Home Left

ପୁଣି ଅସୁସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ଭୁବନେଶ୍ୱର,୮।୩(ବ୍ୟୁରୋ): ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଆଜି ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୭୪ ବର୍ଷୀୟା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତାଙ୍କ ବଡ଼ବିଲ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ…

ପୋଲିସ ଅପାରଗତାରୁ ଗୋଷ୍ଠୀ ସଂଘର୍ଷ

ଚଣ୍ଡିଖୋଲ,୮।୩(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମରେ ଶନିବାର ସନ୍ଧ୍ୟାରେ ସଂଗଠିିତ ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଗାଡ଼ି ପୋଡ଼ି ଘଟଣାରେ ରବିବାର ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ ୩୦୦ଜଣଙ୍କ ନାମରେ ପୃଥକ୍‌ ଭାବେ ୨ ମାମଲା…

ଅନ୍ତର୍ଜାତୀୟ ମହିଳା ଦିବସ

ମଣିଷ ଜାତିର ଅନ୍ୟତମ ପ୍ରମୁଖ ଅଙ୍ଗ ମହିଳା। ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଆଜି ସାମାଜିକ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ବା ଆହ୍ବାନ ସୃଷ୍ଟି କରିଛି। ମହିଳା ସଶକ୍ତୀକରଣ ଦିଗରେ ବିଶ୍ୱବ୍ୟାପୀ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ…

ଶିମିଳିପାଳ ଏବେ ଲାଲ୍‌ପିଣ୍ଡ: ପାହାଡ଼ ଶୀର୍ଷକୁ ଛୁଇଁଲାଣି

ବାରିପଦା ଅଫିସ,୮।୩: ଶିମିଳିପାଳ ଅଭୟାରଣ୍ୟରେ ଥିବା ପାହାଡ଼ ଶୀର୍ଷକୁ ଛୁଇଁଲାଣି ନିଆଁ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ପାହାଡ଼ ପରେ ପାହାଡ଼କୁ ନିଆଁ ବ୍ୟାପି ଚାଲିଥିବା ବେଳେ ବନ କର୍ମଚାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ଦମକଳ ବାହିନୀ, ପୋଲିସ ଓ ଜଙ୍ଗଲକୁ…

ରାଜଧାନୀରେ ପିକ୍‌ଅପ୍‌ ଭ୍ୟାନ୍‌ରେ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

ଭୁବନେଶ୍ୱର,୮।୩(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଟ ଓରଫ ଟୁକୁନା ଦାସଙ୍କୁ ରାସ୍ତା ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଦୁଇ ଭାଇ ସୁଧୀର ପୃଷ୍ଟି ଓ…

ଜଙ୍ଗଲ ଗିଳି ଚାଲିଛି ନିଆଁ

ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ ବଡ଼ ଚିନ୍ତା ହେଉଛି ୨,୭୫୦ ବର୍ଗ କି.ମି. ଅଞ୍ଚଳ ପରିମିତ ଏସିଆ ମହାଦେଶର ଦ୍ୱିତୀୟ…

୧ ହଜାର କୋଟିର କଳାଧନ ଠାବ କଲା ଆଇଟି

ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ପକ୍ଷରୁ ୧ ହଜାର କୋଟି ଟଙ୍କାର ଅଘୋଷିତ ଆୟ ଠାବ କରିବାକୁ ସକ୍ଷମ ହୋଇଛି। ଦକ୍ଷିଣ ଭାରତର ଜଣେ ପ୍ରମୁଖ ଜୁଏଲର୍ସଙ୍କଠାରୁ ଏହି କଳା ସମ୍ପତ୍ତି ଠାବ କରାଯାଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ…

ପୁରୁଷଙ୍କ ପାଇଁ ଆଚାର ହାନିକାରକ

ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର ଖାଇବା…

ମହେଶ ବାବୁଙ୍କ ଭ୍ୟାନିଟି ଭ୍ୟାନ୍‌ର ଦାମ୍‌ କେତେ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ନିକଟରେ ନୂଆ ଭ୍ୟାନିଟି ଭ୍ୟାନ କିଣିଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାରିଲେରୁ ନିକେଭାରୁ’ ପାଇଁ ଏହି ନୂଆ ଭ୍ୟାନିଟି ଭ୍ୟାନ ବ୍ୟବହାର କରୁଛନ୍ତି। ମହେଶ ବାବୁଙ୍କ ନୂଆ ଭ୍ୟାନିଟି ଭ୍ୟାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ…

ଗ୍ରାମର ୨୮ ଧନୀ ବ୍ୟକ୍ତିଙ୍କୁ ହତ୍ୟା ଧମକ

ଗୁଣପୁର, ୮ା୩: ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅଧୀନ କତୁରୁ ଗ୍ରାମରେ ଦେଖିବାକୁ ମିଳିଛି ଧମକପୂର୍ଣ୍ଣ ପୋଷ୍ଟର। ୧୭ ନମ୍ବର ଓ୍ବାର୍ଡ କତୁରୁଠାରେ ତେଲୁଗୁ ଭାଷାରେ ୪ଟି ପୋଷ୍ଟର ଲାଗିଛି। ଏଥିରେ ଗାଁର ୨୮ଜଣଙ୍କ ନାମ ଲେଖାଯାଇ ସେମାନଙ୍କୁ ହତ୍ୟା…

ଫାଇନାଲ ମ୍ୟାଚ ମାତ୍ର ୩୫ ମିନିଟ୍‌ରେ ଶେଷ

ବାସେଲ,୭ା୩(ପି.ଟି.): ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ସୁଇସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ହାରି ରନର୍ସ ଅପ୍‌ ହୋଇଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନ୍‌ଙ୍କଠାରୁ ସେ ୧୨-୨୧, ୫-୨୧ରେ ପରାସ୍ତ ହୋଇଛନ୍ତି। ରବିବାର ଫାଇନାଲ ମ୍ୟାଚ ମାତ୍ର ୩୫…

ପୋଲିସ ଭୟରେ ଦୌଡ଼ି ପଳାଉଥିବା ବେଳେ ଜୀବନଗଲା

ବରଗଡ଼ ଅଫିସ୍‌,୭।୩: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ସାନ ପିପିଲିପାଲି ଗ୍ରାମରେ ରବିବାର ଏକ ନିଛାଟିଆ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ ବେଳେ ଭୟରେ ଦୌଡି ପଲାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅଞ୍ଚଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri