Home Left

ସକାଳ ୭ରୁ ସ୍କୁଲ

ଭୁବନେଶ୍ୱର,୧।୩(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ୍‌ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ସୋମବାରଠାରୁ ପରିବର୍ତ୍ତିତ ସମୟ ଅନୁସାରେ ସ୍କୁଲ ଖୋଲିବା ସହ ପାଠପଢ଼ା ଚାଲିବ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢ଼ା ସକାଳ ୮ଟା…

ଆଜିଠୁ ବୟସ୍କଙ୍କୁ ଟିକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବୟସ୍କ ଲୋକ ଟିକା ନେବେ। ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ପ୍ରାଥମିକତା ଦିଆଯିବା ସହ ବହୁବିଧ ରୋଗ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ…

ଜଳ ଓ ସୁସ୍ଥ ଜୀବନ

ସମଗ୍ର ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହେବା ଦିନଠାରୁ ଆଜି ସୁଦ୍ଧା ଜୀବବିଜ୍ଞାନ ଇତିହାସ ପୃଷ୍ଠାକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ, ପରିବେଶ ଓ ପ୍ରକୃତି ହିଁ ଜୀବଜଗତର ରକ୍ଷାକର୍ତ୍ତା । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ମତରେ ପ୍ରକୃତିର ପୃଥିବୀ,…

ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ିଯାଇଛି। ସେଥିମଧ୍ୟରୁ ଗୋଟିଏ ଟେଣ୍ଟରେ ଶନିବାର ରାତ୍ରିଯାପନ କରିଥିବା…

ଶିକ୍ଷା ବଜେଟ କମାଇଛନ୍ତି ୬୫% ଦେଶ

ନୂଆଦିଲ୍ଲୀ, ୧।୩: କରୋନା ମହାମାରୀ ପରେ ୬୫ ପ୍ରତିଶତ ନିମ୍ନ ଏବଂ ନିମ୍ନ-ମଧ୍ୟମ ଆୟକାରୀ ଦେଶ ସେମାନଙ୍କ ଶିକ୍ଷା ବଜେଟ ହ୍ରାସ କରିଛନ୍ତି। କେବଳ କମ୍‌ ଆୟକାରୀ ନୁହନ୍ତି, ଉଚ୍ଚ ଆୟକାରୀ ଦେଶ ମଧ୍ୟ ଶିକ୍ଷା ବାବଦ ଖର୍ଚ୍ଚ କମାଇଥିବା ଜଣାପଡ଼ିଛି।…

ଆରମ୍ଭ ହେବ ‘କ୍ୟାଚ୍‌ ଦି ରେନ୍‌’

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ‘କ୍ୟାଚ୍‌ ଦି ରେନ୍‌’ ନାମରେ ୧୦୦ ଦିନିଆ ଜଳସଂରକ୍ଷଣ ଅଭିଯାନ ଆରମ୍ଭ କରିବ…

ଝୁଲା ବିଧାନସଭା ହେଲେ ଏନ୍‌ଡିଏକୁ ଫେରିବେ ମମତା

କୋଲକାତା, ୧।୩: ପଶ୍ଚିମବଙ୍ଗ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଯଦି ଝୁଲା ବିଧାନସଭା ହୁଏ ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗଢ଼ିବା ପାଇଁ ପୁନର୍ବାର ଭାଜପା ହାତ ଧରିବେ ବୋଲି ରବିବାର ସିପିଏମ୍‌ ସାଧାରଣ ସମ୍ପାଦକ…

ମ୍ୟାନ୍‌ମାର ବିକ୍ଷୋଭକାରୀଙ୍କୁ ଗୁଳି: ୧୮ ମୃତ

ୟାଙ୍ଗୁନ୍‌, ୧।୩: ମ୍ୟାନ୍‌ମାରରେ ରବିବାର ସାମରିକ ଶାସନ ପ୍ରତିବାଦରେ ବିକ୍ଷୋଭ ଚାଲିଥିବାବେଳେ ବିଭିନ୍ନ ସହରରେ ପୋଲିସ ଗୁଳିରେ ୧୮ ଜଣଙ୍କ ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ୟାଙ୍ଗୁନ, ଦାଓ୍ବେଇ, ମାଣ୍ଡାଲେ, ମ୍ୟେଇକ୍‌, ବାଗୋ ଏବଂ ପୋକୋକ୍କୁ ସହରରେ…

ଏତେ ସୁନ୍ଦରୀ ସ୍ତ୍ରୀ ଥାଇ ଜଣେ ଡିପ୍ରେସନ୍‌କୁ କେମିତି ଯାଇପାରିବ: କୋହଲିଙ୍କୁ ଏହି କ୍ରିକେଟର୍‌ଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧।୩: ପୂର୍ବତନ ଭାରତୀୟ ଉଇକେଟ କିପର ଫାରୁଖ ଇଞ୍ଜିନିୟର ବିରାଟ କୋହଲିଙ୍କ ଡିପ୍ରେସନକୁ ନେଇ ମଜା ଉଡାଇଛନ୍ତି। ଯଦି ତୁମର ସ୍ତ୍ରୀ ଏତେ ସୁନ୍ଦର ତେବେ ତୁମେ କିପରି ଡିପ୍ରେସନ୍‌କୁ ଯାଇପାରିବ ବୋଲି ଏକ ସାକ୍ଷାତକାରରେ ଫାରୁକ ଏହି କଥା କହିଛନ୍ତି।…

ଯୌନ ନିର୍ଯାତନା ମାମଲାରେ ଗଭର୍ନର

ନ୍ୟୁୟର୍କ, ୧ା୩: ନ୍ୟୁୟର୍କ ଗଭର୍ନର ଆଣ୍ଡ୍ରିୟୁ କ୍ୟୁମୋ(୬୩)ଙ୍କ ବିରୋଧରେ ଆଉ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କ୍ୟୁମୋ ୨୦୨୦ରେ ତାଙ୍କ ପୂର୍ବତନ ସ୍ବାସ୍ଥ୍ୟନୀତି ପରାମର୍ଶଦାତା ୨୫ ବର୍ଷୀୟା ଚାରୋଲ୍ଟ ବେନେଟ୍‌ଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଚାରୋଲ୍ଟ କହିଛନ୍ତି।…

ଜିଏସ୍‌ଟି ରିଟର୍ନ ଫାଇଲ୍‌ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧।୩:  କେନ୍ଦ୍ର ସରକାର ରବିବାର ଦେଶର ଟିକସଦାତାଙ୍କ ସୁବିଧାକୁ ନଜରରେ ରଖି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାର୍ଷିକ ରିଟର୍ନ ଫାଇଲ୍‌ ଅବଧିକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ରିଟର୍ନ ଫାଇଲିଂର…

ଭାକ୍‌ସିନ୍‌ ମୂଲ୍ୟ ସୀମା ନେଇ ବାୟୋକନ୍‌ ମୁଖ୍ୟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧।୩:  କୋଭିଡ-୧୯ ଭାକ୍‌ସିନ କ୍ଷେତ୍ରରେ ଘରୋଇ ହସ୍ପିଟାଲଗୁଡିକ ଲାଗି ସରକାର ୨୫୦ ଟଙ୍କା ସୀମା ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ବାୟୋକନ୍‌ ମୁଖ୍ୟ କିରନ ମଜୁମଦାର ସ’ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ମୂଲ୍ୟ ଯୁକ୍ତିଯୁକ୍ତ ହୋଇଥିବା ସେ ମତ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri