Posted inଜାତୀୟ

ଅନିତା ଯାଦବଙ୍କୁ କାହିଁକି ଭେଟିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଲକ୍ଷ୍ନୌ,୧୭ ।୭: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶ ପ୍ରଭାରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି । ଶନିବାର ସକାଳେ ସେ ଲଖିମପୁର ଖିରି ପହଞ୍ଚିଲେ । ସେଠାରେ ପ୍ରିୟଙ୍କା କେତେଜଣ ମହିଳାଙ୍କୁ ଭେଟିଥିଲେ । ଯେଉଁମାନଙ୍କ ପ୍ରତି ପଞ୍ଚାୟତ ନିର୍ବାଚନ ସମୟରେ ଖରାପ ବ୍ୟବହାର କରାଯାଇଥିଲା ସେମାନଙ୍କ ସହ ପ୍ରିୟଙ୍କା କଥା ହୋଇଥିଲେ । ଏହାସହ ବ୍ଲକ ମୁଖ୍ୟ ନିର୍ବାଚନ ସମୟରେ ଅନିତା ଯାଦବଙ୍କ ସହ ଏଭଳି ଘଟଣା ଘଟିଥିଲା । ସମାଜବାଦୀ ପାର୍ଟି ପ୍ରାର୍ଥୀ ରିତୁ ସିଂ ବ୍ଲକ ମୁଖ୍ୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବା ସମୟରେ କେତେଜଣ ବ୍ୟକ୍ତି ତାଙ୍କ ଶାଢି ଟାଣିଥିବା ସେ ଅଭିଯୋଗ କରିଥିଲେ । ଏବେ କିନ୍ତୁ ପ୍ରିୟଙ୍କା ତାଙ୍କୁ ନ୍ୟାୟ ଦେବା କହିଥିବାରୁ ମହିଳାମାନେ ସାମାନ୍ୟ ଆଶ୍ୱସ୍ତି ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଚିହ୍ନଟ ହେଲେ ପ୍ରଥମ କରୋନା ଭୂତାଣୁ ସଂକ୍ରମିତ

ନୂଆଦିଲ୍ଲୀ,୩୦।୧: କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ପ୍ରଥମ ରୋଗୀ କେରଳର ବୋଲି ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।...

‘ମୁକେଶ ଭାଇ ଏହା କେବଳ ଟ୍ରେଲର୍‌, ସମସ୍ତ ପ୍ରସ୍ତୁତି ହୋଇସାରିଛି’

ମୁମ୍ବାଇ,୨୬।୨: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୋଲିସ ପଚରାଉଚରା କରିଛି। କେବଳ ଏତିକି...

ମୁମ୍ବାଇ ପୋଲିସକୁ ୟୁଜରଙ୍କ ପ୍ରଶ୍ନ-ମୋ ନାଁ ସନି, ମୁଁ ବାହାରକୁ ଯାଇପାରିବି କି?

ମୁମ୍ବାଇ, ୨୫।୫: ମଜାଳିଆ ପୋଷ୍ଟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେବାରେ ମୁମ୍ବାଇ ପୋଲିସର କେହି ସମକକ୍ଷ ହୋଇପାରିବେ ନାହିଁ। ନିକଟରେ ଜଣେ ୟୁଜର ଟୁଇଟରରେ ମୁମ୍ବାଇ...

କରୋନାର ଚକ୍ରବ୍ୟୁହରେ ଲାଲୁ !

ପାଟନା,୨୮।୪: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏବେ କରୋନା ଚକ୍ରବ୍ୟୁହରେ ଫଶି ଯାଇଛନ୍ତି। ଲାଲୁ ପ୍ରସାଦ ଏବେ ରାଞ୍ଚିର ରିମ୍ସ ହସ୍ପିଟାଲରେ...

ଅସଦାଚରଣ ମାମଲା, ପାଇଲଟଙ୍କ ନିଲମ୍ବନ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୨୨ ।୧: ଏୟାର ଇଣ୍ଡିଆର ଏକ ବିମାନରେ ଗତ ନଭେମ୍ବରରେ ହୋଇଥିବା ପରିସ୍ରା ମାମଲାରେ ବିମାନର ମୁଖ୍ୟ ପାଇଲଟଙ୍କ ଲାଇସେନ୍ସ ନିଲମ୍ବନ କରିବା ମାମଲାରେ ଇଣ୍ଡିଆ...

କରୋନା ଯୋଗୁ ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବନ୍ଦ: ଏପ୍ରିଲ୍‌ ୧ରୁ ହେବ ଆରମ୍ଭ

ନୂଆଦିଲ୍ଲୀ,୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୫ରୁ ହେବାକୁଥିବା ପରୀକ୍ଷାକୁ ବନ୍ଦ କରି ଦିଆଯାଇଛି। ଏହା ଏପ୍ରିଲ୍‌ ୧ରୁ ଆରମ୍ଭ ହେବ...

ମହିଳାଙ୍କ ସହ ଚାଟିଂ ପାଇଁ ପୁଅକୁ ମାରିଦେଲେ

ବୁର୍ହାନପୁର(ମଧ୍ୟପ୍ରଦେଶ),୧୮।୧: ଅନ୍ୟ ମହିଳାଙ୍କ ସହ ଚାଟିଂ କରିବା ପାଇଁ ୨୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ତାଙ୍କ ବାପା ମା’ ଓ ଭଉଣୀ। ଏଭଳି ଘଟଣା...

ହିଜାବ ମାମଲାରେ ବିଚାରପତିଙ୍କ ରାୟ ଭିନ୍ନ ଭିନ୍ନ, ବୃହତ ଖଣ୍ଡପୀଠରେ ହେବ ବିଚାର…

ନୂଆଦିଲ୍ଲୀ,୧୩।୧୦ : ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବା ଉପରେ ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟ ୧୦ ଦିନ ଶୁଣାଣି କରିଥିଲେ ଏବଂ ଏହା ପରେ ୨୨...

Advertisement
Archives

Model This Week