ନୈନିତାଲରେ ତାପସି

ମୁମ୍ବାଇ: ବଲିଉଡ୍ ନାୟିକା ତାପସି ପନ୍ନୁ ରବିବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେ ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ଏକ ମୋଟିଭେଶନାଲ କୋଟ ବି ଲେଖିଛନ୍ତି । ଯାହାକୁ ଦେଖିବା ପରେ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇଥିବା ଲୋକେ ଓ ତାଙ୍କ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ତାପସିଙ୍କ ଏହି ଫଟୋଟି ହେଉଛି ନୈନିତାଲର । ସେ ତାଙ୍କ ବିଜି ସିଡ୍ୟୁଲରୁ ସମୟ ବାହାର କରି ନୈନିତାଲରେ ଜନ୍ମଦିନ ପାଳନ କରିବାକୁ ଯାଇଛନ୍ତି । ଜନ୍ମଦିନର କେକ୍‌ର ଏକ ଫଟୋ ବି ସେ ଶେୟାର କରିଛନ୍ତି । ଏହି ଫଟୋରେ ତାପସି ଏକ ବାଲକୋନିରେ ଠିଆ ହୋଇ ଉଦୟ ସୂର୍ଯ୍ୟଙ୍କୁ ଦେଖୁଛନ୍ତି । ଏହି ଫଟୋକୁ ଶେୟାର କରି ସେ ଲେଖିଛନ୍ତି ଗତ ସପ୍ତାହ ବହୁତ କଠିନ ଥିଲା । ଏବେ କିନ୍ତୁ ସବୁ ଠିକ୍ ହୋଇଯିବ ବୋଲି ଆଶା ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ମିଷ୍ଟର ଇଣ୍ଡିଆ ହୋଇ ଚାଇନା ସହ ଲଢିବାକୁ ଚାହୁଁଛନ୍ତି ଏହି ଶିଶୁ !

ନୂଆଦିଲ୍ଲୀ,୧୬।୭: ଅନିଲ କପୁରଙ୍କ ଅଭିନୀତ ବଲିଉଡ୍‌ ମୁଭି ‘ମିଷ୍ଟର ଇଣ୍ଡିଆ’ ଆଜିବି ଲୋକଙ୍କ ମନରେ ରହିଯାଇଛି। ଶେଖର କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ସେତେବେଳେ ମିଳିଥିଲା...

ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି

ଆଇପିଏଲ୍‌ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର...

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ...

ସତ୍ୟନାରାୟଣ କି କଥାରେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ କିଛି ଦିନ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ନିକଟରେ କାର୍ତ୍ତିକଙ୍କୁ ଫିଲ୍ମ ଦୋସ୍ତାନା-୨ରୁ ବାହାର କରାଯିବା ଖବର ଲାଇମ୍‌ଲାଇଟ୍‌ରେ...

ଏପ୍ରିଲ ୨୪ରେ ବିବାହ କରିବେ ଶାୟଲୀ

ବମ୍ବେ: ଇଣ୍ଡିଆନ ଆଇଡଲ ୧୨ର ସେକେଣ୍ଡ ରନର୍ସ ଅପ୍‌ ଶାୟଲୀ କାମ୍ବଲେ ବିବାହ କରିବେ। ଆସନ୍ତା ଏପ୍ରିଲ ୨୪ରେ ତାଙ୍କ ହାତଗଣ୍ଠି ପଡ଼ିବ। ବିବାହକୁ ଆଉ...

ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ

ବଲିଉଡ୍‌ରେ ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍‌...

ରଣବୀରଙ୍କୁ ବହୁତ ମନେ ପକାଉଛନ୍ତି ଆଲିଆ: ଏପରି କହିଲେ ହୃଦୟର କଥା

ବଲିଉଡ୍‌ର ଲଭ୍‌ ବାର୍ଡସ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ପରସ୍ପରକୁ ସାକ୍ଷାତ କରିପାରୁ ନାହାନ୍ତି। କାରଣ ନିକଟରେ ରଣବୀରଙ୍କ ରିପୋର୍ଟ କରୋନା ପଜିଟିଭ...

Advertisement
Archives

Model This Week