Posted inଖେଳ

ପଦାର୍ପଣରେ ବେପରୁଆ ବ୍ୟାଟିଂ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ୩ୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଦିନିକିଆରେ ପଦାର୍ପଣ କରିଛନ୍ତି ସଞ୍ଜୁ ସାମସନ। ଟି୨୦ ପଦାର୍ପଣର ୬ ବର୍ଷ ପରେ ମିଳିଥିଲା ଦିନିକିଆରେ ପ୍ରଥମ ସୁଯୋଗ। ଇନିଂସ ଆରମ୍ଭରୁ ବେଶ୍‌ ଧୈର୍ଯ୍ୟର ସହ ଖେଳିଥିଲେ। କେବଳ ଖରାପ ବଲରେ ଖେଳିଥିଲେ ବଡ଼ ବଡ଼ ଶଟ୍‌। ଅର୍ଦ୍ଧଶତକ ନିକଟରେ ପହଞ୍ଚିବା ପରେ ବେପରୁଆ ଶଟ୍‌ ଖେଳି ଉଇକେଟ ଫୋପାଡ଼ି ଦେଇଥିଲେ ସଞ୍ଜୁ। ଆଉଟ୍‌ ହେବା ପୂର୍ବରୁ ସେ ଖେଳିଥିଲେ ୪୬ (୪୬ ବଲ) ରନ୍‌ର ଇନିଂସ। ତାଙ୍କ ପାଳିରେ ଥିଲା ୫ ଚୌକା ଓ ଗୋଟିଏ ଛକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଲି ରବିନସନଙ୍କ ଡାକରା

ସାଉଥାମ୍ପଟନ, ୯ା୮ (ପି.ଟି.)- ଅଗଷ୍ଟ ୧୩ରୁ ଏଜାସବାଓଲଠାରେ ହେବାକୁଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡର ରୁଦ୍ଧଦ୍ୱାର ଟ୍ରେନିଂ କ୍ୟାମ୍ପରେ ଯୋଗଦେବା...

‘ମୋ ହୃଦୟ ଓ ଆତ୍ମା ଆରସିବି ସହ ଅଛି’

ନୂଆଦିଲ୍ଲୀ,୧।୧୨: ମୁଁ ମୋ ହୃଦୟ ଓ ଆତ୍ମ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବି। ଏହି ଅଭିଯାନ ଜାରି ରହିଛି। ମୋତେ ଯେତେବେଳେ...

ବିଶ୍ୱ କ୍ରିକେଟର ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ

ଢାକା,୬।୮: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଲଗାତାର ୩ ଥର ହରାଇ ଦେଇଛି ବାଂଲାଦେଶ। ବିଶ୍ୱ କ୍ରିକେଟରେ ଏହାକୁ ସବୁଠୁ ବଡ଼ ବିପର୍ଯ୍ୟୟ...

ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ସୁଯୋଗ ଅପେକ୍ଷାରେ କନଓ୍ବେ

ଦୁବାଇ, ୧ା୪ (ପି.ଟି.)-ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ଲାଗି ଆଗ୍ରହ ରଖିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର

ଆଣ୍ଟିଗୁଆ,୨୦।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ...

କ୍ରିକେଟ୍‌ରେ ଅଜବ କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌

ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ କାରିବିଆନ ଦଳ ଜିତିଛି। ୱେଷ୍ଟଇଣ୍ଡିଜ ତୃତୀୟ ମ୍ୟାଚକୁ ୬ ଉଇକେଟ ଜିତି...

ଅବସର ନେଇ ସ୍ପଷ୍ଟ କଲେ ସୋଏବ ମଲିକ

ଲଣ୍ଡନ,୭।୭(ଏଏଫ୍‌ପି)- ପାକିସ୍ତାନ ଅଭିଜ୍ଞ ବ୍ୟାଟ୍ସମ୍ୟାନ ସୋଏବ ମଲିକ୍‌ ଅବସର ନେଇ ସୂଚନା ଦେଇଛନ୍ତି। ସେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବିଶ୍ୱକପ୍‌ରେ...

ବଡ଼ ଉପଲବ୍ଧି ହାସଲ ପରେ ବି ଶାମିଙ୍କ ଆଖିରେ ଲୁହ

ସେଞ୍ଚୁରିୟନ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନ ଟେଷ୍ଟ ଉପରେ ଭାରତ ମଜଭୁତ ସ୍ଥିତିରେ ଅଛି। ପ୍ରଥମ ଇନିଂସରେ ଭାରତ ୩୨୭ ରନ କରିଥିଲା। ଏହାର ଜବାବରେ...

Advertisement
Archives

Model This Week