ଆସନ୍ତା ୨୮, ୨୯ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଛୁଟି
ଭୁବନେଶ୍ୱର,୨୫।୩(ବ୍ୟୁରୋ): ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଆସନ୍ତା ୨୮ ଓ ୨୯ତାରିଖ ଦୁଇଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଏହି ଦୁଇଦିନ କୌଣସି ପ୍ରକାରର ପାଠପଢ଼ା ହେବ ନାହିଁ। ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ…
ଭାଲୁଠୁ ବାଇକ୍ ଚାଳକଙ୍କୁ ରକ୍ଷା କଲେ ବୁଲା କୁକୁର
ସଜନାଗଡ଼, ୨୫।୩(ଡି.ଏନ.ଏ.)- ଖାଦ୍ୟ ଅନ୍ବେଷଣରେ ବନ୍ୟଜନ୍ତୁ ଏବେ ସହରମୁହାଁ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସ୍ବର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରୁ ବୁଧବାର ମଧ୍ୟରାତ୍ରରେ ଏକ ଭାଲୁ ଚାଲିଆସି ସହର ମୁଖ୍ୟ ରାସ୍ତାରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ସହର ମେଡ଼ିକାଲ ରୋଡ୍ରେ ଅବାଧରେ…
ବିଜ୍ଞାପନ ଖର୍ଚ୍ଚରେ ଭାଜପାକୁ ପଛରେ ଛାଡ଼ିଲେ ଦିଦି
କୋଲକାତା,୨୫।୩ : ଆସନ୍ତା ୨୭ ତାରିଖରୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ଫେସବୁକରେ ରାଜନୈତିକ ବିଜ୍ଞାପନ ବାବଦକୁ ଖର୍ଚ୍ଚ କରିବାରେ ଶୀର୍ଷରେ ରହିଛି ପଶ୍ଚିମବଙ୍ଗ। ସୋସିଆଲ ମିଡିଆ ପ୍ଲାଟଫର୍ମରେ…
ଅଟୋରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର
ଜଣାଶୁଣା ତାମିଲ ଅଭିନେତା ଭିରୁଟଚଙ୍ଗାକିନ୍ଥଙ୍କ ମୃତଦେହକୁ ବୁଧବାର ଏକ ଅଟୋରୁ ଉଦ୍ଦାର କରାଯାଇଛି। ଦୀର୍ଘଦିନ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମର ଅନୁସନ୍ଧାନରେ ରହିଥିଲେ। ଏବେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି…
ତହସିଲ ଅଫିସରୁ କର୍ମଚାରୀଙ୍କୁ ତଡିଦେଲେ ଚାଷୀ
ବରଗଡ଼ ଅଫିସ୍,୨୫।୩।: ବରଗଡ଼ ଜିଲାରେ ଚାଷୀ ସମସ୍ୟା ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରିକୁ ନେଇ ସରକାରୀ କଳ ପକ୍ଷରୁ କରାଯାଉଥିବା ବିଭିନ୍ନ କଟକଣାକୁ ନେଇ ଚାଷୀକୁଳ ବହୁବିଧ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି । ଟୋକନ କଟକଣା ଯୋଗୁ ଜିଲାର…
ଖେଳୁ ଖେଳୁ ଚାଳିଗଲା ଶିଶୁକନ୍ୟାର ଜୀବନ
ଝାରବନ୍ଧ,୨୫।୩: ବରଗଡ଼ ଜିଲା ଜଗଦଲପୁର ଥାନା ଧୁମାଭଟା ଗ୍ରାମରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁକନ୍ୟା ହେଲେ ଉକ୍ତ ଗ୍ରାମର ଜିତେନ୍ଦ୍ର ସାହୁଙ୍କ ଝିଅ ଲକି(୩)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…
ବାଇକ୍ ଚାଳକକୁ ଅଟକାଇ ମାନବିକତା ଦେଖାଇଲେ ପୋଲିସ ବାବୁ
ଚେନ୍ନାଇ,୨୫।୩ : ନୂଆ ଯାନବାହନ ଆଇନ କାର୍ଯ୍ୟକାରୀ ହେଲା ପରେ ବାଇକ୍ ଚାଳକଙ୍କୁ ପୋଲିସ ଅଟକାଇବାର ଅର୍ଥ ହେଲା ଜରିମାନା କଟିବା ନିଶ୍ଚିତ। କିନ୍ତୁ ତାମିଲନାଡୁର ଜଣେ ପୋଲିସ କର୍ମୀ ବାଇକରଙ୍କୁ ଅଟକାଇ ମାନବିକତା ଦେଖାଇଛନ୍ତି। ତାମିଲନାଡୁର ତେନକାସି ଯାଉଥିବାବେଳେ ଜଣେ…
ପୁଣି ଜମ୍ମୁ-କଶ୍ମୀରରେ ସିଆର୍ପିଏଫ୍ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୨୫।୩: ଜମ୍ମୁ-କଶ୍ମୀରରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଲାଓପୋରାଠାରେ ଆତଙ୍କବାଦୀମାନେ ସିଆର୍ପିଏଫ୍ର ଏକ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୨ଜଣ ଯବାନ ଶହୀଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।…
ଟି୨୦ ପରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ମିଳିପାରେ ଦିନିକିଆରେ ପ୍ରଥମ ସୁଯୋଗ
ପୁଣେ,୨୫।୩ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ରେ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ। କାରଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଆହତ ଜନିତ ସମସ୍ୟା ଯୋଗୁ ସିରିଜ୍ରୁ ବାଦ୍…
ଫିଲ୍ମର ବଜେଟ୍ ୨୮୦, ଶାହାରୁଖ୍ ନେବେ ୧୦୦ କୋଟି
ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଶୁଟିଂ ପାଇଁ ଶାହାରୁଖ୍ ଏବେ ଦୁବାଇରେ ଅଛନ୍ତି। ୨ ବର୍ଷର ଲମ୍ବା ବ୍ୟବଧାନ ପରେ ଏବେ ପୁଣିଥରେ ସେ ପରଦାକୁ…
୫୩ ବର୍ଷରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସରିଥିଲା ନିର୍ବନ୍ଧ: ବିବାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଭାବି ସ୍ବାମୀ
ଭେଟେରାନ ଅଭିନେତ୍ରୀ ନନ୍ଦାଙ୍କର ଆଜି ହେଉଛି ୭ମ ମୃତ୍ୟୁ ବାର୍ଷିକୀ। ମାର୍ଚ୍ଚ ୨୫, ୨୦୧୪ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଲିଉଡ୍ରେ ତାଙ୍କର ଇମେଜ୍ ଛୋଟ ଭଉଣୀର ଥିଲା। ଅର୍ଥାତ୍ କ୍ୟାରିୟର ଆରମ୍ଭରେ ଅଧିକାଂଶ ସିନେମାରେ ସେ ସାନ…
ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୫।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ଶ୍ରେୟାସ ଆୟାର। ସମସ୍ୟା ଗମ୍ଭୀର ହୋଇଥିବା ହେତୁ ତାଙ୍କୁ ଫିଟ୍ ହେବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଆୟାରଙ୍କୁ ଉଭୟ ଟିମ୍ ଇଣ୍ଡିଆ ଏବଂ…
Archives


