‘ନିଜ ଦାୟିତ୍ୱରୁ ପଳାୟନ କରୁଛନ୍ତି ସରକାର’
ଭୁବନେଶ୍ୱର,୧୯।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେଇ ରାଜ୍ୟ ସରକାର ନିଜ ଦାୟିତ୍ୱରୁ ଖସି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସୁନ୍ଦରଗଡର ୩ ଭାଜପା ବିଧାୟକ ଅଭିଯୋଗ କରିଛନ୍ତି। ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର…
ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ ହେଲା ସତ: ୧୦ ବର୍ଷ ପୂର୍ବେ କହିଥିଲେ ଏମିତି କଥା
ଅହମଦାବାଦ,୧୯।୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ବ୍ୟାଟିଂ କରି ସୂର୍ଯ୍ୟକୁମାର ୩୧ ବଲରେ ୫୭ ରନ କରିଛନ୍ତି। ସୂର୍ଯ୍ୟକୁମାରଙ୍କ…
ପ୍ରେମିକାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥିଲେ, ରାଧା-କୃଷ୍ଣ ପରି ହୋଇଥାଏ ଯୋଡ଼ି
ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷ କରି ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ଶ୍ରେଷ୍ଠ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ତେବେ ଏମିତି କେତେକ ନାମଧାରୀ…
‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶ ଖାରଜ
ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏକ ଅସଦାଚରଣ ମାମଲାରେ ଅଭିଯୁକ୍ତ ପୀଡ଼ିତାଙ୍କ ହାତରୁ ରାଖି ବନ୍ଧାଇବା ସର୍ତ୍ତରେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ। ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ…
କେତେ ସଫେଇ ଦେବେ
ଭୁବନେଶ୍ୱର,୧୯ା୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି କରିବାକୁ ଯୋଜନା କରାଯାଉଛି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମାର୍ଚ୍ଚ ୧୬ରେ ବିଧାନସଭାରେ ଏକଥା କହିଛନ୍ତି। ଏ…
ବଢ଼ିବ ବିଦ୍ୟୁତ୍ ଦର
ଭୁବନେଶ୍ୱର, ୧୯ା୩(ବ୍ୟୁରୋ):ପୁଣି ବିଦ୍ୟୁତ୍ ଦର ବଢ଼ିବ। ରାଜ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି) ନିକଟରେ ଆବେଦନ କରିଛି। ଯୁନିଟ୍ ପିଛା ଦେଢ଼ ଟଙ୍କା ବୃଦ୍ଧି କରିବାକୁ ଏଥିରେ…
ଦୁଆରେବନ୍ଧରେ ଆମ୍ବପତ୍ର ଲଗାଇଲେ ….
ହିନ୍ଦୁଧର୍ମ ଅନୁଯାୟୀ, ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ର ଲଗାଯାଏ। ଏହି ପରମ୍ପରା ବହୁତ ପୁରୁଣା। ଯେବେ ବି ଘରେ କୌଣସି ଶୁଭ କାର୍ଯ୍ୟ ଯେପରି ବିବାହ, ବ୍ରତଘର ଆଦି ହୋଇଥାଏ ମୁଖ୍ୟଦ୍ୱାରରେ ଆମ୍ବପତ୍ର କିମ୍ବା ଫୁଲମାଳ ଲଗାଯାଇଥାଏ। ଏପରି କରିବା ଦ୍ୱାରା ଘରେ…
ଅନ୍ତରଙ୍ଗ ସିନ୍ରୁ ମିଳିଥିଲା ପରିଚିତି…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଶୁକ୍ରବାର ୩୭ ବର୍ଷ ପୂରଣ ହୋଇଛି। ୧୯୮୪ ମାର୍ଚ୍ଚ ୧୯ରେ ସେ ଜାମ୍ସେଦ୍ପୁର ଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ୨୦ ବର୍ଷ ବୟସରେ ସେ ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସ ଟାଇଟଲ ହାସଲ କରିଥିଲେ।…
ଏହି ଦେଶରେ ରହିଛି ବିଶ୍ୱର ସବୁଠୁ ବଡ଼ ଡ୍ୟାମ୍
ବିଶ୍ୱରେ ଅନେକ ଡ୍ୟାମ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କିଛି ବଡ଼ ତ ଆଉ କିଛି ବହୁତ ଲମ୍ବା ଡ୍ୟାମ୍ ରହିଛି। କିନ୍ତୁ ଦୁନିଆର ସବୁଠୁ ବଡ ବନ୍ଧ ବିଷୟରେ ଜାଣିଛନ୍ତି କି? ବିଶ୍ୱର ବୃହତ୍ତମ ଡ୍ୟାମ ଚାଇନାରେ ଅଛି, ଯାହାର ନାମ…
କାଳ ସାଜିଲା ଦ୍ରୁତ ଗତି ସହ ଖେଳ
କେନ୍ଦୁଝର.୧୮ା୩ – କେନ୍ଦୁଝର ସଦର ଥାନା ଅଧୀନ ବନାଯୋଡ଼ି ନିକଟରେ ଗୁରୁବାର ସନ୍ଧ୍ୟାରେ ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜଣେ ମୃତକ ହେଲେ ବଡ଼ବିଲ ଅଞ୍ଚଳର ଅକ୍ଷୟ ନାୟକ। କିନ୍ତୁ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ।…
ଏହି କାରଣରୁ ବଦଳିଲେ ମୁମ୍ବାଇ ପୋଲିସ କମିଶନର
ନୂଆଦିଲ୍ଲୀ,୧୮।୩: ପରମ ବୀର ସିଂଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ହଟାଇ ଦିଆଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ମୁକେଶ ଅମ୍ବାନୀଙ୍କ ବାସଭବନ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି ଏସ୍ୟୁଭି ମିଳିଥିବା ଘଟଣାରେ…
କୋଭିଡ୍ଠାରୁ ଅଧିକ ଜୀବନ ନେଇଛି ଦୁର୍ଘଟଣା
ନୂଆଦିଲ୍ଲୀ,୧୮।୩: ଗତବର୍ଷ କୋଭିଡ୍ ଅପେକ୍ଷା ଆମ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ସଡ଼କ ଦୁର୍ଘଟଣାକୁ ରୋକିବାକୁ ଉଦ୍ୟମ କରୁଥିବା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଟକରୀ। ଲୋକ ସଭାରେ ପ୍ରଶ୍ନ କାଳରେ ଏକ ପ୍ରଶ୍ନର…
Archives


