Home Left

କଂଗ୍ରେସକୁ ଝଟ୍‌କା: ମଣିପୁରର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧ ।୮: ମଣିପୁର ପ୍ରଦେଶ କଂଗ୍ରେସ କମିଟି(ଏମ୍‌ପିସିସି)ର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କନ୍ଥଉଜମ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ସେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହାପରେ…

ପ୍ରଥମ ଦରମାରେ ସାଙ୍ଗକୁ ସାହାଯ୍ୟ କରିଥିଲି: କବି ସୁଶାନ୍ତ ଦାସ

ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲାର ଧାନମଣ୍ଡଳ ଗ୍ରାମରେ ୧୯୭୫ ମସିହାରେ। ପିତା ପ୍ରଫୁଲ୍ଲ କୁମାର ଦାସ, ମାତା ମେନକା ଦାସ ଓ ଆମ ଚାରି ଭାଇଭଉଣୀକୁ ନେଇ ହସଖୁସିର ପରିବାର। ଆଧୁନିକ ଚାକଚକ୍ୟଠୁ ଖୁବ୍‌ ଦୂରରେ, ଏକ ସରଳ ଗ୍ରାମ୍ୟ ଜୀବନ…

ଲଣ୍ଡନରେ ଲଞ୍ଚ ଡେଟ୍‌ ଉପଭୋଗ କରୁଛନ୍ତି ବିରାଟ-ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଇଂଲଣ୍ଡରେ ଅଛନ୍ତି। ବିରାଟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଇଂଲଣ୍ଡରେ ଯାଇଛନ୍ତି। ଅନୁଷ୍କା ସେଠାରୁ ଅନେକ କିଛି ଫଟୋ ଶେୟାର କରିଛନ୍ତି। ଅନୁଷ୍କା…

ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହି, ଦେହ ଧରି କିଏ ପାରିବ ସହି

ବନ୍ଧୁତ୍ୱ ଏକ ମିଠା ଅନୁଭବର କଥା। ଆତ୍ମୀୟତାର କଥା। ବନ୍ଧୁତ୍ୱ ସାହସ ଦିଏ, ବନ୍ଧୁତ୍ୱ ଜୀବନକୁ ସଜାଡ଼ି ଦିଏ। କେବେ କାହା ସହିତ କେତେବେଳେ ମଣିଷ ବନ୍ଧୁତ୍ୱ ସୂତ୍ରରେ ଯୋଡ଼ି ହୁଏ ତା’ର କ’ଣ କିଛି ହିସାବ ଥାଏ ? ଟିକିଏ…

ଏରିଆ କମାଣ୍ଡର ମାଓବାଦୀଙ୍କ ଆତ୍ମସମର୍ପଣ

ବଲାଙ୍ଗୀର ଅଫିସ,୧ା୮: କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ) ଡିଭିଜନ ସିପିଆଇ (ମାଓବାଦୀ) ଦଳର ଜଣେ ସକ୍ରିୟ ସଦସ୍ୟ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ୍ (୨୩) ବଲାଙ୍ଗୀର ଏସ୍‌ପି ଅଫିସରେ ରବିବାର ଆତ୍ମସମର୍ପଣ କରିଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ପୁଷ୍ପଗୁଚ୍ଛ…

କରୋନାରୁ ସୁସ୍ଥ ହେବାର ୬ ମାସ ପରେ ବି ଗନ୍ଧ କି ସ୍ବାଦ ବାରି ପାରୁନାହାନ୍ତି ଏହି ଯୁବତୀ

ଓ୍ବାଶିଂଟନ,୧ା୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏଥିରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଏହି ସଂକ୍ରମଣରୁ ଭଲ ହେବା ପରେ ମଧ୍ୟ ଅନେକ ଲୋକ ଦୀର୍ଘଦିନ ପର୍ଯ୍ୟନ୍ତ ସ୍ବାଦ…

ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି, ପାସ୍‌ପୋର୍ଟ ହେବନି ଭେରିଫିକେଶନ

ଶ୍ରୀନଗର,୧ ।୮: ଜମ୍ମୁ-କଶ୍ମୀରରେ ପଥର ଫିଙ୍ଗାଳିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଥର ପିଙ୍ଗିବା ଭଳି ଘଟଣାରେ ସମ୍ପୃକ୍ତ ଥିବା ଯୁବକମାନଙ୍କୁ ଏଣିକି ଆଉ ସରକାରୀ ଚାକିରି ମିଳିବ ନାହିଁ ଓ ସେମାନଙ୍କ ପାସପୋର୍ଟ ଭେରିଫିକେଶନ ମଧ୍ୟ କରାଯିବ…

କେହି ବିଶ୍ୱାସ ଭାଙ୍ଗିଲେ ତାଙ୍କୁ ଧନ୍ୟବାଦ ଦିଅନ୍ତୁ…

ସୁଖଦୁଃଖଭରା ଏଇ ଜୀବନରେ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ। ସେଥିପାଇଁ ଜ୍ଞାନୀଗୁଣୀ ବ୍ୟକ୍ତିମାନେ ଅନେକ ନୀତିଶୀକ୍ଷା କହିଯାଇଛନ୍ତି, ତନ୍ମଧ୍ୟରୁ କିଛିଟା ଆସନ୍ତୁ ଜାଣିବା… *ଯଦି କେହି ଆମର ବିଶ୍ୱାସ ଭାଙ୍ଗନ୍ତି, ତେବେ ଆମେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା…

ଧନିଆର ଔଷଧୀୟ ଗୁଣ

ଧନିଆ କେବଳ ଏକ ମସଲା ଦ୍ରବ୍ୟ ନୁହେଁ, ଏହା ଭିତରେ ଅନେକ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ। ଥଣ୍ଡା କିମ୍ବା ପେଟ ଗରମ ଯୋଗୁ ଅନେକ ସମୟରେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯିବାର ସମସ୍ୟା ଦେଖାଦେଇଥାଏ, ଏଥିରୁ…

ବୟସ ମାତ୍ର ୨ ବର୍ଷ: ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସମ୍ପୂର୍ଣ୍ଣା

ଉମରକୋଟ,୧।୮(ସ୍ବ.ପ୍ର.): ଉପାନ୍ତ ଅଞ୍ଚଳରେ ବିରଳ ପ୍ରତିଭାଙ୍କ ବୟସ ୨ ବର୍ଷ ମାତ୍ର। ହେଲେ ତାଙ୍କ ପାଟିରୁ ବାହାରୁଛି ଅନେକ ଜଟିଳ ପ୍ରଶ୍ନର ଉତ୍ତର। କୌଣସି ବସ୍ତୁ, ରଙ୍ଗ, ଆକାର, ଜୀବଜନ୍ତୁ, ପଶୁପକ୍ଷୀଙ୍କ ଶବ୍ଦ ଓ ଭଜନ, ବିପରୀତ ଶବ୍ଦ, ଗୀତ ଆଦି…

ଐତିହାସିକ ଅମାଗଡ଼ କିଲାରେ ପତାକା ଉଡାଇଥିବା ଭାଜପା ଏମ୍‌ପି ଗିରଫ

ଜୟପର,୧ ।୮: ରାଜସ୍ଥାନ ଜୟପୁରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ଡା. କିରୋଡି ଲାଲ ମିଣାଙ୍କୁ ପୋଲିସ ଗିରଫ କରିଛି । ମିଣାଙ୍କ ବିରୋଧରେ ଅଭିଯୋଗ ରହିଛି କି ସେ ପ୍ରଶାସନର ଆଦେଶକୁ ଉଲ୍ଲଂଘନ କରି ଆମାଗଡ଼ କିଲାରେ ପତାକା ଉଡାଇଥିଲେ…

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ମହାନତା: ୨୧ ହଜାର ଟଙ୍କା ଫେରାଇଦେଲେ

ଫୁଲନଖରା,୧।୮(ଡି.ଏନ.ଏ.): ଅର୍ଥସର୍ବସ୍ବ ସମାଜରେ ଜଣେ ଗୁପ୍‌ଚୁପ୍‌ ବ୍ୟବସାୟୀ ଜଣେ ମହିଳାଙ୍କ ୨୧ ହଜାର ଟଙ୍କା ଫେରସ୍ତ କରି ମହାନତା ଦେଖାଇଛନ୍ତି। ସେ ହେଲେ କଟକ ଜିଲା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ମହୀଧରପଡା ରଙ୍ଗଣୀସାହିର ସୂର୍ଯ୍ୟକାନ୍ତ ସାହୁ। ପ୍ରତିଦିନ ମହୀଧରପଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?