ଫ୍ରାନ୍ସର ଅରବ ପତି ତଥା ରାଜନେତା ଓଲିବିୟରଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ପ୍ୟାରିସ,୮ ।୩: ଫ୍ରାନ୍ସର ଅରବପତି ତଥା ସଂସଦର ସଦସ୍ୟ ରାଜନେତା ଓଲିବିୟର ହସଲ୍ଟଙ୍କ ଏକ ହେକ୍କପ୍ଟର ଦୁର୍ଘଟଣାରେ ପରଲୋକ ହୋଇଛି । ଏହି ସୂଚନା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ଟୁଇଟ୍ କରି ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ।…
ତାମିଲନାଡୁ: ୨୫ ଆସନରେ ଲଢ଼ିବ କଂଗ୍ରେସ
ଚେନ୍ନାଇ, ୮।୩: ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଡିଏମ୍କେ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଡିଏମ୍କେ ସହଯୋଗୀ ଦଳ କଂଗ୍ରେସକୁ ୨୫ ଆସନ ଛାଡ଼ିଦେଇଛି। ଏଥିସହିତ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିତ୍ବା କନ୍ୟାକୁମାରୀ ଲୋକ ସଭା ଆସନରେ…
ପ୍ରିୟଙ୍କାଙ୍କ ପାଇଁ ଲଣ୍ଡନରେ ରହି ଏମିତି କାମ କଲେ ମା’
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ବିଦେଶରେ ଏକ ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ଉନ୍ମୋଚନ କରିଛନ୍ତି ଏବଂ ଅନ୍ୟପଟେ ତାଙ୍କ ପୁସ୍ତକ ‘ଅନ୍ଫିନିଶଡ’ ମଧ୍ୟ ରିଲିଜ୍ ହୋଇଛି। ଏହି ପୁସ୍ତକରେ ପ୍ରିୟଙ୍କା ଚୋପ୍ରା ତାଙ୍କ ଜୀବନ…
ହିନ୍ଦୁ ପରିବାରର ୫ ଜଣଙ୍କୁ ହତ୍ୟା
ଇସଲାମାବାଦ୍, ୮ା୩: ପାକିସ୍ତାନରେ ଏକ ହିନ୍ଦୁ ପରିବାରର ୫ ସଦସ୍ୟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ମୃତକଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଜଣାଯାଇଛି। ରହିମ ୟାର ଖାନ୍ ସହରରୁ ୧୫ କିମି ଦୂର ଆବୁ ଧାବି କଲୋନୀରେ…
ରିଲିଫ୍ କ୍ୟାମ୍ପ୍ ଛାଡ଼ିଲେ ରୋହିଙ୍ଗ୍ୟା
ଶ୍ରୀନଗର, ୮।୩ : ଅଟକ ଭୟରେ ଜମ୍ମୁ ରିଲିଫ୍ କ୍ୟାମ୍ପ୍ରୁ ଶତାଧିକ ରୋହିଙ୍ଗ୍ୟା ଶରଣାର୍ଥୀ ରବିବାର ଖସି ପଳାଇଯାଇଛନ୍ତି। ସେମାନେ ପ୍ରାୟ ୧୦ ବର୍ଷ ହେଲା ରିଲିଫ୍ କ୍ୟାମ୍ପ୍ରେ ଆଶ୍ରୟ ନେଇଥିଲେ। ଜମ୍ମୁ-କଶ୍ମୀର ସରକାର ଶନିବାର ସେମାନଙ୍କ ମଧ୍ୟରୁ ୧୬୦ ଜଣଙ୍କୁ…
ୟେମେନ ସଂଘର୍ଷରେ ଶହେ ମୃତ
ସାନା, ୮ା୩: ୟେମେନ ସେନା ଏବଂ ହୁତି ଗ୍ରୁପ୍ ମଧ୍ୟରେ ସଂଘର୍ଷ ଘଟି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଶହେ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ତାଇଜ୍ ସହ ମାରିବ୍ର ବିଭିନ୍ନ ସ୍ଥାନରେ ଶନିବାର ସଂଘର୍ଷ ହୋଇଥିଲା।…
ଯୁଦ୍ଧରେ ଶାନ୍ତିର ନାୟିକା
ଆଫଗାନିସ୍ତାନକୁ ସ୍ତବ୍ଧ କରିଦେଇଛି ୩ ମହିଳା ଗଣମାଧ୍ୟମ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା। ତେଣୁ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଆଫ୍ଗାନ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ବ୍ୟବସ୍ଥା ନାହିଁ ବୋଲି ଏମ୍ପି ଫୱଜିଆ…
୭ ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଉଛନ୍ତି ତେଜସ୍ବିନୀ
ଭୁବନେଶ୍ୱର,୮।୩ (ବ୍ୟୁରୋ): ଦିବ୍ୟାଙ୍ଗ ହୋଇ ବି ମନରେ ରହିଛି ଦୃଢ଼ ଆତ୍ମବିଶ୍ୱାସ। ସ୍ବାଭାବିକ ଭାବେ ଚାଲି ପାରୁ ନ ଥିଲେ ମଧ୍ୟ ୭ ଦିବ୍ୟାଙ୍ଗ ମହିଳାଙ୍କୁ ରୋଜଗାର ଦେଉଛନ୍ତି। ବହୁ ସଂଘର୍ଷ ଭିତରେ ବଡ଼ ସଫଳତା ପାଇଥିବା ଦିବ୍ୟାଙ୍ଗ ତେଜସ୍ବିନୀ ଆଜି…
ଶିଖରଚଣ୍ଡୀରେ ଜଳିଗଲା ୫ ଏକର ଜଙ୍ଗଲ
ଭୁବନେଶ୍ୱର,୮। ୩(ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ରେ ଥିବା ଜଙ୍ଗଲରେ ରବିବାର ନିଆଁ ଲାଗି ୫ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳ ଜଳିଯାଇଛି। ଚନ୍ଦ୍ରଶେଖରପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ପହଞ୍ଚତ୍ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୫ ଘଣ୍ଟାର ଊର୍ଦ୍ଧ୍ୱ ସମୟ ପରେ ସନ୍ଧ୍ୟା…
ଜଙ୍ଗଲ ନିଆଁରେ ଆକ୍ତାମାକ୍ତା
ଅନୁଗୋଳ ଅଫିସ, ୮।୩: ବନାଗ୍ନି କବଳରେ ରାଜ୍ୟର ଅଧିକାଂଶ ଜଙ୍ଗଲ। ହୁ ହୁ ହୋଇ ଜଳୁଛି ଗଛଲତା। ଜଙ୍ଗଲ ନିଆଁ ପରିବେଶ ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଜଙ୍ଗଲ ନିଆଁ ପାଇଁ ଅନୁଗୋଳ ସହରବାସୀ…
ମାଟିମୂର୍ତ୍ତିର ମ୍ୟୁଜିୟମ
ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ କଥା। ଜନଗଣଙ୍କ ଜାଣିବା ଲାଗି ପ୍ରତିଟି ବିଷୟରେ ଦର୍ଶାଯାଇଛି ସଂକ୍ଷିପ୍ତ ସୂଚନା। ଫଟୋଚିତ୍ରରେ ନୁହେଁ,…
ପୁଣି ଅସୁସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡା
ଭୁବନେଶ୍ୱର,୮।୩(ବ୍ୟୁରୋ): ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଆଜି ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ୭୪ ବର୍ଷୀୟା ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତାଙ୍କ ବଡ଼ବିଲ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ…
Archives


