Home Left

ମାସ୍କର ଦାମ୍‌ ୩୫୫ଡଲାର

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା କବଳରେ ଏବେ ମାୟାନଗରୀର କେତେକ ବଲିଉଡ୍‌ ସେଲିବ୍ରିଟି। ଅଭିନେତା ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ଭିକି କୌଶଲ, କଟ୍ରିନା କୈଫ, ଭୂମି ପେଡନେକର, ରଣବୀର କପୁର,…

କିଏ ସେ ଭେଙ୍କଟେଶ, ଆଇପିଏଲ୍‌ରେ କେକେଆର୍‌ ପକ୍ଷରୁ ଖେଳିବାକୁ ନେଇ…

ନୂଆଦିଲ୍ଲୀ,୭।୪: ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟାରେ ୨୦ ଲକ୍ଷ ଟଙ୍କା ଦେଇ ଭେଙ୍କଟେଶ ଅୟରଙ୍କୁ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ। ୨୬ ବର୍ଷୀୟ ଏହି ଖେଳାଳି ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିଲେ। ଆସନ୍ତା ଆଇପିଏଲ୍‌ରେ ପ୍ରଥମ ଥର ପାଇଁ…

୩୦ ଥର ଟେକ୍‌ ନେବା ପରେ ମଧ୍ୟ ଡାଏଲଗ୍‌ କହି ପାରି ନଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜିତେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ସେ ନିଜ କ୍ୟାରିୟରରେ ମଧ୍ୟରେ ଅନେକ ପ୍ରକାରର ଫିଲ୍ମରେ ଅଭିନୟ କରିଛନ୍ତି। ୬୦ରୁ ୯୦ ଦଶକ ମଧ୍ୟରେ ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସେ ହିନ୍ଦୀ ସିନେମାର…

ଲକ୍‌ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍‌-ବସ୍‌ ହେଲେ ବ୍ୟକ୍ତି

ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍‌ ଭୟଙ୍କର ରୂପ ଧାରଣ କରିଛି। ଭାକ୍ସିନ ଆସିବା ସତ୍ତ୍ୱେ ଏହାକୁ କାବୁ କରାଯାଇପାରିନାହିଁ। ତେଣୁ କରୋନା ମୁକାବିଲା…

ଫିଲ୍ମରେ ଜିତେନ୍ଦ୍ର କାହିଁକି ପିନ୍ଧନ୍ତି ଧଳା ପୋଷାକ-ଜୋତା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜିତେନ୍ଦ୍ର ହେଉଛନ୍ତି ଜଣେ ଶ୍ରେଷ୍ଠ ଅଭିନେତା। ୬୦ରୁ ୭୦ ଦଶକରେ ସେ ବଲିଉଡ୍‌ରେ ରାଜ୍‌ କରୁଥିଲେ। ଆଜି ହେଉଛି ତାଙ୍କର ୭୯ ତମ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି… ଅନ୍‌ସ୍କ୍ରିନ୍‌ଠାରୁ…

ଇଟାଓ୍ବା ଜେଲରେ କରୋନା ଆତଙ୍କ: ୩୦ କଏଦୀ ଆକ୍ରାନ୍ତ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଜେଲ୍‌ରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଜେଲ୍‌ର ୩୦ ଜଣ କଏଦୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଯୋଗୁ ପୋଲିସ ବାହିନୀ ସମେତ ଅନ୍ୟ ସୁରକ୍ଷାକର୍ମୀ ବିଭିନ୍ନ…

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ ପରଲୋକ

ନୂଆଦିଲ୍ଲୀ,୭।୪: ବିଶିଷ୍ଟ ଖବରଦାତା-ଲେଖକ ଫାତିମା ଆର ଜାକରିଆଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ଫାତିମାଙ୍କ କରୋନା ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସମସ୍ତ କରୋନା ନିୟମ…

ଜିତେନ୍ଦ୍ରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଭଉଣୀ

ବଲିଉଡ୍‌ର ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କର ଆଜି ହେଉଛି ଜନ୍ମଦିନ। ବର୍ତ୍ତମାନ ସେ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଜିତେନ୍ଦ୍ର ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପ୍ରକୃତ ନାମ ହେଉଛି ରବି କପୁର। ୧୯୬୪ରେ ଫିଲ୍ମ ‘ଗୀତ୍‌ ଗାୟା…

ଶ୍ୱଶୁରଘର ଗାଁରେ ଜ୍ୱାଇଁଙ୍କୁ ହତ୍ୟା, ଦୁଇ ଶଳା ଅଟକ

ପରଜଙ୍ଗ,୭।୪(ଡି.ଏନ୍‌.ଏ): ଶ୍ୱଶୁରଘର ଗାଁରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଖଇରପଶି ଗ୍ରାମରେ। ବିଲ ମଝିରୁ ଯୁବକଙ୍କ ମୃତଦେହ ମଙ୍ଗଳବାର ସାରେ ପୋଲିସ ଉଦ୍ଧାର କରିଛି।…

ସିଏସ୍‌କେ ବିପକ୍ଷ ପ୍ରଥମ ମ୍ୟାଚ୍‌ ଖେଳିପାରିବେନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଏହି ୨ ଖେଳାଳି: କାରଣ…

ମୁମ୍ବାଇ,୭।୪: ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଶନିବାର ଖେଳାଯିବାକୁ ଥିବା ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ଖେଳିପାରିବେ ନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କଗିସୋ ରବାଡା ଏବଂ ଏନ୍‌ରିଚ୍‌ ନୋର୍ଟଜେ। ଉଭୟ ମଙ୍ଗଳବାର ମୁମ୍ବାଇ ପହଞ୍ଚିଛନ୍ତି। ହେଲେ ପ୍ରୋଟୋକଲ ଅନୁଯାୟୀ ଖେଳାଳିଙ୍କୁ ୭…

ପିପିଲି ଉପନିର୍ବାଚନ: ପ୍ରଚାର କରିବେ ଧର୍ମେନ୍ଦ୍ର

ଭୁବନେଶ୍ୱର,୭।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତିକି ବୃଦ୍ଧି ପାଉଛି। ପିପିଲି ନିର୍ବାଚନ ପାଇଁ ସବୁ ଦଳର ନେତା ଓ କର୍ମୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର…

ଏହି ରାଜ୍ୟରେ ଲାଗୁ ହେଲା ଲକ୍‌ଡାଉନ

ରାୟପୁର,୭।୪: ଛତିଶଗଡ଼ରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ରାତି ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri