ଇଂଲଣ୍ଡ ବିପକ୍ଷ ସିରିଜ୍ରୁ ମିଳିବ ଭାରତୀୟ ଟି୨୦ ବିଶ୍ୱକପ୍ ଦଳ
ଅହମ୍ମଦାବାଦ,୧୦।୩ : ଆସନ୍ତା ଶୁକ୍ରବାରଠାରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍। ସମସ୍ତ ମ୍ୟାଚ୍ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।…
ଆଜ୍ମାରୁ ମୁକ୍ତି ପାଇଁ ଘରୋଇ ଉପଚାର
ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା ମାତ୍ରେ ରୋଗୀ ଧଇଁସଇଁ ହୋଇଯାଆନ୍ତି। ଅଧିକ ଥଣ୍ଡା ହେବା ଦ୍ୱାରା ରୋଗର ପରିମାଣ ମଧ୍ୟ…
ଟ୍ରାନ୍ସପରେଣ୍ଟ ଡ୍ରେସରେ ଫଟୋ ଶେୟାର କଲେ ପ୍ରିୟଙ୍କା: ଏମିତି କମେଣ୍ଟ ଦେଲେ ହ୍ରିତିକ୍
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କୌଣସି ନା କୌଣସି କାରଣରୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଗତ ମାସରେ ପ୍ରିୟଙ୍କା ଚୋପ୍ରାଙ୍କ ପୁସ୍ତକ ’ଅନ୍ଫିନିଷ୍ଟ’ ଉନ୍ମୋଚିତ ହୋଇଛି। ଯାହା ଖୁବ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି…
ଅନ୍ଲାଇନ ଅର୍ଡର କ୍ୟାନସେଲ୍ କରିବାରୁ ଯୁବତୀଙ୍କ ଏମିତି ଅବସ୍ଥା କଲେ ଡେଲିଭରି ବୟ
ଆଜିକାଲି ଲୋକେ ସୁବିଧା ଆଉ ହାତ ପାହାନ୍ତାରେ ସାମଗ୍ରୀ ପାଇବା ପାଇଁ ଅନ୍ଲାଇନ୍ର ସାହାରା ନେଉଛନ୍ତି। ବେଳେବେଳେ ଏହି ସୁବିଧା ଲୋକଙ୍କୁ ଅସୁବିଧାରେ ବି ପକାଉଛି। ଏମିତି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ କ୍ଷେତ୍ରରେ। ଯୁବତୀ ଜଣକ ଅନ୍ଲାଇନ୍ରେ ଜୋମାଟୋରେ…
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାୱତ
ଡେରାଡୁନ,୧୦।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ। ବୁଦବାର ଅପରାହ୍ନ ୪ଟା ବେଳେ ରାଜଭବନରେ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ…
ଥାନାରେ ହାଇଭୋଲଟେଜ୍ ଡ୍ରାମା: ଯୁବତୀ କହିଲେ, ମୁଁ କନଷ୍ଟେବଳଙ୍କୁ ବାହା ହେବି
ପାଟଣା,୧୦।୩: ବିହାରର ହାଜିପୁର ଥାନାରେ ଆଜି ଦିନତମାମ ଏକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଯୁବତୀ ଫେସବୁକ୍ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ମାତ୍ର ବିବାହ କରିବାକୁ ଯୁବକ ଜଣକ ମନା କରିବାରୁ ଯୁବତୀ ଥାନାରେ ପହଞ୍ଚିଥିଲେ। ଏହା ଦେଖିବା ପାଇଁ…
ଲାଲୁ ଯାଦବଙ୍କ ତକିଆ, ରେଜେଇ ଚୋରି!
ରାଞ୍ଚି,୧୦।୩: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ତକିଆ ଏବଂ ରେଜେଇ ଚୋରି ହୋଇଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବରିଷ୍ଠ ପୋଲିସ ଅଧୀକ୍ଷକ ଲାଲୁ ଯାଦବଙ୍କ ସୁରକ୍ଷା ଅଧୀନରେ ନିଯୁକ୍ତ…
ଅସ୍ତ୍ରୋପଚାର ପରେ ଚାଲିଗଲା ଝିଅର ଜୀବନ, ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ମାଲକାନଗିରି,୧୦।୩(ଡି.ଏନ୍.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯) ସ୍ଥନୀୟ ତୁମୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ କଟକ ମେଡିକାଲରେ ଡାହାଣ ହାତ ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ଡାକ୍ତରଙ୍କ…
ରାସ୍ତାରେ ବାଇକ୍ ଷ୍ଟଣ୍ଟ୍ କରୁଥିଲେ ଯୁବତୀ: ଆଉ ତା’ପରେ
ସୁରତ,୧୦।୩: ଜନବହୁଳ ରାସ୍ତାରେ ବାଇକ୍ ଷ୍ଟଣ୍ଟ୍ କରି ଗିରଫ ହୋଇଛନ୍ତି ସୁରତର ଜଣେ ଯୁବତୀ। ସୁରତର ରାସ୍ତାରେ ଯୁବତୀ ଜଣଙ୍କ ବିନା ହେଲମେଟ୍ରେ ବାଇକ୍ ଷ୍ଟଣ୍ଟ କରୁଥିଲେ। ଏମିତି କରୁଥିବାର ଭିଡିଓ କରି ସେ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିଲେ। ଭିଡିଓ…
ଓଲଟିଲା ବର ଶୋଭାଯାତ୍ରା ଗାଡ଼ି, ୨୦ ଆହତ; ୫ ଗୁରୁତର
ଛେଣ୍ଡିପଦା,୧୦।୩(ଡି.ଏନ୍.ଏ.): ଅନୁଗୋଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ବୁଧବାର ବିବାହ ନିମନ୍ତେ ଯାଉଥିବା ବର ଶୋଭାଯାତ୍ରା ଗାଡ଼ି ଓଲଟି ୨୦ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଆହତମାନେ ବାରମଞ୍ଚା ଗ୍ରାମର ବୋଲି ଜଣାପଡ଼ିଛି…
ସମୁଦ୍ର ତଳେ ବୁଡ଼ି ରହିଛି ଏସବୁ ସହର
ଜଳବାୟୁ ପରିବର୍ତ୍ତନ ଯୋଗୁ ସମଗ୍ର ବିଶ୍ୱରେ ସମୁଦ୍ର ଜଳସ୍ତର ବଢ଼ିଚାଲିଛି। ଜଳସ୍ତର ବଢ଼ିବା ଯୋଗୁ କେତେକ ସହର ଅସ୍ତିତ୍ୱ ହରାଇଛନ୍ତି। ଅନ୍ତର୍ଜାତୀୟ ଟିମ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ସମୁଦ୍ର ଜଳ ସ୍ତର ବଢ଼ିବା ଯୋଗୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ…
ହନୁମାନ ଭକ୍ତ କେଜ୍ରିଓ୍ବାଲ୍ କଲେ ବଡ ଘୋଷଣା
ନୂଆଦିଲ୍ଲୀ,୧୦।୩: ମାର୍ଚ୍ଚ ୮ରୁ ଦିଲ୍ଲୀ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ବିଧାନସଭାର ବଜେଟ ଅଧିବେଶନ ସମୟରେ ଡେପୁଟି ଗଭର୍ଣ୍ଣର (ଏଲଜି) ଅଭିଭାଷଣ ଉପରେ ମନ୍ତବ୍ୟ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍ଓ୍ବାଲ୍ କହିଛନ୍ତି ଯେ ଦିଲ୍ଲୀ ସରକାର ରାମ…
Archives


