Home Left

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ

ନୟାଗଡ଼ ଅଫିସ,୧୯।୩: ନୟାଗଡ଼-ଶରଣକୂଳ ରାସ୍ତାର ଜଗନ୍ନାଥପୁର ଛକରେ ଗୁରୁବାର ରାତିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଶରଣକୁଳ ଥାନା ଜଗନ୍ନାଥପୁର ଗାଁର କୃଷ୍ଣଚନ୍ଦ୍ର…

ପୋଖରୀ ଖନନ ନାମରେ ରାଜସ୍ବ ଲୁଟ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୯।୩: ଯାଜପୁର ଜିଲା ବ୍ୟାସନଗର ତହସିଲରେ ମାଟି, ମୋରମ ଚୋରା ଚାଲାଣ ବନ୍ଦ ହେବାର ନାଁ ଧରୁନାହିଁ । ମୋରମ ମାଫିଆମାନେ କେତେଜଣ ରାଜନେତା ଓ ଅସାଧୁ ଅଫିସରଙ୍କୁ ହାତବାରିସି କରି କେଉଁଠି ଦିନ ଦ୍ୱିପ୍ରହରରେ ତ ଅନ୍ୟ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍‌

ଜାମାଇକା,୧୯।୩: ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଭିଭିଆନ ରିଚାର୍ଡସ, କ୍ରିସ ଗେଲଙ୍କ ସମେତ ପୂର୍ବତନ କ୍ରିକେଟରମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଭାରତ ସରକାର କାରିବିଆନ ଦେଶକୁ କରୋନା ଟିକା ପ୍ରଦାନ କରିଥିବାରୁ ମୋଦିକୁ ଧନ୍ୟବାଦ ଜଣାଇଛନ୍ତି। କରୋନା…

ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପୋଷ୍ଟର ଲଗାଉଥିଲେ ସ୍ବାମୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶର ହରଦୋଇ ଜିଲାର ଗ୍ରାମୀଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ସରପଞ୍ଚ ପଦବୀରେ ଠିଆ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ସ୍ବାମୀଙ୍କର ମୃତ୍ୟ ଘଟିଛି। କାରଣ ଶିଡ଼ି ଲଗାଇ ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟର ଲଗାଉଥିବା ବେଳେ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ଗୋଟିଏ କଲ୍‌ରେ ମିଳିବ ଏହି ୩ ଜରୁରିକାଳୀନ ସେବା

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ଗୋଟିଏ ନମ୍ବରକୁ କଲେ କଲେ ଏଣିକି ୩ ଜରୁରିକାଳୀନ ସେବା ଉପଲବ୍ଧ ହେବ। ୧୧୨ ନଂକୁ କଲ୍‌ କଲେ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

ପୁଣି ହୁ ହୁ ହୋଇ ବଢୁଛି କରୋନା: ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୯।୩: କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ଗ୍ରାଫ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫,୮୩୩ଟି ନୂଆ କରୋନା ରୋଗୀ…

ଇତିହାସ ରଚିଲେ ରୋହିତ ଶର୍ମା: ପ୍ରଥମ ବଲ୍‌ ଖେଳି କଲେ ଏମିତି କାରନାମା

ଅହମଦାବାଦ,୧୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର ଆରମ୍ଭ ଅତ୍ୟନ୍ତ ବିସ୍ଫୋରକ ଥିଲା। ରୋହିତ ଶର୍ମା ମ୍ୟାଚର ପ୍ରଥମ ବଲରୁ ଛକା ମାରି ଦଳର ଖାତା ଖୋଲିଥିଲେ। ଇଂଲଣ୍ଡ ପକ୍ଷରୁ ପ୍ରଥମ ଓଭର୍‌ ଆଦିଲ ରସିଦ…

ପାଟନାଳି ବନ୍ଧକୁ କାଟି ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୮ା୩(ସ୍ବ.ପ୍ର.): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ସ୍ଥାନୀୟ ମାଳିପୁର ଛକ ନିକଟ ଡାମପୁର-ଉଦୟପୁର କାଣିନଦୀ ପାଟନାଳୀ ବନ୍ଧ ଓ ଜମିରୁ ମାଟି ନ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେତେଜଣ ବ୍ୟକ୍ତି ଜେସିବି ଲଗାଇ ମାଟି ଖୋଳୁଛନ୍ତି। ସେହି ମାଟିକୁ ହାଇଓ୍ବାରେ…

ଗୋଟିଏ ବିଜ୍ଞାପନ ପାଇଁ ସଲମାନ ନେଇଥାନ୍ତି ଏତିକି କୋଟି

ମୁମ୍ବାଇ: ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍‌ ଷ୍ଟାର୍‌ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ ଥିବା ବେଳେ ସଲମାନ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି। ଇଣ୍ଡଷ୍ଟ୍ରିରେ ବେଶ୍‌ ନାଁ କମାଇଥିବା…

ବିଦ୍ୟାଳୟ ପାଠାଗାର ପୁସ୍ତକ କିଣାରେ ଦୁର୍ନୀତି

କଟକସଦର,୧୯।୩(ଡି.ଏନ୍‌.ଏ.): ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ପାଠାଗାର ପୁସ୍ତକ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହିସବୁ ପୁସ୍ତକ ରାଜ୍ୟ ବାହାରର ପୁସ୍ତକ ବିକ୍ରେତାମାନଙ୍କଠାରୁ…

ମହାପ୍ରଭୁଙ୍କ ଜମି ବିକ୍ରିରୁ ସରକାର ନିବୃତ ରୁହନ୍ତୁ: ଭାଜପା

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟ ସରକାର ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ କଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜାଇ କୋଟି କୋଟି ଟଙ୍କାର ଧନସମ୍ପତ୍ତି ଲୁଟ୍‌ କଲେ। ଗରିବ ଭକ୍ତଙ୍କ ରହିବା ପାଇଁ ଉଦ୍ଦିଷ୍ଟ ବଗଲା ଧର୍ମଶାଳାକୁ ବିକ୍ରି କରିଦେଲେ। ସୌନ୍ଦର୍ଯ୍ୟକରଣ ନାଁରେ ମନ୍ଦିର,…

ଟେଲିଫୋନ୍‌ ଆସିଲାଣି

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗତ ୧୬ ତାରିଖରେ ଘର ଜବର ଦଖଲକୁ ନେଇ ଘଟିଥିବା ଗଣ୍ଡଗୋଳ ଘଟଣା ବର୍ତ୍ତମାନ ବିଭିନ୍ନ ସ୍ତରରେ ହଟଚମଟ ଆରମ୍ଭ କରିଦେଲାଣି। ସବୁ ନେତାଙ୍କ ଘରେ ଏବେ ଏଇ ଗୋଟିଏ ଚର୍ଚ୍ଚା। କାରଣ ଘଟଣାରେ ପୂର୍ବତନ ବିଧାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri