୁଁ ନ ଥିଲେ। ଏଥିପାଇଁ ସେ ନିଜ ହାତକୁ ପ୍ରେମିକାଙ୍କ ହାତରେ ଏକ ଲୁହାକଡ଼ିରେ ବାନ୍ଧି ଦେଇଥିଲେ। ଏବେ ପରିସ୍ଥିତି ଏମିତି…

ସାନଭାଇକୁ ହତ୍ୟା କରି ଦୁଇ ବଡ଼ ଭାଇ ପୋଡ଼ି ଦେଇଥିବା ଅଭିଯୋଗ

ବୌଦ୍ଧ,୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଗୋଛାପଡ଼ା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରେ ରବିବାର ରାତିରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି।  ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଏକ…

ହତ୍ୟା ମାମଲାରେ ଗିରଫ ହେଲା କୁକୁଡ଼ା, ଏବେ କୋର୍ଟରେ ହେବ ହାଜର!

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ଏକ କୁକୁଡ଼ାକୁ ଗିରଫ କରାଯାଇଛି। ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି ତେଲେଙ୍ଗାନାର ଜଗତିଆଲ ଜିଲାରୁ। ଖବର ଅନୁଯାୟୀ, ଜଗତିଆଲ ଜିଲାରେ ଏକ ବେଆଇନ କୁକୁଡ଼ା ଲଢ଼େଇ ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ…

ମଝି ରାସ୍ତାରେ ଆମ୍ବୁଲାନ୍ସରୁ ଡେଇଁଲେ ରୋଗୀଙ୍କ ମା’, ପୂରା ଘଟଣା ଜାଣିଲେ…

ଭଦ୍ରକ ଅଫିସ,୧।୩: କଟକ ବଡ଼ ମେଡିକାଲ ବଦଳରେ ବାଲେଶ୍ୱର ନେଉଥିବାରୁ ୧୦୮ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ ରୋଗୀଙ୍କ ମା’। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲାରେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା ଅଞ୍ଚଳର ଗୀତାରାଣୀ ବାରିକଙ୍କ ପୁଅ ଗଛରୁ ଖସିପଡିଥିଲେ…

ବଙ୍ଗାଳି ବେଶଭୂଷା, ଆସାମୀ ଗାମୁଛା ପକାଇ ପୁଡୁଚେରୀ ନର୍ସଙ୍କ ହାତରୁ ଟିକା ନେଲେ ମୋଦି

ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀ ଏମ୍ସ୍‌ରେ କରୋନା ଟିକା ନେଇଛନ୍ତି। ସେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ସେ ଟିକା ନେଇ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ମୋଦି ସୋମବାର…

୧୧ ମାସ ପରେ ସ୍କୁଲ ଆସିଥିବା ପିଲାଙ୍କୁ ପୁଷ୍ପ ବୃଷ୍ଟି କରି କରାଗଲା ସ୍ୱାଗତ

ଲକ୍ଷ୍ନୌ,୧ ।୩: କରୋନା ମାହାମାରୀ କାରଣରୁ ପାଖାପାଖି ୧୧ ମାସ ହେବ ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଦୀର୍ଘଦିନ ପରେ ସ୍କୁଲ ଆସିଥିବା ପିଲାମାନେ ନିଜ ସହପାଠୀଙ୍କୁ ଦେଖି ଆତ୍ମ ବିଭୋର ହୋଇ ପଡିଥିଲେ । ଏହାସହ ପିଲାଙ୍କୁ…

ଟିକାର ଚମତ୍କାରିତା: କରୋନା ସହ ଭଲ ହେଉଛି ଅନ୍ୟସବୁ ରୋଗ

ଲଣ୍ଡନ,୧।୩: କରୋନା ଟିକା ଆସିବା ପରେ କେବଳ ଏହି ମାରାତ୍ମକ ରୋଗ ଯେ ଭଲ ହେଉଛି ତାହା ନୁହେଁ, ଏଥିସହ ଅନ୍ୟାନ୍ୟ ରୋଗ ମଧ୍ୟ ଭଲ ହେଉଛି। ଇଂଲଣ୍ଡରେ ରହୁଥିବା ଜୋଆନ ନାମକ ଜଣେ ୭୨ ବର୍ଷୀୟା ବୃଦ୍ଧା ୬ ମାସ…

ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁ ମିଠା ବାଣ୍ଟିଲେ ବୃଦ୍ଧ: ଲୋକେ କହିଲେ ଏମିତି…

ପେଟ୍ରୋଲ ଏବଂ ଡିଜେଲର ଆକାଶଛୁଆଁ ମୂଲ୍ୟ ବୃଦ୍ଧିକୁ ନେଇ ସମଗ୍ର ଦେଶ ଏବେ ଅସୁବିଧାରେ ପଡ଼ିଛି। ଏହି ବର୍ଦ୍ଧିତ ମୂଲ୍ୟର ପ୍ରଭାବ ପ୍ରତ୍ୟେକ୍ଷ ଭାବରେ ଖାଦ୍ୟ ସାମଗ୍ରୀ, ପନିପରିବା ଏବଂ ଫଳ ଉପରେ ପଡ଼ିଛି। ଏପରି ପରିସ୍ଥତିରେ ସାଧାରଣ ଲୋକଙ୍କୁ ସବୁଦିଗରୁ…

ଟିକା ଦେଇଥିବା ନର୍ସଙ୍କୁ ଏମିତି ପଚାରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୩: ଦେଶରେ କରୋନା ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଟିକା ନେବା ପାଇଁ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ। ପରେ ଟିକା ନେଇ ପ୍ରଧାନମନ୍ତ୍ରୀ ଟୁଇଟର୍‌ରେ ଫଟୋ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ…

ସତ୍ୟଜିତ ମହାନ୍ତି ହେଲେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ୱର,୧ା୩(ବ୍ୟୁରୋ): ଭାରତୀୟ ପୋଲିସ ସେବାରୁ ରବିବାର ସ୍ବେଚ୍ଛାକୃତ ଅବସର ନେବା ପରେ ସୋମବାର ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ଡକ୍ଟର ସତ୍ୟଜିତ୍‌ ମହାନ୍ତି। ସେ ୧୯୮୮ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ। ତାଙ୍କର ଏହି…

କୋହଲି, ଧୋନୀ, ଦ୍ରାଭିଡଙ୍କ ଭଳି ଖେଳାଳିଙ୍କୁ ଆଉଟ୍‌ କରିଥିବା କ୍ରିକେଟର୍‌ ଏବେ ବସ୍‌ ଡ୍ରାଇଭର୍‌

ଭାରତୀୟ କ୍ରିକେଟ୍‌ ବୋର୍ଡ(ବିସିସିଆଇ) ବିଶ୍ୱର ଧନୀ ବୋର୍ଡ ଭାବେ ଜଣାଶୁଣା। କ୍ରିକେଟର୍‌ଙ୍କ ପିଛାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରେ ବିସିସିଆଇ। କିନ୍ତୁ ଅନ୍ୟ ଦେଶରେ କିଛି ଖେଳାଳି ଏମିତି ଅଛନ୍ତି, ଯେଉଁମାନେ ଅବସର ପରେ ଛୋଟ-ବଡ କାମ କରି ଟଙ୍କା…

ବିନା ଚାଳକରେ ବୋମା ବର୍ଷା କରିବ ଟ୍ୟାଙ୍କ

ମସ୍କୋ,୧।୩: ଧୀରେଧୀରେ ଯୁଦ୍ଧକୁ ଆଧୁନିକ କରାଯିବାର ପ୍ରୟାସ ଜାରି ରହିଛି। ଏହି ମର୍ମରେ ରଷିଆ ଏହାର ଟି-୧୪ ଆର୍ମଟା ଟ୍ୟାଙ୍କକୁ ସ୍ବୟଂଚାଳିତ କରିବା ଲାଗି ଯୋଜନା କରୁଛି। ଏଣିକି ଏହି ଟ୍ୟାଙ୍କ ବିନା ଚାଳକରେ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ଉପରେ ବୋମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri