Home Left

ବିବାହ ପରେ ସାମ୍ନାକୁ ଆସିଲା ସ୍ତ୍ରୀଙ୍କ ସହ ବୁମରାଙ୍କର ପ୍ରଥମ ଫଟୋ: ହାତରେ ହାତ ଛନ୍ଦି…

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ଟିଭି ଆଙ୍କର ସଞ୍ଜନା ଗଣେଶ ଗତ ୧୫ ତାରିଖରେ ବିବାହ କରିଥିଲେ। ଗୋଆର ଏକ ବ୍ୟକ୍ତିଗତ ସମାରୋହରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବୁମରାଙ୍କ ଜଣେ ବନ୍ଧୁ ଏହି ବିବାହ…

ଅଧ୍ୟୟନ ପରୀକ୍ଷା କୈନ୍ଦ୍ରିିକ ନ ହେଉ

ହାତଗଣତି ଶିକ୍ଷକ ନିଆରା ତଥା ଅଭିନବ ଚିନ୍ତାଧାରା ନେଇ ଆଗେଇ ଆସିଲେ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆସିପାରେ। ଏ କ୍ଷେତ୍ରରେ ବିଶ୍ୱଜିତ ପଟ୍ଟନାୟକ ଏକ ଉଲ୍ଲେଖନୀୟ ନାମ। ଆଇଆଇଏମ୍‌ର ଗୁରୁଗମ୍ଭୀର ଶ୍ରେଣୀକକ୍ଷ ଏବଂ କର୍ପୋରେଟ ବୋର୍ଡ ରୁମ୍‌ଗୁଡ଼ିକରେ ‘ଲଗାନ୍‌’ ଭଳି ବ୍ୟବସାୟିକ…

ଚାହିଦା ବଢ଼ାଇବ ସ୍କ୍ରାପେଜ୍‌ ପଲିସି

ସଫଳତାର ଅର୍ଥ ବ୍ୟକ୍ତିଠୁ ବ୍ୟକ୍ତି ଭିନ୍ନ ହୋଇଥାଏ। ଏହା ରାତାରାତି ଆସେ ନାହିଁ। ଏଥିପାଇଁ ସ୍ବପ୍ନ ଲୋଡ଼ା, ଯାହା ରାତିରେ ଶୋଇବାକୁ ଦେବ ନାହିଁ। ଏକ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଉପରେ ଧ୍ୟାନ ଦେବାକୁ ହେବ। ଥକି ପଡ଼ିଲେ ବି କଠିନ ପରିଶ୍ରମ…

ଶିକ୍ଷା ହିଁ ସମାଜର ମେରୁଦଣ୍ଡ

ଜୀବନରେ ଶିକ୍ଷାର ଭୂମିକାକୁ କିଭଳି ଦେଖୁଛନ୍ତି? ଶିକ୍ଷା ସମସ୍ତଙ୍କ ପାଇଁ ସବୁକିଛି କହିଲେ ଅତ୍ୟୁକ୍ତି ହେବନି। ବ୍ୟକ୍ତି ପାଇଁ ଶିକ୍ଷାର ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ତାକୁ କଥାରେ ବର୍ଣ୍ଣନା କରାଯାଇ ନ ପାରେ। ଜଣେ ଶିଶୁ ଲାଗି ଶିକ୍ଷା ତୃତୀୟ…

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି: ପାଓ୍ବାରଙ୍କୁ ଭେଟିଲେ ଅନିଲ ଦେଶମୁଖ

ନୂଆଦିଲ୍ଲୀ,୧୯।୩: ଆଣ୍ଟିଲିଆ ମାମଲା ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏବଂ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ ହୋଇଛି। ଶରଦ ପାୱାରଙ୍କୁ ଭେଟିବା ପରେ ଅନିଲ…

ରାସ୍ତାରେ ପଡ଼ିଥିବା ଟଙ୍କା କେବେ ଉଠାଇଛନ୍ତି, ଜାଣନ୍ତୁ ଏହି ଗଭୀର ରହସ୍ୟ

ପାଖରେ ଯେତେ ଧନ ଥାଉନା କାହିଁକି, ଯଦି ରାସ୍ତାରୁ ଟଙ୍କାଟିଏ ମିଳିଯାଏ ତେବେ ମନ ବହୁତ ଖୁସି ହୋଇଯାଏ।ରାସ୍ତାରେ ଟଙ୍କା ପାଇବା ମଧ୍ୟ ଏକ ଗଭୀର ରହସ୍ୟ ଅଛି। ଜ୍ୟୋତିଷ ଶାସ୍ତ୍ରରେ ରାସ୍ତାରେ ମିଳିଥିବା ଟଙ୍କାର ଅର୍ଥ ବିଷୟରେ କହିଛନ୍ତି। ଜାଣନ୍ତୁ…

ଟାଇଟ୍‌ ଡ୍ରେସ୍‌ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ

ଫ୍ୟାଶନ ସେନ୍ସ ଭଲ ହେବା ଠିକ୍‌। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ତେଣୁ ଜଣେ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଦୁଇଥର ଭାବିବା ଦରକାର। ନିଜ ଚେହେରାଠାରୁ…

ସୂର୍ଯ୍ୟକୁମାର ନୁହେଁ ବରଂ ଏହି ଖେଳାଳି ହୃଦୟ ଜିତିଲେ ବୋଲି କହିଲେ ସେହଓ୍ବାଗ୍‌, ଏଭଳି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୯।୩: ଗୁରୁବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।  ତାଙ୍କର ୫୭ରନ୍‌ର ପାଳିକୁ ଅନେକ ପ୍ରଶଂସା କରିବା ସହ ସେ ଭବିଷ୍ୟତରେ ଭାରତ ପାଇଁ ଜଣେ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ପାଲଟିବେ…

ପରସ୍ପରକୁ ଆଖି ଦେଖାଇଲେ ଚାଇନା-ଆମେରିକା

ଓ୍ବାଶିଂଟନ୍‌,୧୯।୩: ଆମେରିକାରେ ନୂତନ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଚାଇନା ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦୁଇ ଦେଶର ଅଧିକାରୀମାନେ ପରସ୍ପର ମଧ୍ୟରେ ବାକ୍‌ଯୁଦ୍ଧରେ ଲାଗିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଚାଇନା…

୫୦ ଲକ୍ଷ ନକଲି ଟଙ୍କା ସହ ଧରାପଡ଼ିଲେ ଏହି ଅଭିନେତା, କରୁଥିଲେ ବାଇକ୍‌ ଚୋରି କାମ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଅନେକ ଲୋକ ବେରୋଜଗାର ହୋଇଥିଲେ। ଏହି କାରଣରୁ ଅନେକ ଚୋରି କାମ ମଧ୍ୟ ଆରମ୍ଭ କରିଥିଲେ। ଏହି ତାଲିକାରେ ଏବେ ଶାମିଲ ହୋଇଯାଇଛି ଜଣେ ଅଭିନେତାଙ୍କ ନାମ। ସେ ହେଲେ ଭୋଜପୁରୀ ଅଭିନେତା…

ଆହତ ହୋଇଛନ୍ତି କି କୋହଲି? ରୋହିତ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରଶ୍ନରେ…

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି ଭାରତ। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହା ଏକାଧିକ ଘଟଣାକ୍ରମକୁ ନେଇ ଚର୍ଚ୍ଚାରେ ରହିଛି। ସେଥିରୁ ଗୋଟିଏ ଥିଲା ମ୍ୟାଚ୍‌ ଚାଲିଥିବା ସମୟରେ ଅଧିନାୟକ ବିରାଟ କୋହଲିଙ୍କ…

ବ୍ରଜପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାରେ ଏହି ଯୁବକ

ଆମେରିକାର ଜଣେ ଯୁବକ ବଜ୍ରପାତର ଲାଇଭ୍‌ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟ ଫିଲ୍‌ ଗାର୍ସିଆ ନ୍ୟୁ ମେକ୍ସିକୋରେ ଏହି ଫଟୋ କ୍ଲିକ୍‌ କରିଥିଲେ। ଯେଉଁଠି ବିଜୁଳି ପଡ଼ିଥିଲା, ସେଠାରେ ଏକ ବଡ଼ ଗଛ ଥିଲା। ଫଳରେ ତାହା ସମ୍ପୂର୍ଣ୍ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri