Home Left

ରାଜ୍ୟରୁ ପୁଣି ୫୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୫୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୧୭୨କୁ ବୃଦ୍ଧି ପାଇଛି। ୫୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୯…

ଯୋଗୀଙ୍କ ଶାସନରେ ଏନ୍‌କାଉଣ୍ଟର, ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି…

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଏନ୍‌କାଉଣ୍ଟରରେ ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୧୫୭୪ କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଜବତ ହୋଇଛି। ଏସମ୍ପର୍କରେ ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ଅବନୀଶ କୁମାର ଅଓ୍ବସ୍ଥି ସୂଚନା ଦେଇଛନ୍ତି।…

ରାଜ୍ୟରେ ପୁଣି ୨ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର୨୦,।୭(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ସୋମବାର ଏହି ସଂଖ୍ୟା ୨ ହଜାର ତଳେ ରହିଥିବା ବେଳେ ଆଜି ୨ ହଜାର ଉପରେ ରହିଛି। ମଙ୍ଗଳବାର ୨୦୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ କୋଟିପତି!

କାନପୁର,୨୦ ।୭: ଉତ୍ତର ପ୍ରଦେଶର କାନପୁରରେ ବିଗ ଡାଟା ସପ୍ଟୱେୟାର, ଆୟକର ବିଭାଗ ଓ ଜିଏସ୍‌ଟି ରେଜିଷ୍ଟ୍ରେଶନର ଯାଞ୍ଚରୁ କାନପୁର ରାସ୍ତା କଡରେ ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ ଲୋକ କୋଟିପତି ବୋଲି ଜଣାପଡିଛି ।…

କଂଗ୍ରେସର ନିଦ ଭାଙ୍ଗୁନାହିଁ: ମୋଦି

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଥିଲେ। ଆସାମ, କେରଳ…

ପଞ୍ଜାବ ପରେ ଏବେ କର୍ନାଟକ କଂଗ୍ରେସରେ ଫାଟ!

ବେଙ୍ଗାଲୁରୁ,୨୦।୭: ୨୦୧୩ କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ଦଳର ହାଇକମାଣ୍ଡ ଦ୍ୱାରା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକାଯାଇଛି। ଆଜି ସେ କଂଗ୍ରେସ ସଭାପତି ସୋନିଆ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ ଧରିଆ ମାଝିଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ମାଝିଙ୍କ କୁଳିଅଣା ଅଫିସ, ବାରିପଦାର…

ବଜାରରେ ମିଳୁଛି ଲାଲୁ,ସଲମାନ ଛେଳି: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୨୦।୭: ରାଜସ୍ଥାନର ଝାଲାୱାର ଜିଲାରେ ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ୍‌କୁ ନେଇ ବଜାର ସରଗରମ ରହିଛି। ଇଦ ଅବସରରେ ଛେଳି ବଜାରରେ ଭିଡ ଜମିଛି। ବିକ୍ରି ପାଇଁ ଆସିଥିବା ଛେଳିଗୁଡିକୁ ଚଢା ଦର୍‌ରେ ବିକ୍ରି କରାଯାଉଛି। ଏହି ଛେଳିଗୁଡିକ କୌଣସି ସାଧାରଣ…

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ…

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି ଝିଅମାନେ ମା’ଙ୍କ ସାହାଯ୍ୟ ଲୋଡିଥାନ୍ତି। ହେଲେ କେବଳ ମା’ କାହିଁକି, ବାପା ବି ଝିଅର…

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି॥ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ରଥରେ ବିଜେ କରିଛନ୍ତି । ପରେ ଭଉଣୀ ସୁଭଦ୍ରା ପହଣ୍ଡିରେ…

ରାତାରାତି କୋଟିପତି ହୋଇଗଲେ ୫ ସନ୍ତାନର ମା’

ଆମେରିକାରେ ରହୁଥିବା ଜଣେ ମହିଳା ରାତାରାତି କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉବର ଇଟ୍ସରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣଙ୍କ ପାଖାପାଖି ୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡର ଏହି ମହିଳା ପୂର୍ବପରି…

୫ ସନ୍ତାନର ମା’ ହେବାକୁୁ ଚାହୁଁଥିଲେ ଭାଇଜାନଙ୍କ ଏହି ପ୍ରେମିକା: ଏବେ କହିଲେ ‘ତାଙ୍କୁ ପ୍ରେମିକ ଭାବେ ପାଇ ଖୁସି ଥିଲି’

ସଲମାନ ଖାନ ଏବଂ ପାକିସ୍ତାନର ସୋମି ଅଲ୍ଲୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ସଲମାନ ଏବଂ ସୋମି ପରସ୍ପରକୁ ଆଠ ବର୍ଷ ପାଇଁ ଡେଟ କରିଥିଲେ। ତେବେ ଏକ ସାକ୍ଷାତକାରରେ ସୋମି କହିଥିଲେ ସଲମାନ୍‌ ତାଙ୍କୁ ଚିଟ୍‌ କରିବା ପରେ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?