Home Left

କୋଭିଶିଲ୍ଡ ରପ୍ତାନି ସ୍ଥଗିତ

ନୂଆଦିଲ୍ଲୀ,୨୬।୩:ଭାରତରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସରକାରଙ୍କ କୋଭିଡ୍‌ ଟିକା କୂଟନୀତି ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ଭାରତ ଗରିବ ଦେଶକୁ କୋଭିଡ୍‌ ଟିକା ଯୋଗାଣ ନିଷ୍ପତ୍ତିର ପୁନର୍ବିଚାର କରିପାରେ। ଭାରତର ଟିକା ଚାହିଦା ପୂରଣ…

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜମି ବିକ୍ରି ମାମଲା

ନୂଆଦିଲ୍ଲୀ, ୨୬ା୩: ଶ୍ରୀମନ୍ଦିର ଜମି ବିକ୍ରି କରିବାକୁ ନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଜନ ସ୍ବାଭିମାନ ଓ୍ବେଲ୍‌ଫେୟାର ସୋସାଇଟି ପକ୍ଷରୁ ଦାଖଲ କରାଯାଇଥିବା ମାମଲାରେ କେନ୍ଦ୍ର,…

ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌

କାଏରୋ,୨୬ା୩:ତିନୋଟି ଫୁଟ୍‌ବଲ ପଡ଼ିଆର ଆୟତନଠାରୁ ବଡ଼ ଆକୃତିର ଏକ ଜାହାଜ ସୁଏଜ୍‌ କେନାଲରେ ଅଚଳାବସ୍ଥା ସୃଷ୍ଟି କରିଛି। ଉକ୍ତ ମାଲବାହୀ ଜାହାଜ ଯୋଗୁ ସୁଏଜ୍‌ କେନାଲରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ଏଥିଯୋଗୁ ଜଳପଥର ଉଭୟ ପାର୍ଶ୍ୱରେ ୧୮୦ରୁ ଅଧିକ ଜାହାଜ ଓ…

ପତ୍ନୀ, ଶାଶୁ ଦେଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ମାଛ ତରକାରୀରେ ମିଶାଇ ଦେଲେ ବିଷ

ନୂଆଦିଲ୍ଲୀ, ୨୫ା୩ : ଜଣେ ବ୍ୟକ୍ତି ଶାଶୁ ଘରର ଲୋକଙ୍କୁ ମାଛ ତରକାରୀରେ ବିଷ ଦେଇ ହତ୍ୟା କରିଛନ୍ତି। ଗୁରୁତର ଥିବା ପତ୍ନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ଘଟଣାରେ ୩୭ ବର୍ଷୀୟ ବରୁନ ଆରୋରାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସେ…

ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ…

ଓଡ଼ିଶାର ୧୪ ଖଣି ନିଲାମ ହେବ

ଭୁବନେଶ୍ୱର,୨୬ା୩(ବ୍ୟୁରୋ):କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ୬ ରାଜ୍ୟର ୬୭ଟି କୋଇଲା ଖଣିକୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର ଉକ୍ତ କୋଇଲା ଖଣିଗୁଡ଼ିକୁ ନିଲାମ…

ଏହି ୪ ଗୁଣରୁ ଜଣାପଡ଼େ ବ୍ୟକ୍ତିର ସ୍ବଭାବ…

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ୪ଟି ଜିନିଷକୁ ଲକ୍ଷ୍ୟକରି ମନୁଷ୍ୟର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ଜାଣିବା ଏହି ୪ ଜିନିଷ ବିଷୟରେ… ତ୍ୟାଗ: କୌଣସି ବ୍ୟକ୍ତିଙ୍କୁ ପରଖିବା ପୂର୍ବରୁ ସର୍ବପ୍ରଥମେ ତ୍ୟାଗର ସ୍ବଭାବ ଦେଖିବା ଉଚିତ୍‌। କାରଣ ଯେଉଁ ବ୍ୟକ୍ତି ନିକଟରେ ଏହି…

ଏହି ନାମଧାରୀ ପୁରୁଷ ବିବାହ ପରେ ହୋଇଥାନ୍ତି ସ୍ତ୍ରୀର ଗୁଲାମ

ବିବାହ ପରେ ଅଧିକାଂଶ ପୁରୁଷ ବଦଳିଯାଆନ୍ତି। ସେମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଙ୍କ ପାଇଁ ପାଗଳ ହୋଇଯାଆନ୍ତି। ସେମାନଙ୍କୁ ସ୍ତ୍ରୀଙ୍କ ଗୁଲାମ କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। ଜାଣିବା ସେହି ନାମଧାରୀ ପୁରୁଷଙ୍କ ବିଷୟରେ… ଏ ନାମଧାରୀ ପୁରୁଷ: ଏହି…

ଏହି ୪ ଉପାୟ ଦାମ୍ପତ୍ୟ ଜୀବନକୁ କରିବ ସୁଦୃଢ଼ , ଜୀବନସାଥୀ ହେବେ ଖୁସି

ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍‌ ନୁହେଁ। ତେଣୁ, କିଛି ଟିପ୍ସ ଗ୍ରହଣ କରି, ଆପଣ ସାଥୀଙ୍କୁ ନିକଟରୁ ଆହୁରି ନିକଟତର…

ପ୍ରିୟଙ୍କାଙ୍କ ରେଷ୍ଟୁରାଣ୍ଟରେ ମିଳୁଛି ଟକିଲା ଗୁପ୍‌ଚୁପ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନୂଆ ରେଷ୍ଟୁରାଣ୍ଟ ଲୋକଙ୍କ ହୃଦୟ ଜିଣିବାରେ ଲାଗିଛି। ନ୍ୟୁୟର୍କରେ ଖୋଲାଯାଇଥିବା ଏହି ଭାରତୀୟ ରେଷ୍ଟୁରାଣ୍ଟ ‘ସୋନା’ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇ ନାହିଁ। ମାତ୍ର ସ୍ବତନ୍ତ୍ର ଲୋକ ଏଠାକୁ ଆସିବା ଆରମ୍ଭ କରିଦେଇଛନ୍ତି। ନିକଟରେ ପ୍ରିୟଙ୍କାଙ୍କ…

ଜନ୍ମ ପରେ ୨ ନବଜାତକଙ୍କୁ ଗ୍ରହଣ କଲେ ନାହିଁ ଏହି ପ୍ରସିଦ୍ଧ ଅଭିନେତ୍ରୀ, ହାତରୁ ଚାଲିଯାଇଛି ଅନେକ ଅଫର

ଚିନ୍‌ର ଲୋକପ୍ରିୟ ଅଭିନେତ୍ରୀ ଝେଙ୍ଗ ଶୁଆଙ୍ଗଙ୍କ ଉପରେ ଏକ କଠୋର ଅଭିଯୋଗ ଲାଗିଛି। ଯାହାକୁ ନେଇ ସମଗ୍ର ବିଶ୍ୱରେ ସେ ଆଲୋଚନାର ଶିକାର ହେଉଛନ୍ତି। ଖବର ଅନୁଯାୟୀ, ଝେଙ୍ଗ ସରୋଗେସୀ ଉପାୟରେ ଆମେରିକାରେ ୨ ସନ୍ତାନର ମା’ ହୋଇଥିଲେ। ମାତ୍ର ୨…

ପରିବାରର ୫ଜଣଙ୍କ ଜୀବନ ନେଲା ହିମସ୍ଖଳନ

ଇସ୍‌ଲାମାବାଦ,୨୬ା୩: ପାକିସ୍ତାନ ଅଧିକୃତ କଶ୍ମୀରରେ ହିମସ୍ଖଳନ ଯୋଗୁ ଗୁରୁବାର ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୪ ଶିଶୁ ରହିଥିବା ଜଣାପଡିଛି। ବରଫ ଖଣ୍ଡ ଧସେଇ ପଶିବା ଯୋଗୁ ନିଲମ ଭ୍ୟାଲିର ସାରଗାନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri